ଦିବାଲୋକରେ ୮୦ ହଜାର ଟଙ୍କା ଲୁଟ୍
ଦଶପଲ୍ଲା : କିଛିଦିନର ନୀରବତା ପରେ ଗତକାଲି ଦଶପଲ୍ଲା ସହର ଉପକଣ୍ଠରୁ ଲୁଟ୍ ହୋଇଛି ୮୦ ହଜାର ଟଙ୍କା । ସ୍ପଷ୍ଟ ଦିବାଲୋକରେ ଜଣେ ବ୍ୟବସାୟୀଙ୍କ ବାଇକ୍ରୁ ୮୦ ହଜାର ଟଙ୍କା ଝାମ୍ପିନେଇ କ୍ଷିପ୍ର ବେଗରେ ଦୁର୍ବୃତ୍ତମାନେ ଚାଲି ଯାଇଛନ୍ତି । ଯାହାକୁ ନେଇ ପୁଲିସ ଘଟଣାର ଛାନ୍ଭିନ୍ ଆରମ୍ଭ!-->…
Read More...
Read More...