ଦୁଇ ମୋଟର ସାଇକେଲ ମୁହାଁମୁହିଁ ଧକ୍କା;ଜଣେ ଗୁରୁତର, ଜଣେ ଆହତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଜଲେଶପଟ୍ଟା ନିକଟରେ ଦୁଇ ମୋଟର ସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲେ । ଦୁର୍ଘଟଣାରେ ଜଣେ ଗୁରୁତର ଆହତ ହୋଇଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣା ପ୍ରକାରେ ଆଜି ସକାଳେ ପ୍ରାୟ ୧୧ଟା ସମୟରେ
Read More...

ଆଜି ପୁରୀ ଆସିବେ ମମତା ବାନାର୍ଜୀ

ପୁରୀ : ଆଜି ପୁରୀରେ ପହଁଚିବେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଆଜି ଅପରାହ୍ନରେ ପୁରୀରେ ପହଁଚିବେ । ଆଜି ଏବଂ ଆସନ୍ତାକାଲି ସେ ପୁରୀରେ ରାତ୍ରି ଯାପାନ କରିବେ ବୋଲି ଜଣାପଡିଛି । ଆସନ୍ତାକାଲି ଅପରାହ୍ନ ସମୟରେ ଶ୍ରୀ ମନ୍ଦିରରେ ଶ୍ରୀଜୀଉଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ
Read More...

କନ୍ଧମାଳ-ଗଞ୍ଜାମ ସୀମାନ୍ତରେ ହନ୍ତସନ୍ତ ବାଦଗଡ଼ବାସୀ, ସୀମା ନିର୍ଦ୍ଧାରଣ ନହେବାରୁ ନିର୍ମାଣ ହୋଇପାରୁନି ୪କିଲୋମିଟର…

ବାଲିଗୁଡା: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ ଅନ୍ତର୍ଗତ ରଣବା ପଞ୍ଚାୟତ କନ୍ଧମାଳ ଓ ଗଞ୍ଜାମ ଜିଲ୍ଲା ସୀମାନ୍ତରେ ଅବସ୍ଥିତ । ବ୍ଲକ ମୁଖ୍ୟାଳୟକୁ ଏଠାରୁ ଦୂରତା ୬୫ କିଲୋମିଟର ହେଉଥିବା ବେଳେ ଜିଲ୍ଲା ମୁଖ୍ୟାଳୟକୁ ପ୍ରାୟ ୧୫୦ କିଲୋମିଟର ଦୂରତା ହେଉଛି । ରାଇକିଆ ବ୍ଲକରେ ଏହି ପଞ୍ଚାୟତରେ
Read More...

ଯାତ୍ରୀବାହୀ ବସକୁ ଧକ୍କା ଦେଲା ଟ୍ରକ,୧୦ ଗୁରୁତର

ହରଭଙ୍ଗା :୫୭ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ବୌଦ୍ଧ ଜିଲା ପୁରୁଣାକଟକ ଥାନା ଚାରିଛକ ତହସିଲ ଅଫିସ ନିକଟରେ ଯାତ୍ରୀବାହୀ ବସକୁ ପିଟିଲା ଟ୍ରକ । ଏଥିରେ ୧୦ଜଣ ଗୁରୁତର ଭାବେ ଆହତ ହୋଇଥିବା ବେଳେ ୨୦ଜଣ ଆହତ ହୋଇଥିବା ଜଣାପଡିଛି । ଆହତଙ୍କୁ ପୁରୁଣାକଟକ ମେଡିକାଲରେ
Read More...

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

ନବରଙ୍ଗପୁର: ଆଜି ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନବରଙ୍ଗପୁର ତରଫରୁ ରଙ୍ଗମାଟିଗୁଡା ୟୁଯିଏମଇ, ବିଦ୍ୟାଳୟ, ନବରଙ୍ଗପୁର ଆଇନଜୀବୀ, ପାରା ଲିଗାଲ ସଦସ୍ୟ ଏବଂ ରଙ୍ଗମାଟିଗୁଡା ଗ୍ରାମବାସୀଙ୍କୁ ନେଇ SC & ST Prevention of Atrocities Act ଏବଂ ସ୍ଥାୟୀ ଲୋକ ଅଦାଲତ ଓ ସାର୍ବଜନିକ
Read More...

