ସାଧାରଣ ବଜେଟ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାଣନ୍ତୁ ତାଜା ଅପଡେଟ

ନୂଆଦିଲ୍ଲୀ : ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ ଉପସ୍ଥାପନ କରିଛନ୍ତି । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୯.୨୭ ପ୍ରତିଶତ ରହିବ ବୋଲି ସେ କହିଛନ୍ତି ।କେନ୍ଦ୍ର ସରକାର ଭିତ୍ତିଭୂମି ନିର୍ମାଣ, ପୁଞ୍ଜି ବିନିବେଶ, ସଡ଼କ
Read More...

ରାଜ୍ୟରେ କରୋନା ନେଲା ଆଉ ୧୭ ଜୀବନ

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୩୦୮୬ ଜଣ କୋଭିଡ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୬୨୯କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ
Read More...

ଇତିହାସ ରଚିଲେ ଶ୍ରୀଜେଶ

ନୂଆଦିଲ୍ଲୀ : ଭାରତର ଅନୁଭବୀ ହକି ଗୋଲକିପର ପିଆର ଶ୍ରୀଜେଶ ୨୦୨୧ରେ ଦମଦାର ପ୍ରଦର୍ଶନ ପାଇଁ ସୋମବାର ବିଶ୍ୱର ସର୍ବଶ୍ରେଷ୍ଠ ଖେଳାଳି ପୁରସ୍କାର ଜିତିଛନ୍ତି । ଏହି ପୁରସ୍କାର ଜିତିବାରେ ସେ ଦ୍ୱିତୀୟ ଭାରତୀୟ ଖେଳାଳି । ଏହା ପୂର୍ବରୁ ୨୦୨୦ରେ ଭାରତୀୟ ମହିଳା ହକି ଦଳର ଅଧିନାୟକ ରାଣୀ ରାମପାଲ
Read More...

ଇସ୍ତଫା ଦେଲେ ବିସିସିଆଇ ମହାପ୍ରବନ୍ଧକ ଧୀରଜ ମାଲହୋତ୍ରା

ନୂଆଦିଲ୍ଲୀ : ବିସିସିଆଇର ଖେଳ ବିକାଶ ମହାପ୍ରବନ୍ଧକ ଧୀରଜ ମାଲହୋତ୍ରା ନିଜ ପଦରୁ ଇସ୍ତଫା ଦେଇଛନ୍ତି । ତାଙ୍କର ଏହି ଇସ୍ତଫା ପରେ ସେ ଆଇପିଏଲ ଫ୍ରାଞ୍ଚାଇଜ୍‌ ଦିଲ୍ଲୀ କ୍ୟାପିଟାଲ୍ସକୁ ଫେରିବା ନେଇ ଚର୍ଚ୍ଚା ହେଉଛି । ଏ ନେଇ ବିସିସିଆଇର ଜଣେ ଅଧିକାରୀ ସୂଚନା ଦେଇଛନ୍ତି । ଜାନୁଆରୀ ପ୍ରଥମ
Read More...

ଏଫଆଇଏଚ ମହିଳା ହକି : ଚୀନକୁ ୧-୭ ଗୋଲରେ ହରାଇଲା ଭାରତ

ମସ୍କଟ : ଓମାନ୍‌ର ମସ୍କଟରେ ଅନୁଷ୍ଠିତ ଏଫଆଇଏଚ ମହିଳା ହକି ପ୍ରୋ ଲିଗ୍‌ ୨୦୨୧-୨୨ରେ କମାଲ କରିଛନ୍ତି ଭାରତୀୟ ମହିଳା ହକି ଦଳ । ଚୀନକୁ ୧-୭ ଗୋଲରେ ପରାସ୍ତ କରି ବିପୁଳ ବିଜୟ ହାସଲ କରିଛନ୍ତି ଭାରତୀୟ ଦଳ । ଆରମ୍ଭରୁ ହିଁ ଚୀନ ଟିମ୍‌ ବିପକ୍ଷରେ ଦବଦବା ଦେଖାଇଥିଲେ ଭାରତୀୟ ମହିଳା ଦଳ ।
Read More...

ଜଣକ ଦେହରେ ତିନୋଟି ଭାରିଆଣ୍ଟ

ଜେରୁଜେଲାମ: ଗୋଟିଏ କି ଦୁଇଟି ନୁହେଁ,ଜଣକ ଠାରେ କରୋନାର ୩ଟି ଭାରିଆଣ୍ଟ । ଏହା ଆଶ୍ଚର୍ଯ୍ୟ ଓ ଅବିଶ୍ୱାସ ଲାଗିୁଥିଲେ ମଧ୍ୟ ନିରାଟ ସତ୍ୟ । ଇସ୍ରାଏଲରେ ଏହା ଦେଖିବାକୁ ମିଲିଛି । ତାହା ପୁଣି ଏକ ଶିଶୁ ଠାରେ । ମାତ୍ର ୧୧ ବର୍ଷ ବୟସର ବାଳକ ଦେହରେ କରୋନାର ତିନୋଟି ଭାରିଆଣ୍ଟ ଆଲ୍ଫା, ଡେଲ୍ଟା
Read More...

