Monthly Archives

April 2022

ପଏଁରୀ ପକ୍ଷରୁ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର - ସୁବର୍ଣ୍ଣପୁର ଜିଲ୍ଲାର ନୃତ୍ୟ, ସଂଗୀତ ନାଟକର ଅଗ୍ରଣୀ ଅନୁଷ୍ଠାନ ପଏଁରୀ ପକ୍ଷରୁ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମି ଭୁବନେଶ୍ୱର ପକ୍ଷରୁ ମିଳିତ ଭାବରେ ଏକ ଦୀକ୍ଷାନ୍ତ କାର୍ଯ୍ୟକ୍ରମ ପ୍ରଦର୍ଶନ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି ।
Read More...

ନୀଳମାଧବ ମନ୍ଦିର ପାଇଁ ଖର୍ଚ୍ଚ ହେବ ଶହେ କୋଟି

ଭୁବନେଶ୍ୱର : କଣ୍ଟିଲୋ ନୀଳମାଧବ ପୀଠର ପାରିପାର୍ଶ୍ବିକ ବିକାଶ ପାଇଁ ପ୍ରସ୍ତୁତ ମାଷ୍ଟର ପ୍ଲାନ ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ ଲାଭ କରିଛି । ଏଥିନିମନ୍ତେ ୧୦୦ କୋଟି ଟଙ୍କା ଖର୍ଚ୍ଚ ହେବ ଏବଂ ୧୮ ମାସ ମଧ୍ୟରେ କାମ ଶେଷ ହେବ ।ସମ୍ୱନ୍ୱିତ ଐତିହ୍ୟ ଓ କୀର୍ତ୍ତିରାଜି
Read More...

ପୁରୀ ଟାଉନ ଥାନାରେ ଅପରାଜିତାଙ୍କ ନାମରେ ଏତଲା

ପୁରୀ : ପୁରୀ ଗସ୍ତରେ ଆସିଥିବା ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଶାସନର ନିୟମ ଉଲ୍ଲଂଘନ କରିଥିବା ହେତୁ ଅପରାଜିତାଙ୍କ ନାମରେ ପୁରୀ ଟାଉନ ଥାନାରେ ଏତଲା ଦିଆଯାଇଛି । ଶ୍ରୀକ୍ଷେତ୍ର ବିକାଶ ମଞ୍ଚ ପକ୍ଷରୁ ଏହି ଏତଲା ଦିଆଯାଇଛି । ଏଏସ୍‌ଆଇର ଅନୁମତି ବିନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ
Read More...

କେଗାଁ ରେଞ୍ଜ୍‌ ଅଧିନ ବିଭିନ୍ନ ଫଡିରେ କେନ୍ଦୁପତ୍ର ତୋଳା ଆରମ୍ଭ

ଗୋଳାମୁଣ୍ଡା : କେଗାଁ ରେଞ୍ଜ୍‌ ଅଧିନ କେଗାଁ ସମେତ ବିଭିନ୍ନ ଫଡିରେ ସପ୍ତାହେ ହେଲା କେନ୍ଦୁପତ୍ର ତୋଳା ଆରମ୍ଭ ହୋଇଛି । ଫଳରେ କେନ୍ଦୁପତ୍ର ତୋଳାଳି ମାନେ ସକାଳ ୫ଟାରୁ କେନ୍ଦୁପତ୍ର ତୋଳିବାକୁ ଯାଇ ସକାଳ ପ୍ରାୟ ୯ ଟା ସମୟରେ ଘରକୁ ଫେରି କେନ୍ଦୁପତ୍ର ବାନ୍ଧିବା ଆରମ୍ଭ କରୁଥିବା ବେଳେ ବନ୍ଧା
Read More...

ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କଲେ ଭୁବନେଶ୍ୱର ସାଂସଦ

ପୁରୀ : ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ମହାପ୍ରଭୁଙ୍କ ଦର୍ଶନ ପାଇ ସେ ବହୁତ ଖୁସି ଥିବା କହିଛନ୍ତି । ତେବେ ତାଙ୍କ ପାଇଁ ଭୁବନେଶ୍ୱରରୁ ଶ୍ରୀମନ୍ଦିର ଯାଏ ଯେଭଳି ପୋଲିସ ପ୍ରଶାସନର ବ୍ୟବସ୍ଥା କରାଗଲା ତାହାକୁ ନେଇ ସେ ରାଜ୍ୟ
Read More...

