Yearly Archives

2022

ପୋଖରୀରେ ବୁଡି ଅଜା-ନାତି ମୃତ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା କୋଷଗୁମୁଡ଼ା ବ୍ଲକ ଅନ୍ତର୍ଗତ କାନାଗୁଡ଼ାର ଛଞ୍ଚାଣକୋଟ ଠାରେ ଥିବା ଏକ ପୋଖରୀରେ ବୁଡି ଅଜା ଓ ନାତିଙ୍କର ମୃତ୍ୟୁ ହୋଇଯାଇଛି । ମିଳିଥିବା ସୂଚନା ଅନୁସାରେ ରବିବାର କାନାଗୁଡ଼ାର ଲବ ହରିଜନ(୬୨) ବିଲକୁ ଯାଇଥିଲେ । ତାଙ୍କ ନାତି ସୁରଜ ମଧ୍ୟ ଅଜା ସହିତ ଘରକୁ
Read More...

ଗୋଁଣ୍ଡ ମହାସଭାର ବଡଦେଓ ପଞ୍ଜିକା ୨୦୨୨ ଉନ୍ମୋଚିତ

ସମ୍ବଲପୁର: ସ୍ଥାନୀୟ ଜିଲ୍ଲା ପ୍ରେକ୍ଷାଲୟ ତପସ୍ୱିନୀ ଠାରେ ଆଜି ଅନୁଷ୍ଠିତ ଏକ ଜାତୀୟ ସମାବେଶରେ ଗୋଁଣ୍ଡ ମହାସଭାର ବଡଦେଓ ପଞ୍ଜିକା ୨୦୨୨ ଉନ୍ମୋଚିତ ହୋଇଯାଇଛି । ଅଖିଳ ଭାରତୀୟ ଗୋଁଣ୍ଡୱନା ଗୋଁଣ୍ଡ ମହାସଭା ରାଜ୍ୟର ଗୋଁଣ୍ଡ ବହୁଳ ୨୦ଟି ଜିଲ୍ଲାରେ ବସବାସ କରୁଥିବା ୨୦୧୧ ଜନଗଣନା ଅନୁସାରେ
Read More...

ଯୁବ କଂଗ୍ରେସର ଜିଲ୍ଲା ବ୍ୟାପୀ ପଦଯାତ୍ରା, ବିଜେଡି ଯୁବ ଗୋଷ୍ଠୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛି : ସ୍ମୃତି ଲେଙ୍କା

ନବରଙ୍ଗପୁର: ଓଡିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ବିଭିନ୍ନ ଜିଲ୍ଲାରେ ପଦଯାତ୍ରା କାର୍ଯ୍ୟକ୍ରମ ଚାଲୁ ରହିଛି । ଏହି କ୍ରମରେ ରବିବାର ନବରଙ୍ଗପୁର ସଦର ମହକୁମାଠାରେ ପଦଯାତ୍ରା ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଯୁବ କଂଗ୍ରେସ
Read More...

ଭାରତରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ

ନୂଆଦିଲ୍ଲୀ,୩୧/୭ : ଭାରତରେ ଜଣେ ମଙ୍କିପକ୍‌ସ ରୋଗୀଙ୍କର ମୃତ୍ୟୁ ଘଟିଛି । ସେ କେରଳର । କେରଳର ଥ୍ରିସୁରରେ ମୃତ୍ୟୁବରଣ କରିଥିବା ଏହି ଯୁବକଙ୍କ ରିପୋର୍ଟ ପଜିଟିଭ୍‌ ଆସିଛି । ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଭେନା ଜର୍ଜ ଆଜି ଏହି ସୂଚନା ଦେଇଛନ୍ତି । ଏହା ଭାରତର ପ୍ରଥମ ମଙ୍କିପକ୍ସ ମୃତ୍ୟୁ ଏବଂ
Read More...

ଗାୟିକା ନିର୍ମଳା ମିଶ୍ରଙ୍କ ପରଲୋକ

କୋଲକାତା : ପୂର୍ବ ଭାରତର କୋକିଳକଣ୍ଠୀଭାବେ ପରିଚିତ ପ୍ରଖ୍ୟାତ ଗାୟିକା ନିର୍ମଳା ମିଶ୍ର ଆଉ ନାହାନ୍ତି । ଗତକାଲି ବିଳମ୍ବିତ ରାତିରେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । କୋଲକାତାର ଚେତଲା ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ହୋଇଥିଲା ।
Read More...