୧ ନଂ ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି-ବିଜେପି ମଧ୍ୟରେ ହେବ କଡ଼ା ଟକ୍କର୍‌

ଦଶପଲ୍ଲା : ନୟାଗଡ଼ ଜିଲ୍ଲା ର ବହୁ ଚର୍ଚ୍ଚିତ ଓଡ଼ଗାଁ ବ୍ଳକ ୧ନଂ କୁରାଳ, ଜିଲ୍ଲା ପରିଷଦ ଜୋନ୍‌ରେ ବିଜେଡି ଓ ବିଜେପି ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । ୧ ନଂ ଜୋନଟି ୯ ପଂଚାୟତକୁ ନେଇ ଗଠିତ ଏହି ଜୋନରେ ବିଜେଡିରୁ ଝିଲ୍ଲୀ ପ୍ରଧାନ ଓ ବିଜେପିରୁ ଧରିତ୍ରୀ ସେଠୀ, କଂଗ୍ରେସରୁ ଜୋସ୍ନା
Read More...

ନୟାଗଡ଼ରେ ବାଜିମାତ୍‌ କରିବ ବିଜେଡି !

ଦଶପଲ୍ଲା :ଭାତ ହାଣ୍ଡିରୁ ଗୋଟାଏ ଦେଖିଲେ ଜଣାପଡିଯାଏ ଯେ , ଭାତ କେତେ ହୋଇଛି । ଠିକ୍‌ ସେହିପରି, ନୟାଗଡ ଜିଲ୍ଲାରେ ବିରୋଧି କେଉଁ ସ୍ଥିତିରେ ଅଛନ୍ତି, ମତଦାନ ପୂର୍ବରୁ ସ୍ପଷ୍ଟ ଅନୁମାନ ହେଲାଣି । ଜିଲ୍ଲାରେ ୨୯୮୮ ୱାର୍ଡସଭ୍ୟ ପଦବୀ ମଧ୍ୟରୁ ୧୦୭୯ ପଦବୀ ପାଇଁ ୱାର୍ଡସଭ୍ୟ ଅପ୍ରତିଦ୍ୱନ୍ଦୀ
Read More...

ଆସନ୍ତାକାଲି ଭକ୍ତଙ୍କ ପାଇଁ ଖୋଲିବ ଜଗା ଦୁଆର, ଶ୍ରୀମନ୍ଦିର ପରିଦର୍ଶନ କଲେ ମୁଖ୍ୟ ପ୍ରଶାସକ

ପୁରୀ : ଆସନ୍ତାକାଲି ଠାରୁ ଭକ୍ତଙ୍କ ପାଇଁ ଖୋଲୁଛି ଶ୍ରୀମନ୍ଦିର । ୨୦ ଦିନର ବ୍ୟବଧାନ ପରେ ଭକ୍ତ ଓ ଭଗବାନଙ୍କ ମଧ୍ୟରେ ହେବ ମିଳନ । କୋଭିଡ ସଂକ୍ରମଣ ଦୃଷ୍ଟିରେ ରଖି ଗତ ୧୦ ତାରିଖରୁ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ କରାଯାଇଥିଲା । ଏବେ ସଂକ୍ରମଣ ସ୍ଥିତିରେ ସୁଧାର ଆସିଥିବାରୁ ଗତ
Read More...

ଭାରତୀୟ ମଜଦୂର ସଂଘର ଜିଲା ସଭାପତି ଭାବେ ଅଶୋକ ପରିଡା ମନୋନୀତ

ଫୁଲବାଣୀ:-ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଫୁଲବାଣୀ ଠାରେ ଭାରତୀୟ ମଜଦୂର ସଂଘ କନ୍ଧମାଳର ଜିଲ୍ଲା କାର୍ଯ୍ୟକାରୀଣୀ ବୈଠକ ସଭାପତି ରଞ୍ଜନ କହଁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରାନ୍ତ ସଂଗଠକ ଗିରିଶ ଚନ୍ଦ୍ର ମହନ୍ତ ରାଜ୍ୟରୁ ଏହି ବୈଠକରେ ଯୋଗଦେଇ ସଂଘର କାର୍ଯ୍ୟକ୍ରମ ସମ୍ପର୍କରେ
Read More...