ଆଉ ଜଣେ ଆଞ୍ଜେଲ ପ୍ରିୟା ଗିରଫ

ଭୁବନେଶ୍ୱର: ଟଙ୍କା ଆୟ ପାଇଁ ଏବେ ନୂଆ ନୂଆ ତରିକା ଆପଣାଉଛନ୍ତି ଲୋକେ । ତେବେ ଫେସବୁକରେ ବନ୍ଧୁତା ସ୍ଥାପନ କରି ପରେ ବ୍ଲାକମେଲିଂ କରି ଟଙ୍କା ଆୟ କରିବା ଏବେ ଟ୍ରେଣ୍ଡ ପାଲଟିଯାଇଛି । ଅଧିକାଂଶ ମହିଳା ବା ଯୁବତୀ ଏପରି କରୁଥିବାବେଳେ ଯୁବବର୍ଗ ସେମାନଙ୍କ ଜାଲରେ ସହଜରେ ପଡ଼ିଯାଉଛନ୍ତି ।
Read More...

ଖାଦ୍ୟ ସୁରକ୍ଷା ଓ ଆବାସ ଯୋଜନାରୁ ବଞ୍ଚିତ ଆଦିବାସୀ ବୃଦ୍ଧା ସୀତା ପଧାନ

ଆଠମଲ୍ଲିକ,୨୨/୯- ରାଜ୍ୟ ସରକାର ଗରିବ ନିରାଶ୍ରୟମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିଛନ୍ତି କିନ୍ତୁ ଏହି ଯୋଜନା ସୁଫଳ ଗରିବ ଜନସାଧାରଣ ଠିକ୍‌ ଭାବେ ପାଇପାରୁନଥିବା ଅଭିଯୋଗ ହୋଇଛି । ଏପରି ଅଭିଯୋଗ ହୋଇଛି ଆଠମଲ୍ଲିକ ବ୍ଲକର ପୁରୁଣା ମାନତ୍ରୀ ପଂଚାୟତରୁ । କୈରିଘଣ୍ଟି ଗ୍ରାମର
Read More...

ସ୍କୁଲରେ ପଶି ଶିକ୍ଷୟିତ୍ରୀଙ୍କ ଗଳା କାଟିଦେଲା ଶିକ୍ଷକ ସ୍ବାମୀ!

ବଲାଙ୍ଗୀର: ସ୍କୁଲରେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କ ଗଳା କାଟିଦେଲେ ଶିକ୍ଷକ ସ୍ବାମୀ । ସ୍କୁଲ ଭିତରେ ପଶି ଜଣେ ଶିକ୍ଷୟିତ୍ରୀଙ୍କ ସ୍ବାମୀ ତାଙ୍କ ଗଳା କାଟିଦେଇଛନ୍ତି । ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ୍ ଦୁର୍ଗାପାଲି ଉଚ୍ଚ ବିଦ୍ୟାଳୟରେ ଘଟିଛି ଏଭଳି ଅଭାବନୀୟ ଘଟଣା ଘଟିଛି । ଗୁରୁତର
Read More...

ରାମେଶ୍ୱରୀଙ୍କୁ ଆନ୍ତର୍ଜାତୀୟ ସରୋଜିନୀ ନାଇଡୁ ନାଇଟଏଙ୍ଗଲ ସମ୍ମାନ

ଗଞ୍ଜାମ /ବ୍ରହ୍ମପୁର :ସେବା ସମର୍ପଣ ଏବଂ କଠିନ ପରିଶ୍ରମ ମଣିଷକୁ ସ୍ୱତନ୍ତ୍ର ପରିଚୟ ଦେଇଥାଏ । ବିପରୀତ ସ୍ରୋତରେ ନିଜର ଦକ୍ଷତା ପାଇଁ ସମାଜ ତାଙ୍କୁ ସ୍ୱୀକୃତି ଦିଏ ସମ୍ମାନ ବି ଦିଏ । ତେବେ ବ୍ରହ୍ମପୁର ଭଳି ଏକ ଛୋଟିଆ ସହରର ଝିଅ ରାମେଶ୍ୱରୀ ନନ୍ଦ ଆଜି ଚର୍ଚ୍ଚାରେ । କୋଭିଡ଼ ମହାମାରୀ
Read More...

ବେଆଇନ ବନ୍ଧୁକ ନିର୍ମାଣ ଅଭିଯୋଗରେ ଦମ୍ପତି ଗିରଫ

ସମ୍ବଲପୁର : ସୁଦୂର ବାସୁପାଲି ଗାଁରେ ବେଆଇନ ଭାବେ ଘରେ ଲୁଚାଇ ଦେଶୀ ବନ୍ଧୁକ ତିଆରି କରିବା ଅଭିଯୋଗରେ ଯୁଯୁମୁରା ପୁଲିସ ଏକ ଦମ୍ପତିଙ୍କୁ ଗିରଫ କରି ସେମାନଙ୍କ ଠାରୁ ଏଥିପାଇଁ ବ୍ୟବହୃତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି । ଏହି ସନ୍ଦର୍ଭ ରେ ଯୁଯୁମୁରା ଥାନାରେ ଆଜି କେସ ନଂ: ୧୨୮
Read More...

