Yearly Archives

2022

କାର୍ଯ୍ୟକ୍ଷମ ହେଉନି ବସୁଧା ଯୋଜନା,ପାନୀୟ ଜଳ ଅଭାବରେ ଛଟପଟ ସିର୍କି ଗ୍ରାମବାସୀ

ଘୁ.ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ମାଲିକା ପଡ଼ି ପଞ୍ଚାୟତ ସିର୍କି ଗ୍ରାମ ୧୪୦ରୁ ଅଧିକ ପରିବାର ଥିବାବେଳେ ଜନସଂଖ୍ୟା ପ୍ରାୟ ୯୦୦ ରୁ ୧୦୦୦ ହେବ । ଏହି ଗ୍ରାମରେ ସରକାରଙ୍କ ବସୁଧା ଜଳ ଯୋଜନାରେ ଟାଙ୍କି ଥାଇ ମଧ୍ୟ ସମ୍ପୂର୍ଣ ଗ୍ରାମବାସୀ ଜଳ କଷ୍ଟରେ ଜୀବନ
Read More...

ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୁସ୍ତକ ବଣ୍ଟନ

ବାଲିଗୁଡ଼ା: ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶନିବାର ପ୍ରଥମ ଶ୍ରେଣୀ ଠାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ପୁସ୍ତକ ବଣ୍ଟନ କରାଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଦେଶୀ ନାୟକଙ୍କ ସହିତ ସିମନବାଡ଼ି ସରପଞ୍ଚ ଅମିତା ପ୍ରଧାନ ସରପଞ୍ଚ
Read More...

ଉଠାଜଳସେଚନର ଗଭୀର ନଳକୂପ ଖନନ ହେବ କେବେ ?

ସୋନପୁର,୩୦/୪- ଶିଳ୍ପବିହୀନ ସୁବର୍ଣ୍ଣପୁର ଜିଲ୍ଲାର ସତୁରୀ ଭାଗ ଲୋକ ଚାଷ ଉପରେ ନିର୍ଭରଶୀଳ । ଅନ୍ୟପକ୍ଷରେ ଚାଷଜମିକୁ ଜଳସେଚନ ପାଇଁ ଅଗ୍ରାଧିକାର ଦେଉଥିବା ସରକାର କହୁଛନ୍ତି । କିନ୍ତୁ ଜିଲ୍ଲାରେ ଉଠାଜଳସେଚନ ବିଭାଗ ତରଫରୁ ଚାଷ ଜମି ଗଭୀର ନଳକୂପ ଖନନ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Read More...

ଜାଲ୍‌ ନୋଟ୍‌ କାରବାର ଅଭିଯୋଗରେ ଜଣେ ଅଟକ, କିଛି ଟଙ୍କା ସହ ପ୍ରିଣ୍ଟର ଜବତ

ପାଟଣାଗଡ,୩୦/୪: - ଜାଲ୍‌ ନୋଟ୍‌ କାରବାର କରୁଥିବା ଅଭିଯୋଗରେ ପାଟଣାଗଡ଼ ଥାନା ପଣାମୁଣ୍ଡା ଗାଁରୁ ଜଣକୁ ଅଟକ ରଖି ଅଧିକ ତଦନ୍ତ କରୁଛି ପୋଲିସ୍‌ । ଅଟକ ଅଭିଯୁକ୍ତ ହେଲେ ଡୁମେରପଦର ଗାଁର ରୋହିତ ଦାସ । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ୯ ଘଣ୍ଟା ସମୟରେ ରୋହିତ ଦାସ ପଣ୍ଡା
Read More...

ସଂଗୀତଜ୍ଞ ତଥା ଶ୍ରୀଜୀଉସେବକ ସରୋଜ ତ୍ରିପାଠୀଙ୍କ ପରଲୋକ

ନବରଙ୍ଗପୁର,୩୦/୪: - କୋଷାଗୁମୁଡା ଜଗନ୍ନାଥ ମନ୍ଦିରର ସେବକ ତଥା ମହାନ ଆଧ୍ୟାତ୍ମିକ ବ୍ୟକ୍ତି ସଂଗୀତଜ୍ଞ ସରୋଜ ତ୍ରିପାଠୀଙ୍କର ଗତକାଲି ସନ୍ଧ୍ୟାରେ ହୃଦଘାତରେ ପରଲୋକ ଘଟିଛି । ଶ୍ରୀଜୀଉଙ୍କ ଆଳତି ସେବା ସାରିବା ପରେ ଦେବାଳୟ ମଧ୍ୟରେ ସେ ବିବ୍ରତ ବିଚଳିତ ହୋଇ ପଡିଥିଲେ ଏବଂ ମହାପ୍ରଭୁଙ୍କ
Read More...

