କାରଖାନା କାନ୍ଥ ଭୁଶୁଡି ୧୨ ମୃତ
ସୁରାଟ :ଗୁଜୁରାଟର ମୋରବୀର ହାଲୱାଡ ଜିଆଇଡିସି ସ୍ଥିତ ଏକ ଲୁଣ କାରଖାନାର କାନ୍ଥ ଭୁଶୁଡ଼ିବା ପରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଘଟଣାରେ ଅତି କମରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ସେହିପରି ଆଉ ତିନି ଜଣ ଏଥିରେ ଫଶି ରହିଥିବା ଆଶଙ୍କା କରାଯାଉଛି । ଉଦ୍ଧାର କାର୍ଯ୍ୟ ଜାରି!-->…
Read More...
Read More...