ମୟଙ୍କ ଅଗ୍ରୱାଲ ହେଲେ ପଞ୍ଜାବ କିଙ୍ଗ୍‌ସର ଅଧିନାୟକ

ନୂଆଦିଲ୍ଲୀ : ଆଇପିଏଲ ୨୦୨୨ ପାଇଁ ପଞ୍ଜାବ କିଙ୍ଗସ୍‌ ଆଜି ତାର ଅଧିନାୟକ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରିଛି । ଦଳର ଓପନର ମୟଙ୍କ ଅଗ୍ରୱାଲଙ୍କୁ ଫ୍ରାଞ୍ଚାଇଜ ଏହି ଗୁରୁ ଦାୟିତ୍ୱ ପ୍ରଦାନ କରିଛି । ସୋମବାର ଏକ ବିବୃତ୍ତି ଜାରି କରି ଫ୍ରାଞ୍ଚାଇଜ୍‌ ଏହି ସୂଚନା ଦେଇଛି । ମୟଙ୍କ ୨୦୧୮ ଠାରୁ
Read More...

ଆସିଲା ଦ୍ୱିତୀୟ ଦିନର ଜିଲ୍ଲା ପରିଷଦ ଫଳାଫଳ, ଜାଣନ୍ତୁ କାହାକୁ ମିଳିଲା କେତେ ଆସନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ଜାରି ରହିଛି ଗଣତି । ଏହାର ଭିତରେ ଦ୍ୱିତୀୟ ଦିନର ଫଳାଫଳ ସାମ୍ନାକୁ ଆସିଛି । ଗତକାଲି ମୋଟ୍‌ ୩୦୫ଟି ଜିଲ୍ଲା ପରିଷଦ ଜୋନ ପାଇଁ ଭୋଟ ଗଣତି ହୋଇଥିଲା । ଏଥିରେ ୨୯୫ ଜୋନର ଫଳାଫଳ ଘୋଷଣା ହୋଇଛି । ଘୋଷଣା ଅନୁଯାୟୀ ଶାସକ ବିଜେଡି ପ୍ରଥମ ଦିନ ଭଳି
Read More...

ଖୋଲିଲା ପ୍ରାଥମିକ ବିଦ୍ୟାଳୟ: ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି ବିଦ୍ୟାଳୟକୁ ନେଲେ ଶିକ୍ଷକ ଶିକ୍ଷୟିତ୍ରୀ

ବାଲିଗୁଡ଼ା,୨୮/୨: ଦୀର୍ଘ ଦୁଇବର୍ଷ ପରେ ରାଜ୍ୟରେ ଆଜି ଖୋଲିଲା ପ୍ରାଥମିକ ବିଦ୍ୟାଳୟ । ଶିକ୍ଷକ ଶିକ୍ଷୟତ୍ରୀଙ୍କ ସମେତ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଆଜି ସକାଳୁ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କୋମଳମତୀ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରି
Read More...

ଦଶପଲ୍ଲାର ଗୌରବ ଇଶାନ୍ୱି ଦାଶ

ଦଶପଲ୍ଲା,୨୮/୨: - କଥାରେ ଅଛି ତୁଳସୀ ଦୁଇ ପତ୍ରରୁ ବାସେ ଠିକ ସେହିପରି ଦଶପଲ୍ଲା କୁଞ୍ଜବନଗଡସ୍ଥିତ ବ୍ରାହ୍ମଣ ସାହିର ସ୍ୱର୍ଗତ ମାଧବାନନ୍ଦ ଦାଶ ଓ ବିଦ୍ୟୁତଲତା ଦାଶଙ୍କ ନାତୁଣୀ ଈଶାନ୍ୱି ଦାଶ ( ବିଭୁଦତ୍ତ ଦାଶ ଓ ପଦ୍ମଜା ମିଶ୍ରଙ୍କ କନ୍ୟା) ମାତ୍ର ଦୁଇ ବର୍ଷ ଚାରି ମାସ ବୟସରେ କୌଣସି
Read More...

ପଞ୍ଚାୟତ ଫଳାଫଳ : ତୃତୀୟ ଦିନରେ ବି ବିଜେଡି ଆଗୁଆ, ଜାଣନ୍ତୁ ବିଜେପି ଓ କଂଗ୍ରେସ ସ୍ଥିତି

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷଣା ଜାରି ରହିିଛି । ଆଜି ତୃତୀୟ ଦିନରେ ଗଣତି ମଧ୍ୟ ଜାରି ରହିଛି । ଆଜି ମୋଟ୍ ୨୩୧ଟି ଜିଲ୍ଲା ପରିଷଦ ଆସନ ପାଇଁ ଚାଲିଛି ଗଣତି । ଦିନ ୧୧ଟା ୪୦ ସୁଦ୍ଧା ଆସିଥିବା ଟ୍ରେଣ୍ଡ୍ ମୁତାବକ ବିଜେଡି ୭୪ଟି ଜୋନରେ ଆଗୁଆ ରହିଛି, ବିଜେପି ୧୪
Read More...