ନାବାଳକ ଭାଇଙ୍କୁ ହତ୍ୟା କଲା ସଂପର୍କୀୟ ବଡ ଭାଇ

ଟିଟିଲାଗଡ : ନାବାଳକ ଭାଇଙ୍କୁ ହତ୍ୟା କରିଛି ଜଣେ ଦୂର ସଂପର୍କୀୟ ଭାଇ । ଏମିତି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ସିରଭଟାପଡାରେ । ନାବାଳକର ଶବକୁ ଟିଟିଲାଗଡ-ବଲାଙ୍ଗୀର ରାସ୍ତାରେ ଥିବା ମାତୃ ଆଉ ଶିଶୁ ଡାକ୍ତରଖାନା ପାଖରେ ଥିବା ଏକ ନିର୍ମାଣଧୀନ ଘର ନିକଟରେ ଥିବା ବିରାଟ
Read More...

ରାବଣବଧ ସହ ସରିଲା ବୌଦ୍ଧଗଡଜାତର ଶ୍ରୀରାମଲୀଳା ଯାତ୍ରା

ବୌଦ୍ଧ : ଅସତ୍ୟ ଉପରେ ସତ୍ୟର ଜୟ, ରାବଣ ବଧ ସହ ସରିଲା ବୌଦ୍ଧଗଡଜାତର ଶ୍ରୀରାମଲୀଳା ଯାତ୍ରା । ଦୀର୍ଘ ୧୮ ଦିନ ଧରି ରାମଲୀଳା ନାଟ୍ୟ ସଂସଦ ପକ୍ଷରୁ ସ୍ଥାନୀୟ ମାରୁତି ମଣ୍ଡପଠାରେ ଚାଲି ଆସୁଥିବା ରାମଲୀଳା ଯାତ୍ରା ଗତକାଲି ଶେଷ ହୋଇଛି । ଯାତ୍ରାକୁ ଦେଖିବାକୁ ଜିଲ୍ଲା ତଥା ଜିଲ୍ଲା ବାହାର
Read More...

ସଂରକ୍ଷିତ ଜଙ୍ଗଲକୁ ସଫା କରୁଛନ୍ତି କାଠ ମାଫିଆ, ନୀରବ ସାଜିଛି ବନବିଭାଗ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଲରମ୍ଭା ଅଞ୍ଚଳରେ ଅବାଧରେ କାଠ ମାଫିଆ କାଟି ନେଉଛନ୍ତି ମୂଲ୍ୟବାନ ଶାଗୁଆନ ଓ ଔଷଧୀୟ ଗଛ । ପ୍ରାକୃତିକ ସୌନ୍ଦର୍ଯ୍ୟଭରା ପାହାଡ ଏବେ ଶ୍ରୀହୀନ ହେବାକୁ ବସିଥିବା ବେଳେ ଚେଇଁ ଶୋଇଛି ବନବିଭାଗ । ଦିନ ବିଭାଗର ନାକତକୁ ଜଙ୍ଗଲ ସଫା କରିବାରେ ଲାଗିଛନ୍ତି ।
Read More...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ଚିତ୍ରଶିଳ୍ପୀ ସୁଚିସ୍ମିତା: କାଚ ବୋତଲରେ ସ୍ପଞ୍ଜ ଆକ୍ରିଲିକ୍‌ ପେଣ୍ଟିଂ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ ନଗର ଅଞ୍ଚଳର ଚିତ୍ରଶିଳ୍ପୀ ସୁଚିସ୍ମିତା ଦାସ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସ୍ଥାନ ପାଇଛନ୍ତି । ପୁରୁଣା କାଚ ବୋତଲ ଉପରେ ସ୍ପଞ୍ଜ ଆକ୍ରିଲିକ୍‌ ପେଣ୍ଟ୍‌ ଆଙ୍କି ଅନୁଗୋଳ ପାଇଁ ଗୋରବ ଆଣିଛନ୍ତି । ପିଲାଦିନରୁ ଚିତ୍ରଆଙ୍କି ବହୁ ସୁନମା ଅର୍ଜନ କରୁଥିଲେ ।
Read More...

ମାଛ ଚାଷ କରି ସ୍ୱାବଲମ୍ବୀ ହୋଇପାରିଛନ୍ତି ବୁଲବୁଲ ସ୍ୱୟଂ ସହାୟକ ଗୋଷ୍ଠୀ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲାର ଆଦିମ ଅଧିବାସୀଙ୍କ ମୁଖ୍ୟ ଚାଷ ହେଉଛି ହଳଦୀ ଚାଷ । ଏହାବ୍ୟତୀତ ଅନ୍ୟାନ୍ୟ ପାରମ୍ପରିକ ଚାଷ ଯଥା ଧାନ,ମାଣ୍ଡିଆ,କାନ୍ଦୁଲ, ମକା ,ଅଦା ଆଦି ଚାଷ କରିଥାନ୍ତି । ବିଶେଷ କରି ଅର୍ଥକାରୀ ଫସଲ ଭାବେ ଅଦା, ହଳଦୀ,ମକା ଓ କାନ୍ଦୁଲ ଚାଷ କରିଥାନ୍ତି । ହେଲେ କଠିନ
Read More...