ନିଖୋଜ ଯୁବକର ଗଳିତ ମୃତଦେହ ଉଦ୍ଧାର
ପାଟଣାଗଡ଼: ବଲାଙ୍ଗିର ଜିଲ୍ଲା ପାଟଣାଗଡ ଅନ୍ତର୍ଗତ ଲରମ୍ଭା ଥାନା ତମିଆ ଅଡକ ନଳାରେ ନିଖୋଜ ଯୁବକର ଗଳିତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ଯୁବକ ଜଣକ ବିଘ୍ନରାଜ ପୁଟେଲ (୪୫) ବୋଲି ଜଣାପଡିଛି । ବିଘ୍ନରାଜ ଗତ ସୋମବାର ଦିନ ଠାରୁ ନିଖୋଜ ଥିଲେ । ପରିବାର ଲୋକେ ବହୁତ ଖୋଜା ଖୋଜି କରିଥିଲେ!-->…
Read More...
Read More...