Yearly Archives

2022

ଜିଲ୍ଲା ପ୍ରେସ କ୍ଲବ ଓ ବନ ବିଭାଗ ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଫୁଲବାଣୀ ବନ ବିଭାଗ ରେଞ୍ଜ ପକ୍ଷରୁ ରବିବାର ବୃଦ୍ଧାଶ୍ରମ ରାସ୍ତାରେ ବିଭିନ୍ନ କିସମର ଯଥା ନିମ୍ବ ଗଛ, ଜାମୁ କୋଳି ଗଛ, ପଣସ ବୃକ୍ଷ ରୋପଣ କରାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟ୍ଟନାୟକ,
Read More...

ରାଜ୍ୟଗୋଷ୍ଠୀ କ୍ରିକେଟ : ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ : ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜି ଅନୁଷ୍ଠିତ ଏକ କ୍ରିକେଟ ମ୍ୟାଚରେ ଭାରତୀୟ ମହିଳା ଦଳ ବିଜୟୀ ହୋଇଛନ୍ତି । ସ୍ମୃତି ମନ୍ଧନାଙ୍କ ବିସ୍ଫୋରକ ବ୍ୟାଟିଂ ଦଳକୁ ବିଜୟୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ମହିଳା ଦଳ ୯୯ ରନ କରିଥିଲା । ପରେ
Read More...

ଆନ୍ଦୋଳନ ସ୍ଥଗିତ, ହଷ୍ଟେଲକୁ ଫେରିବେ ଛାତ୍ରୀ

ବଲାଙ୍ଗୀର : ସ୍ଥାନୀୟ ଜିଲ୍ଲାପାଳ କାର୍ଯ୍ୟାଳୟ ଆଗରେ ଚାଲିଥିବା ସରକାରୀ ମହିଳା ମହାବିଦ୍ୟାଳୟ ହଷ୍ଟେଲ କର୍ମଚାରୀଙ୍କ ଧାରଣା ସ୍ଥଗିତ ସୂଚନା ଦେଇଛନ୍ତି ଶ୍ରମିକ ନେତା ବିଭୁଦତ୍ତ ମିଶ୍ର । ଏ ସଂପର୍କୀତ ଏକ ପ୍ରେସ୍‌ ବାର୍ତ୍ତା ୟୁନାଇଟେଡ୍‌ ଟ୍ରେଡ୍‌ ୟୁନିଅନ୍‌ ଅଫ୍‌ ବଲାଙ୍ଗୀର ତରଫରୁ ଜାରି
Read More...

ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ: ସଞ୍ଜୟ ରାଉତ

ମୁମ୍ବାଇ: ମରିବି ପଛେ ଆତ୍ମସମର୍ପଣ କରିବି ନାହିଁ ବୋଲି ଆଜି ସକାଳେ ପ୍ରବର୍ତ୍ତନ ନିର୍ଦେଶାଳୟ ଟିମ୍‌ ବାସଭବନ ଚଢ଼ାଉ କରିବା ପରେ ସାଂସଦ ସଞ୍ଜୟ ରାଉତ କହିଛନ୍ତି। ଆଜି ସକାଳେ ମରାଠୀ ଭାଷାରେ ଟୁଇଟ୍‌ କରି ସଞ୍ଜୟ ଲେଖିଛନ୍ତି: କ‌ୌଣସି ଦୁର୍ନୀତି ବ୍ୟାପାରରେ ମୋର ସମ୍ପୃକ୍ତି ନାହିଁ।
Read More...

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି କରୋନା ସଂକ୍ରମିତ

ୱାଶିଂଟନ୍‍: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପୁଣି କରୋନା ସଂକ୍ରମିତ ହୋଇଛନ୍ତି । ବିନା ଲକ୍ଷଣରେ ବାଇଡେନଙ୍କୁ କରୋନା ହୋଇଥିବା ନେଇ ସୂଚନା ଦିଆଯାଇଛି । ହ୍ୱାଇଟ୍‍ ହାଉସର ସୂଚନା ଅନୁଯାୟୀ ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ କରୋନା ରିପୋର୍ଟ ପଜିଟିଭ୍‍ ଆସିଛି । ତେଣୁ ସେ
Read More...