ନଭେମ୍ବର ୨୫ରୁ ଭୁବନେଶ୍ୱରରେ ଜୁନିୟର ପୁରୁଷ ହକି ବିଶ୍ୱକପ୍ !

ଭୁବନେଶ୍ୱର: ହକିର ଏନ୍ତୁଡ଼ିଶାଳ ଭାବେ ପରିଚିତ ଓଡ଼ିଶାକୁ ଆଉ ଏକ ବିଶ୍ୱସ୍ତରୀୟ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସୁଯୋଗ ମିଳିଛି । ଭୁବନେଶ୍ୱରରେ ଦ୍ୱାଦଶ ଜୁନିୟର ପୁରୁଷ ହକି ବିଶ୍ୱକପ୍ ଅନୁଷ୍ଠିତ ହେବ । ୨୦୧୮ ପୁରୁଷ ହକି ବିଶ୍ୱକପ ପରେ ଏହା ହକିପ୍ରେମୀଙ୍କ ପାଇଁ କ୍ରୀଡ଼ା ଉପଭୋଗର ଆଉ ଏକ
Read More...

ଆମେରିକା ଗସ୍ତରେ ବାହାରିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଯିବା ପୂର୍ବରୁ କହିଲେ ଏମିତି କଥା

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ଦ୍ୱିପାକ୍ଷିକ ବୈଠକ ଏବଂ ଐତିହାସିକ କ୍ୱାଡ ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାହାରିଛନ୍ତି । ଆମେରିକା ଯିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ, ମୁଁ ଆଜିଠାରୁ
Read More...

ଘର ଭିତରୁ ବାହାରିଲା ମା’ ଓ ଦୁଇ ଝିଅଙ୍କ ମୃତଦେହ

ଝାରସୁଗୁଡା: ଘର ଭିତରୁ ଜଣେ ମହିଳା ଓ ଦୁଇ ଝିଅଙ୍କ ମୃତ ଦେହ ମିଳିଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରଜରାଜନଗର ଅନ୍ତର୍ଗତ ଗଙ୍ଗାନଗର ଫାଟକ ପଡାରେ । ଏଠାରେ ଏକ ଘରୁ ୨୮ ବର୍ଷୀୟ ମହଳାଙ୍କ ସହ ତାଙ୍କର ୫ବର୍ଷର ଓ ତିନି ବର୍ଷର ଦୁଇଟି ଝିଅଙ୍କ ମୃତ ଦେହ ଠାବ ହୋଇଛି ।
Read More...

ଉପକଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଆମ୍ବୁଲାନ୍ସ ସେବା ଲୋକାର୍ପିତ

ସମ୍ବଲପୁର :ଦୀର୍ଘ ଦିନରୁ ରହିଆସିଥିବା ଦାବି ଏବଂ ଆଶା ପୂରଣ ଅନୁସାରେ ନଗର ଉପକଣ୍ଠରେ ଦେବେଇପାଲି ଓ ମାଝୀପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମାଗଣା ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇଯାଇଛି । ସ୍ଥାନୀୟ ସ୍ୱେଚ୍ଛାସେବୀ ସଂଗଠନ ‘ପ୍ରୟାସ ପରିବାର' ଉଦ୍ୟମ କ୍ରମେ ‘ଏଲ ଏଣ୍ଡ ଟି ଆଇଡିପିଏଲ'
Read More...

ପିପିଲି ନିର୍ବାଚନ ନେଇ ବିଜେପିର ଜୋରଦାର ପ୍ରଚାର

ପୁରୀ : ପିପିଲି ଏନଏଏସିର ବିଭିନ୍ନ ୱାର୍ଡରେ ବିଜେପି ରାଷ୍ଟ୍ରିୟ ପ୍ରବକ୍ତା ସମ୍ୱିତ ପାତ୍ର ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ପାଇଁ ଦୁଆର ଦୁଆର ବୁଲି ଭୋଟ ଭିକ୍ଷା କରିଛନ୍ତି । ବିଜେପି ପ୍ରତି ବହୁମତ ଦେଇ ବିଜେପି ପ୍ରାର୍ଥୀକୁ ବିଜୟ କରିବାକୁ ଭୋଟରଙ୍କୁ କରିଛନ୍ତି ନିବେଦନ । ବିଜେପି
Read More...