ଜିଲ୍ଲାକୁ ବାଲ୍ୟ ବିବାହ ମୁକ୍ତ କରିବା ନିମନ୍ତେ ଜିଲ୍ଲାସ୍ତରୀୟ କୁଳ ସମାଜର ନେତାଙ୍କୁ ନେଇ ବୈଠକ

ପାରଳାଖେମୁଣ୍ଡି :ଗଜପତି ଜିଲ୍ଲାରେ ଜିଲ୍ଲାପ୍ରଶାସନ ଓ ଏକ୍ସନଏଡ଼ର ମିଳିତ ଉଦ୍ୟମରେ ବାଲ୍ୟ ବିବାହର ବନ୍ଦ କରିବା ନିମନ୍ତେ ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ କୁଳ ସମାଜର ସଭାପତି ଓ ସମ୍ପାଦକ ମାନଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ବୈଠକରେ
Read More...

ପୂର୍ବତନ ସେନାନୀ ସଂଘର ବୈଠକ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ରାଜୁଗୁରୁ ସାହି ସ୍ଥିତ ଗୋପୀନାଥ ପାଠାଗାର ପରିସରରେ ପୂର୍ବତନ ସେନାନୀ ସଂଘର ଏକ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । କ୍ୟାପଟେନ ମଲିକାର୍ଜୁନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଥମେ ଦିବଂଗତ ସୈନିକମାନଙ୍କ ପାଇଁ ନୀରବ
Read More...

ପୋଖରୀରେ ବୁଡି ଚାଲିଗଲା ୫ ଶିଶୁଙ୍କ ଜୀବନ

ଜୟପୁର: ପୋଖରୀରେ ବୁଡି ଚାଲିଗଲା ୫ ଶିଶୁଙ୍କ ଜୀବନ । ରାଜସ୍ଥାନର ଶ୍ରୀଗଙ୍ଗାନଗର ଅନୁପ୍ରଗଡରେ ଘଟିଛ ଏହି ଦୁଃଖଦ ଘଟଣା । ଏହି ଶିଶୁମାନେ ବର୍ଷା ପାଣି ଜମା ହେଉଥିବା ଏହି ପୋଖରୀକୁ ଗାଧୋଇବାକୁ ଯାଇଥିଲେ । ହେଲେ ସେମାନେ ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ
Read More...

ଆଇଏସଆଇଏସ ଲିଙ୍କ ସନ୍ଦେହ :
୬ ରାଜ୍ୟରେ ଏନଆଇଏର ବ୍ୟାପକ ଚଢଉ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ଆତଙ୍କବାଦୀ ସଙ୍ଗଠନ ଆଇଏସଆଇଏସ ଭାରତରେ ତା’ର କାୟା ବିସ୍ତାର କରିବାକୁ ଉଦ୍ୟମ କରୁଛି । ଏଥିପାଇଁ ଏହା ବିଭିନ୍ନ ଗୋଷ୍ଠୀ ଓ ଯୁବବର୍ଗଙ୍କୁ ଟାର୍ଗେଟ କରୁଛି । ସେମାନଙ୍କୁ ପ୍ରଲୋଭିତ କରିବାକୁ ଚେଷ୍ଟା କରୁଛି । ଏ ସଂପର୍କରେ ସୂଚନା ପାଇବା ପରେ,ଜାତୀୟ ଅନୁସନ୍ଧାନ
Read More...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଚମକୁଛି ଭାରତ :
ଦେଶକୁ ୨ୟ ସ୍ୱର୍ଣ୍ଣ ଦେଲେ ଜେରେମି

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡ଼ା-୨୦୨୨ରେ ଭାରତର ପ୍ରଦର୍ଶନ ଧୀରେ ଧୀରେ ବଳିଷ୍ଠ ଓ ପ୍ରଭାବଶାଳୀ ହେବାରେ ଲାଗିଛି । ଭାରତୀୟ ପ୍ରତିଯୋଗୀମାନେ ଇତିହାସ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ବିଶେଷକରି,ଭାରୋତ୍ତୋଳନରେ ଭାରତର ପ୍ରଦର୍ଶନ ଖୁବ ଚମକ୍ରାର ହୋଇଛି । ଗତକାଲି ମୀରାବାଇ ଚାନୁ
Read More...