ପୁରୀକୁ ଗଡ଼ିଲା ରେଳ , ନୂଆଗାଁ ଷ୍ଟେସନ ହେଲା ଲୋକାର୍ପିତ
ଦଶପଲ୍ଲା,୩୦/୬: - ଖୋର୍ଦ୍ଧା - ବଲାଙ୍ଗିର ରେଳପଥରେ ଯୋଡ଼ିହେଲା ଆଉଏକ ନୂଆ ଅଧ୍ୟାୟ । ଆଜି ଅପରାହ୍ନ ଠିକ୍ ୫ ଘଟିକା ସମୟେ, ନୂଆଗାଁ ରେଳଷ୍ଟେସନକୁ ଆନୁଷ୍ଠାନିକ ଭାବରେ ଲୋକାର୍ପଣ କଲେ ମାନ୍ୟବର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଆଜି ଏଥିପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ!-->…
Read More...
Read More...