ମା ବାଟ ପନ୍ଥେଇଙ୍କର ବାର୍ଷିକ ପୂଜା ଉତ୍ସବ ଅନୁଷ୍ଠିତ
ଦଶପଲ୍ଲା,୧୩/୧: - ନୟାଗଡ ଜିଲ୍ଲା ଗଣିଆ ବ୍ଳକ ଆଦିବାସୀ ବହୁଳ , ବଣପାହାଡ଼ ଘେରା , ବଡ଼ସିଲିଙ୍ଗା ଗ୍ରାମ ପଞ୍ଚାୟତର ଆରାଧ୍ୟ ଦେବୀ ମା ' ବାଟପନ୍ଥେଇଙ୍କର ବାର୍ଷିକ ପୂଜା ଉତ୍ସବ ବୁଧବାର ଅନୁଷ୍ଠିତ ହୋଇଯାଇଛି । ମଙ୍ଗଳବାର ଅଧିବାସ କର୍ମପରେ , ବୁଧବାର ଅପରାହ୍ନରେ ଆଦିବାସୀ ସଂପ୍ରଦାୟର!-->…
Read More...
Read More...