ମହାନ ଟେନିସ ଷ୍ଟାର ବୋରିସ ବେକରଙ୍କୁ ଅଢେଇ ବର୍ଷ ଜେଲ୍‌

ନୂଆଦିଲ୍ଲୀ : ଇନସଲଭେନ୍ସି ଆକ୍ଟର ବିଭିନ୍ନ ଧାରାରେ ବିଶ୍ୱ ଟେନିସ ଜଗତର ମହାନ ଖେଳାଳି ବୋରିସ ବେକରଙ୍କୁ କେତେକ ମାମଲାରେ ଅଢେଇ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି । ଲଣ୍ଡନର ସାଉଥୱାର୍କ କ୍ରାଉନ କୋର୍ଟ ୪ଟି ଅଭିଯୋଗ ଉପରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ ସଜା ଶୁଣାଇବା ସହ ଜୋରିମାନା
Read More...

ଆମ୍ବୁଲାନ୍ସ ଲୋକାର୍ପିତ

ପୁରୀ: ଜିଲ୍ଲାପାଳ ସମର୍ଥ ବର୍ମା ଏକ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି । ଏହି ଆମ୍ବୁଲାନ୍ସକୁ ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରାଯାଇଥିଲା । ପରେ ଏହାକୁ ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରାଯାଇଛି । ଏଥିରେ ବେସିକ ଲାଇଫ୍ ସପୋର୍ଟ ବ୍ୟବସ୍ଥା ରହିଛି । ଉକ୍ତ
Read More...

ଗରମ ତାୱାରେ ସନ୍ତୁଳି ହେଉଛି ଦଶପଲ୍ଲା

ଦଶପଲ୍ଲା,୨୯/୪: - ପ୍ରବଳ ଖରା ତାତିରେ ଆଉଟୁ ପାଉଟୁ ହୋଇ ଦହଗଂଜ ହେଉଛନ୍ତି ଦଶପଲ୍ଲାବାସୀ । ଏଥିସହିତ ଅଘୋଷିତ ବିଦ୍ୟୁତକାଟ୍‌ ଓ ଜଙ୍ଗଲ ନିଆଁ ପରିସ୍ଥିତିକୁ ଆହୁରି ସଙ୍ଗୀନ କରୁଥିବାବେଳେ ପାନୀୟଜଳ ସମସ୍ୟା ନ କହିବା ଭଲ । ଦଶପଲ୍ଲାର ସର୍ବାଧିକ ତାପମାତ୍ରା ଗତ ୨୪ ଘଣ୍ଟା ମଧ୍ୟରେ ୪୦ ଡିଗ୍ରୀ
Read More...

କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମ ଉଦ୍‌ଯାପିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନରେ ଗତ ୧୦ ଦିନ ଧରି ଚାଲିଥିବା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦ୍‌ଯାପିତ ହୋଇଯାଇଛି । ଗତ ୧୮.୦୪.୨୦୨୨ ଠାରୁ ଆରମ୍ଭ ହୋଇଥିବା କୁକୁଡା ପାଳନ ତାଲିମ
Read More...

ରାଜ୍ୟ ଖାଦ୍ୟ କମିଶନ ଅଧ୍ୟକ୍ଷଙ୍କ ଗଜପତି ଗସ୍ତ

ପାରଳାଖେମୁଣ୍ଡି : ରାଜ୍ୟ ସରକାରଙ୍କ ଖାଦ୍ୟ କମିଶନ ଅଧ୍ୟକ୍ଷ ପି.କେ.ମେର୍କାପ ଗଜପତି ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ସ୍ଥାନ ପରିଦର୍ଶନ ଓ ଆଲୋଚନା କରିଫେରିଥିବାର ଜଣାପଡିଛି । ଶ୍ରୀ ମେର୍କାପଙ୍କ ସହ ରାଜ୍ୟ ଖାଦ୍ୟ କମିଶନର ସଭ୍ୟ ଡିଏନ୍‌ ପାଢୀ ଓ ମେମ୍ବର ସେକ୍ରେଟାରୀ ସିିବାନୀ ମହାନ୍ତି
Read More...