Monthly Archives

June 2022

ସ୍ଥାୟୀ ପଟ୍ଟା ପ୍ରଦାନ ଦାବୀରେ ତହସିଲ କାର୍ଯ୍ୟାଳୟ ଘେରାଉ

ସମ୍ବଲପୁର:ସମ୍ବଲପୁର ପୌରାଞ୍ଚଳ, ବୁର୍ଲା ଓ ହୀରାକୁଦ ବିଜ୍ଞାପିତ ଅଞ୍ଚଳ ପରିଷଦ ତଥା ୧୨ ଗୋଟି ପଞ୍ଚାୟତକୁ ନେଇ ୨୦୧୩ରେ ସମ୍ବଲପୁର ମହାନଗର ନିଗମର ଘୋଷଣା କରାଗଲା । ଦୀର୍ଘ ୯ ବର୍ଷ ପରେ ମଧ୍ୟ ସ୍ଥିତି ଯଥା ପୂର୍ବମ ତଥା ପରମ ହୋଇରହିଛି । ମହାନଗର ନିଗମ ଅଞ୍ଚଳବାସୀ ସେମାନଙ୍କ ନିର୍ବାଚିତ
Read More...

ଜୁଲାଇ ୧ରୁ ସାରା ଦେଶରେ ନିଷିଦ୍ଧ ହେବ ପ୍ଲାଷ୍ଟିକ୍‌

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ରୁ ଭାରତରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ( ଥରେ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକ) ନିଷିଦ୍ଧ ହେବ । ଏ ଧରଣର ପ୍ଲାଷ୍ଟିକ ଯୋଗୁଁ ହେଉଥିବା ପରିବେଶ ପ୍ରଦୂଷଣକୁ ରୋକିବା ଓ ନିଜର ଅନ୍ତର୍ଜାତୀୟ ପରିବେଶ ସୁରକ୍ଷା ଲକ୍ଷ୍ୟ ହାସଲ ପାଇଁ ଭାରତ ଏହି ପଦକ୍ଷେପ ନେବାକୁ ଯାଉଛି
Read More...

ଅଗ୍ନିବୀର ହେବାକୁ ଯୁବକମାନଙ୍କ ମଧ୍ୟରେ ବଢୁଛି ଆଗ୍ରହ, ୪ ଦିନ ୯୪ ହଜାର କଲେଣି ଆବେଦନ

ନୂଆଦିଲ୍ଲୀ: ଭାରତୀୟ ବାୟୁସେନାରେ ଅଗ୍ନିବୀରଙ୍କ ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଦେଶବ୍ୟାପୀ ବିରୋଧ ସତ୍ତେ୍ୱ ଏହି ଯୋଜନା ପ୍ରତି ଯୁବକଙ୍କ ଆଗ୍ରହ ସୃଷ୍ଟି ହୋଇଥିବା ଜଣାପଡିଛି । ମାତ୍ର ୪ ଦିନ ମଧ୍ୟରେ ଅଗ୍ନିପଥ ଯୋଜନାରେ ସାମିଲ ହେବାକୁ ୯୪ହଜାର ଅଧିକ ଯୁବକ ଆବେଦନ
Read More...

କିଶନନଗର ଥାନା ଆଇଆଇସି ସସ୍‌ପେଣ୍ଡ

କଟକ: ଦାୟିତ୍ୱରେ ଅବହେଳା ଅଭିଯୋଗ ପାଇଁ ସସ୍‌ପେଣ୍ଡ ହେଲେ କଟକ ଜିଲ୍ଲା କିଶନନଗର ଥାନା ଆଇଆଇସି ସସ୍ମିତା ରଣା । ଥାନାରୁ ନ୍ୟାୟ ନ ପାଇ କିଶନନଗର ଥାନା ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରି ଜଣେ ବ୍ୟକ୍ତି ୨ ଦିନ ପୂର୍ବେ ଆଖି ବୁଜିଥିଲେ। ଏହି ଘଟଣାକୁ ନେଇ ଚାରିଆଡ଼ୁ ପୁଲିସ୍‌ ସମାଲୋଚନାର
Read More...

କଣ୍ଟାବାଞ୍ଜି ହସ୍ପିଟାଲ ସମସ୍ୟା,ନିରାକରଣ ନିମନ୍ତେ ଦାବି ପତ୍ର ପ୍ରଦାନ

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ସମ୍ବନ୍ଧିତ ଅବହେଳା ଓ ଅବ୍ୟବସ୍ଥିତ ପରିଚାଳନା କାରଣରୁ ରୋଗୀଙ୍କ ପରିବାର ପକ୍ଷରୁ ଅନେକ ଥର ବିରୋଧ ଓ ପ୍ରତିରୋଧ ଦେଖିବାକୁ ମିଳିଛି । ଏହା ବ୍ୟତୀତ ପରିଚାଳନା ତ୍ରୁଟି ମଧ୍ୟ ରହିଛି , ଅତି ଆବଶ୍ୟକ
Read More...

