ବିଧାନସଭାର ଶୀତ ଅଧିବେଶନ ଆରମ୍ଭ
ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶନ ଆଜି ଆରମ୍ଭ ହୋଇଛି । ପୂର୍ବାହ୍ନ ୧୧ଟାରେ ବାଚସ୍ପତି ଗୃହକୁ ଆସିବା ପରେ ବିଧି ଓ ପରମ୍ପରା ଅନୁଯାୟୀ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା । ଏହା ପରେ ବାଚସ୍ପତି ଗୃହରେ ଶୋକପ୍ରସ୍ତାବ ଆଗତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ଦ୍ଦେଶ କରିବା ମାତ୍ରେ!-->…
Read More...
Read More...