ବିଜେଡି ପ୍ରାର୍ଥୀ ହରିଶ୍ଚନ୍ଦ୍ରଙ୍କ ବିରାଟ ବିଜୟ

ଦଶପଲ୍ଲା,୨୮/୨: - ନୟାଗଡ଼ ଜିଲ୍ଲାରେ ଥିବା ୨୪ ଗୋଟି ଜିଲ୍ଲାପରିଷଦ ଜୋନ୍‌ ମଧ୍ୟରୁ ଦଶପଲ୍ଲା ବ୍ଲକ୍‌ର ପଶ୍ଚିମାଞ୍ଚଳ ଭାବରେ ପରିଚିତ ଆଦିବାସୀ ଅଧ୍ୟୁଷିତ ବଣ ପାହାଡ଼ଘେରା ବାଣୀଗୋଛା ୯ ନଂ ଜୋନ୍‌ରେ ଶାସକ ବିଜେଡି ପ୍ରାର୍ଥୀ ହରିଶ୍ଚନ୍ଦ୍ର ଜାନୀ ବିପୁଳ ପରିମାଣର ଭୋଟ୍‌ ବ୍ୟବଧାନରେ ବିଜୟଲାଭ
Read More...

୧୧ ନମ୍ବର ଜୋନ୍‌ରେ ଶରତଙ୍କ ଦବଦବା

ଦଶପଲ୍ଲା : - ଆଜି ଦଶପଲ୍ଲା ବ୍ଲକ୍‌ ପରିସରରେ, ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଅନ୍ତିମ ପର୍ଯ୍ୟାୟ ଭୋଟ୍‌ ଗଣତି କାର୍ଯ୍ୟକ୍ରମ ଜାରି ରହିଛି । ଏହି ଆସନରେ ବିଜେଡିର ବସନ୍ତ କୁମାର ପ୍ରଧାନ, ସିପିଆଇ (ଏମ୍‌)ର ପୁରୁଖା ନେତା ଶରତ ଚନ୍ଦ୍ର ବେହେରା, ବିଜେପିର ଦେବେନ୍ଦ୍ର ପ୍ରଧାନ ଏବଂ
Read More...

କିସ ପୁଣି ଦେଖାନଯାଏ, ମତଦାନ ୧୬୮, ହେଲେ ବାଲାଟ୍‌ ବାହାରିଲା ୧୬୯

ଦଶପଲ୍ଲା : - ଦଶପଲ୍ଲା ପଞ୍ଚାୟତ ସମିତି ସଭାଗୃହ ମଧ୍ୟରେ ଗତକାଲି ଦ୍ୱିତୀୟ ପର୍ଯ୍ୟାୟ ଗଣତି କାର୍ଯ୍ୟ ଚାଲିଥିବା ବେଳେ ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ତୁମାଣ୍ଡି ପଂଚାୟତର ବଡକୁରୁବାରୀସ୍ଥିତ ୧ ନମ୍ବର ବୁଥ୍‌ରେ ୧୬୮ ଜଣ ବ୍ୟକ୍ତି ମତଦାନ କରିଛନ୍ତି । ହେଲେ ଆଜି ସରପଞ୍ଚ ପଦବି ପାଇଁ
Read More...

ପୁଣି ହାରିଲା ଶ୍ରୀଲଙ୍କା, ଭାରତ ୩-୦ରେ ସିରିଜ ଜିତିଲା

ଧର୍ମଶାଳା : ଟି-୨୦ ଆନ୍ତର୍ଜାତୀୟ ସିରିଜରେ ଭାରତୀୟ ଦଳର ବିଜୟ ଅଭିଯାନ ଜାରି ରହିଛି । ୨୦୨୧ ଟି -୨୦ ବିଶ୍ୱକପ୍‌ ର ଶେଷ ତିନୋଟି ମ୍ୟାଚ୍‌ ଜିତିବା ସହିତ ଭାରତୀୟ ଦଳ ଆରମ୍ଭ କରିଥିବା ବିଜୟ ଧାରା ଏବେବି ଜାରି ରହିଛି । କେବଳ ଏତିକି ନୁହେଁ କ୍ରମାଗତ ତୃତୀୟ ଟି-୨୦ ସିରିଜରେ ଟିମ୍‌ ଇଣ୍ଡିଆ
Read More...