ସମଲେଈ ଯୋଜନାରେ ଗୋପାଲଜୀ ମଠର ବିକାଶ ସାମିଲ: ସମ୍ବଲପୁର ଜିଲ୍ଲାପାଳ

ସମ୍ବଲପୁର: ଆଜି ସକାଳୁ ଗୋପାଲଜୀ ମଠ ପରିଦର୍ଶନ କରିବା ସହିତ ସେଠାକାର ବସ୍ତୁସ୍ଥିତି ଅନୁଧ୍ୟାନ କଲାପରେ ସମ୍ବଲପୁର ଜିଲ୍ଲାପାଳ ଅନନ୍ୟା ଦାସ ଏହି ଐତିହ୍ୟ ସମ୍ପନ୍ନ ମଠର ବିକାଶ ପ୍ରତି ମନ ବଳାଇଛନ୍ତି । ସେତେବେଳେ ତାଙ୍କ ସହିତ ଅତିରିକ୍ତ ଜିଲ୍ଲାପାଳ ଉମାକାନ୍ତ ରାଜ ଓ ସମଲେଈ ଯୋଜନାର କିଛି
Read More...

ତିନି ଝିଅ ପରେ ପୁଅ ଚାହୁଁଥିଲେ; ଏକାଥରକେ ଜନ୍ମ ନେଲେ ୪ ଶିଶୁ, ଏବେ ଅଟୋ ଡ୍ରାଇଭର ହେଲେ ୭ପିଲାର ବାପା

ଉତ୍ତରପ୍ରଦେଶର ଆଗ୍ରାରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଅଟୋଡ୍ରାଇଭରଙ୍କ ପତ୍ନୀ ଏକାଥରକେ ୪ ଶିଶୁ ଜନ୍ମ ଦେଇଛନ୍ତି, ଯାହା ଏବେ ପୁରା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବର୍ତ୍ତମାନ ମାଆ ଓ ୪ ପିଲାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ରହିଛି । ସମସ୍ତେ ଏବେ ଡାକ୍ତରଙ୍କ
Read More...

ନ୍ୟୁଜିଲାଣ୍ଡ ସହ ଦିନିକିଆ ଓ ଟି-୨୦ ସିରିଜ ଖେଳିବ ଭାରତ, ଦେଖନ୍ତୁ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ : ଭାରତୀୟ ଟିମ୍‌ ପାଇଁ ଆଗାମୀ ୫ରୁ ୬ ମାସ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି । ବର୍ତ୍ତମାନ ଭାରତୀୟ ଦଳ ଦୁଇଟି ଭାଗରେ ବିଭକ୍ତ ହୋଇ ଦୁଇଟି ଭିନ୍ନ ଭିନ୍ନ ଦେଶ ଗସ୍ତରେ ଅଛି । ଗୋଟିଏ ଦଳ ଆୟର୍ଲାଣ୍ଡ ବିପକ୍ଷରେ ଟି-୨୦ ସିରିଜ ଖେଳୁଥିବା ବେଳେ ଅନ୍ୟ ଏକ ଦଳ ଆସନ୍ତା ଜୁଲାଇ ୧ରୁ
Read More...

ପ୍ରବଳ ଜ୍ବର ଏବେ କୋଭିଡ୍‌ର ପ୍ରମୁଖ ଲକ୍ଷଣ: ବିଶେଷଜ୍ଞ

କୋଲକାତା: ସମ୍ପ୍ରତି ଦେଶର ବିଭିନ୍ନ ସ୍ଥାନରେ କୋଭିଡ୍‌ ସଂକ୍ରମଣ ବୃଦ୍ଧି ପାଇବା ଦେଖାଯାଉଛି। କିନ୍ତୁ ଏବକାର ସଂକ୍ରମିତ ବ୍ୟକ୍ତିଙ୍କଠାରେ ପ୍ରଥମ ଓ ଦ୍ବିତୀୟ ଲହର ଭଳି ମାରାତ୍ମକ ଲକ୍ଷଣ ଯଥା ଫୁସ୍‌ଫୁସ୍ ସଂକ୍ରମଣ, ନିଃଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ହେବା, ପ୍ରବଳ କାଶ ଓ ଥଣ୍ଡା ଏବଂ
Read More...

ଟ୍ରକ୍‌ ଭିତରୁ ମିଳିଲା ୪୬ ମୃତଦେହ

ୱାଶିଂଟନ୍‌: ଟ୍ରକ୍‌ ଭିତରୁ ମିଳିଲା ୪୬ ମୃତଦେହ। ଅଧିକାଂଶ ମୃତଦେହ ପ୍ରବାସୀଙ୍କ ହୋଇଥିବା ସନ୍ଦେହ କରାଯାଉଛି । ଏପରି ଛାତିଥରା ଦୃଶ୍ୟ ଦେଖିବାକୁ ମିଳିଛି ଆମେରିକାର ଟେକ୍ସାସ୍ ଆଣ୍ଟୋନିଓରେ। ସୋମବାର ଏକ ଟ୍ରକ୍‌ ଭିତରୁ ୪୬ଟି ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ସେଠାକାର ସ୍ଥାନୀୟ ପୁଲିସ
Read More...