ଓଡିଶା ହାଇକୋର୍ଟର ୪ ନୂଆ ଜଜ୍‌

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୯ରେ ଅନୁଷ୍ଠିତ ବୈଠକରେ ‘ସୁପ୍ରିମ୍‌ କୋର୍ଟ କଲିଜିୟମ୍‌’ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇଁ ପ୍ରସ୍ତାବିତ ବ୍ୟକ୍ତିମାନଙ୍କ ତାଲିକାକୁ ଅନୁମୋଦନ କରିଥିବା କଥା ସର୍ବୋଚ୍ଚ ନ୍ୟାୟାଳୟଙ୍କଦ୍ବାରା ଜାରି ‌ହୋଇଥିବା ବିବୃତିରୁ ଜଣାପଡ଼ିଛି। ଓଡ଼ିଶା ହାଇକୋର୍ଟରେ
Read More...

୪୫ ଓଏଏସଙ୍କ ସମେତ ୩୧ ବିଡିଓଙ୍କ ବଦଳି

ଭୁବନେଶ୍ୱର:ରାଜ୍ୟ ସରକାର ଆଜି ୩୧ଜଣ ବିଡିଓଙ୍କ ସମେତ ମୋଟ ୪୫ଜଣ ଓଏଏସ ଅଫିସରଙ୍କ ବଦଳି କରିଛନ୍ତି। ପଂଚାୟତିରାଜ ବିଭାଗ ଏବଂ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ଦୁଇଟି ଭିନ୍ନ ଭିନ୍ନ ବିଜ୍ଞପ୍ତିରେ ଏହି ୪୫ଜଣ ଓଏଏସ୍ ଅଫିସରଙ୍କ ବଦଳି ହୋଇଛି।ପଂଚାୟତିରାଜ ବିଭାଗ ପକ୍ଷରୁ ଜାରି
Read More...

ନଦୀକୁ ଖସିଲା ବସ୍ :୬ ମୃତ, ୨୧ ଗୁରୁତର

ଶିଲଂ :  ନଦୀରେ ଖସିଲା ବସ୍ । ୬ ଯାତ୍ରୀ ପ୍ରାଣ ହରାଇବା ସହ ୨୧ ଜଣ ଗୁରୁତର ହୋଇଛନ୍ତି । ଏନେଇ ମେଘାଳୟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।ସୂଚନାନୁସାରେ. ବସଟି ଯାତ୍ରୀଙ୍କୁ ନେଇ ତୁରାରୁ ଶିଲଂ ଅଭିମୁଖେ ଯାଉଥିଲା । ତେବେ ନୋଙ୍ଗଚରମରେ ରିଙ୍ଗଡି ନଦୀ ପାର୍ ବେଳେ ଏହା ନିୟନ୍ତ୍ରଣ ହରାଇ
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା, ୨ ମୃତ

ବଲାଙ୍ଗୀର: ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ଥାନା ଏନଏଚ୍ ୨୬ରେ ଲୁହୁରାପାଲି ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଡାଲା ଅଟୋକୁ ଧକ୍କା ଦେଲା ଟ୍ରକ୍ । ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ସ୍ଥାନୀୟ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତଙ୍କୁ
Read More...

ରାଜ୍ୟରେ ପୁଣି ୬୦୨ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୬ ହଜାର ୪୭୬ ଜଣ ପହଞ୍ଚିଛି । ତେବେ ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୫୩ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା
Read More...

ଦାରିଙ୍ଗବାଡିରେ କଂଗ୍ରେସର ରୁଦ୍ଧଦ୍ୱାର ବୈଠକ

ଦାରିଙ୍ଗବାଡି : ଆଗାମୀ ୨୦୨୨ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଦୃଷ୍ଟିରେ ରଖି ଦାରିଙ୍ଗବାଡ଼ି ଠାରେ ବ୍ଲକ କଂଗ୍ରେସର ଏକ ରୂଦ୍ଧଦ୍ୱାର ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ରୁଦ୍ଧଦ୍ୱାର ବୈଠକରେ ମୁଖ୍ୟ ଅତିଥି ଭାବରେ ଅମୀରଚାନ୍ଦ ନାୟକ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥିଭାବେ ବ୍ଲକ
Read More...