ମିଡିଆକୁ ନେହୁରା ହେଲେ ଅପରାଜିତା

ଭୁବନେଶ୍ୱର: ବାବୁସାନ-ପ୍ରକୃତି-ତୃପ୍ତି ବିବାଦକୁ ନେଇ ଏବେ ମିଡିଆରେ ଜୋରଦାର ଚର୍ଚ୍ଚା । ଗତ କିଛି ଦିନ ହେଲା ଟିଭି ଖୋଲିଲେ କି ଖବରକାଗଜ ଓଲଟାଇଲେ କେବଳ ସେହି ଖବର । ଏହି ଖବର ସଂଗ୍ରହ ପାଇଁ ମିଡିଆ ବନ୍ଧୁମାନେ ବାବୁସାନଙ୍କ ଘର ଆଗରେ ଅଧିଆ ପଡ଼ିବା ଭଳି ରହିଛନ୍ତି ।
Read More...

କେଏଲ ରାହୁଲଙ୍କ ଭାବବିହ୍ୱଳ ପୋଷ୍ଟ

ନୂଆଦିଲ୍ଲୀ: ଭାରତୀୟ ଦଳ ଏବେ ଓ୍ୱେଷ୍ଟ ଇଣ୍ଡିଜ ଗସ୍ତରେ ଅଛି । ଦଳ ଟି୨୦ ସିରିଜ୍ ଖେଳୁଛି । ଏହାପରେ ଦଳ ଜିମ୍ବାଓ୍ୱେ ଗସ୍ତ କରିବ । ଜିମ୍ବାଓ୍ୱେ ବିରୋଧରେ ଦଳ ଦିନିକିଆ ସିରିଜ୍ ଖେଳିବ । ଏଥିପାଇଁ ଭାରତୀୟ ଦଳ ଘୋଷଣା ସରିଛି । ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି । କିନ୍ତୁ
Read More...

ବୃନ୍ଦାବତୀ ଭତ୍ତା ପାଇବାରୁ ବଞ୍ଚିତ ଓ ସ୍ୱାମୀଙ୍କୁ ମିଳିନି ଅଧାର କାର୍ଡ, ପ୍ରଶାସନ ନୀରବ

ଖପ୍ରାଖୋଲ : ଅସହାୟ ତଥା ଦିବ୍ୟାଙ୍ଗଙ୍କ ପାଇଁ ସରକାର ବହୁ ଯୋଜନା ଆଣିଛନ୍ତି । ହେଲେ ସରକାରଙ୍କ ସବୁ ଯୋଜନାରୁ ବଞ୍ଚିତ ଅଛନ୍ତି ଖପ୍ରାଖୋଲ ବ୍ଲକ ମହୁରୁଣ୍ଡି ଗାଁର ବୃଦ୍ଧା ବୃନ୍ଦାବତୀ ବେହେରା(୬୨) । ୨ବର୍ଷରୁ ଉଦ୍ଧ୍ୱର୍ ହେବ ଭତ୍ତା ପାଇଁ ଅନଲାଇନ ଆବେଦନ କରି ପଞ୍ଚାୟତ ଠାରୁ ଆରମ୍ଭ କରି
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଡେଙ୍ଗୁ ସଚେତନତା ମାସ ପାଳିତ

ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲାପାଳଙ୍କ ସଭା ଗୃହରେ ଜିଲ୍ଳା ସ୍ୱାସ୍ଥ୍ୟ ସମିତି ଅଧ୍ୟକ୍ଷା ତଥା ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଡେଙ୍ଗୁ ସଚେତନତା ମାସ ପାଳନ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ଶ୍ରୀମତୀ ନରୱଣେ, ଜିଲ୍ଲାରେ ପ୍ରତ୍ୟେକ ସ୍ତରରେ ଡେଙ୍ଗୁର ନିୟନ୍ତ୍ରଣ ଓ
Read More...

ଚାରଥାକିଆ ରାସ୍ତା ନିର୍ମାଣରେ ମନ୍ଥରତା ନେଇ କଂଗ୍ରେସ ପକ୍ଷରୁ ରାସ୍ତାରୋକ

ସୁବର୍ଣ୍ଣପୁର: ଅନେକ ଦିନରୁ ମହାନଦୀ ବ୍ରିଜ୍‌ରୁ କୁଞ୍ଜଛକ ପର୍ଯ୍ୟନ୍ତ ଚାଲିଥିବା ଚାରଥାକିଆ ରାସ୍ତା ନିର୍ମାଣରେ ଅହେତୁକ ମନ୍ଥରତାକୁ ନେଇ ସୋନପୁର କଂଗ୍ରେସ ଦଳ ପକ୍ଷରୁ ଘୋର ପ୍ରତିବାଦ କରାଯାଇ ସ୍ଥାନୀୟ ବୀରସୁରେନ୍ଦ୍ର ସାଏ ଛକରେ ସକାଳ ୯ ଘଣ୍ଟା ରୁ ୧୧ଘଣ୍ଟା ପର୍ଯ୍ୟନ୍ତ ରାସ୍ତାରୋକ
Read More...