ଡ୍ରେନେଜ ବ୍ୟବସ୍ଥା ଦାବିରେ ପ୍ରତିବାଦ ଜଣାଇଲେ ଅଞ୍ଚଳବାସୀ

ଗଞ୍ଜାମ :ଗୋପାଳପୁର ନିର୍ବାଚନ ମଣ୍ଡଳୀ କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ଲୋଚାପଡା ବଡ଼ ସାହିର ଗୌର ସାହୁ ଛକର ମୁଖ୍ୟ ରାସ୍ତା ପାଲଟିଛି ମରଣଯନ୍ତା । ରାସ୍ତା ନିର୍ମାଣ ଓ ଡ୍ରେନେଜ ବ୍ୟବସ୍ଥା ନିମନ୍ତେ ଦୀର୍ଘ ଦିନ ଧରି ଅଭିଯୋଗ ହେଉଥିଲେ ମଧ୍ୟ ଏଥିପ୍ରତି ପ୍ରଶାସନର ଦୃଷ୍ଟି ନପଡିବା ଘୋର
Read More...

ପକଡ଼ାଝର ଜଳ ପ୍ରପାତରେ ନିଖୋଜଥିବା ବ୍ୟକ୍ତିଙ୍କ ଶବ ଉଦ୍ଧାର

ଫୁଲବାଣୀ,୨୯/୦୯- କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ସୁଡ୍ରୁୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ପାଣିସାଳ ନିକଟ କୁରୁମୁଣି ଠାରେ ଥିବା ପକଡ଼ାଝର ଜଳ ପ୍ରପାତରେ ବୁଡିଯାଇ ବ୍ରହ୍ମପୁରର ଜଣେ ବ୍ୟବସାୟୀ ନିଖୋଜ ହୋଇ ଯାଇଥିବା ଘଟଣା ୧୮ ଘଣ୍ଟା ପରେ ପାଣି ଭିତରୁ ମିଳିଲା ମୃତ୍ୟୁ ଶରୀର । ମଙ୍ଗଳବାରଦିନ
Read More...

କଣ୍ଟାମାଳର ପୁରପଲ୍ଲୀରେ ନିଷ୍ଠା ଓ କାଷ୍ଠାର ବ୍ରତ ପୁଅ ଜୀଉଁତିଆ ପାଳିତ

କଣ୍ଟାମାଳ,୨୯/୯- ପୁଅ ମାନଙ୍କ ମଙ୍ଗଳ କାମନା କରି ମା ମାନେ ପାଳନ କରୁଥିବା ବ୍ରତ ପୁଅଜୀଉଁତିଆ ଯାହା ପଶ୍ଚିମ ଓଡିଶାର ଏକ ପ୍ରମୁଖ ବ୍ରତ ଭାବେ ପରିଚିତ । ଏହି ବ୍ରତ ଆଧୁନିକତାର ସ୍ପର୍ଶ ପାଇ ସୁଦ୍ଧା ଏବେବି ତାର ସ୍ୱତନ୍ତ୍ର ମର୍ଯ୍ୟାଦା ବଜାୟ ରଖିପାରିଛି । ରାଜ୍ୟର କେତେକ ସ୍ଥାନରେ ଏହା
Read More...

ନୂଆପାଲୀରେ ବାଲ୍ୟ ବିବାହକୁ ନା

କଣ୍ଟାମାଳ,୨୯/୯-ଆମ ସମାଜର କଳଙ୍କଭାବେ ରହିଥିବା ବାଲ୍ୟ ବିବାହର ଉଚ୍ଛେଦ ପାଇଁ ଆଜି ଏକ ସଚେତନତା ସଭା ତଥା ଆଲୋଚନାଚକ୍ର କଣ୍ଟମାଳବ୍ଲକ ଆଦିବାସୀ ହାଇସ୍କୁଲ ନୂଆପାଲୀଠାରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ଅନୁଷ୍ଠାନ ୱାଇସିଡିଏ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ଅବସରରେ
Read More...