ବଢିଗାଁ ପଞ୍ଚାୟତରେ ଯୁଗ୍ମ ଅଭିଯୋଗ ଓ ସମାଧାନ ଶିବିର

ବୌଦ୍ଧ/ଜହ୍ନ ।ପଙ୍କ,୨୦/୩: ବୌଦ୍ଧ ବ୍ଳକ ବଢିଗାଁ ଗ୍ରାମ ପଞ୍ଚାୟତ ପରିସରରେ ଜିଲ୍ଲାପାଳ ସତ୍ୟ ରଞ୍ଜନ ସାହୁ ଓ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ବୌଦ୍ଧଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ସମୁଦାୟ ୧୧୯ ଟି ଅଭିଯୋଗ ପଞ୍ଜିକରଣ ହୋଇଥିଲା ।
Read More...

ଋଣ ଅସୁଲି ମେଳାରେ ୭୦ ଲକ୍ଷ ଟଙ୍କା ଆଦାୟ

ହରଭଙ୍ଗା,୨୦/୩: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ତିଲେଶ୍ୱର ସେବା ସମବାୟ ସମିତିର ଋଣ ମେଳା ଅନୁଷ୍ଠିତ ହୋଇଯାଇଛି । ସଭାପତି ବିଜୟ କୁମାର ବେହେରା ଓ ସମ୍ପାଦକ ଶୁଭ୍ରଜିତ ପ୍ରଧାନଙ୍କ ତତ୍ତ୍ୱାବଧାନରେ ସର୍ବାଧିକ ୭୦ ଲକ୍ଷ ୬୦ ହଜାର ଟଙ୍କା ୯୦ ଜଣ ଚାଷୀଙ୍କ ଠାରୁ ଆଦାୟ କରାଯାଇଥିବା ଜଣାପଡିଛି ।
Read More...

କେନ୍ଦୁକାଠ ଚୋରା ଚାଲାଣ ବେଳେ ଟ୍ରକ ଜବତ, ୩ ଗିରଫ

ବୌଦ୍ଧ : ଜଙ୍ଗଲ ବିଭାଗକୁ ନେଇ ସବୁବେଳେ ଚର୍ଚ୍ଚାରେ ବୌଦ୍ଧ ଜିଲ୍ଲା । କେତେବେଳେ ହାତୀ ମୃତ୍ୟୁ ତ କେତେବେଳେ ବାଘ, ହରିଣ ଓ କୁଟୁରା ଚମଡା ଜବତ ଘଟଣା ନଜର ଆସିଥିବା ବେଳେ ଏବେ କିନ୍ତୁ ବାହାର ରାଜ୍ୟ ମାଫିଆ କାଠ ଚୋରି କରି ବେଆଇନ ଭାବେ ଚାଲାଣ କରୁଥିବା ବେଳେ ଧରାପଡ଼ିଛନ୍ତି ବନ ବିଭାଗ
Read More...

ଖୁଣ୍ଟବନ୍ଧରେ ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା

ବୌଦ୍ଧ/ଜହ୍ନ ।ପଙ୍କ,୨୦/୩: ବୌଦ୍ଧ ବ୍ଲକ୍‌ ଖୁଣ୍ଟବନ୍ଧ ସେବା ସମବାୟ ସମିତି କାର୍ଯ୍ୟାଳୟ ପରିସରରେ ଆଜି ସମବାୟ ବ୍ୟାଙ୍କିଂ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଖୁଣ୍ଟବନ୍ଧ ସେବା ସମବାୟ ସମିତିର ସଭାପତି ରାଜ୍‌ କିଶୋର ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କର୍ମଶାଳାରେ ବୌଦ୍ଧ
Read More...

ନୂଆଗାଁରେ ଜିଲ୍ଲାପାଳଙ୍କ ଜନଶୁଣାଣି ଶିବିର

ଦଶପଲ୍ଲା : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କାର୍ଯ୍ୟାଳୟରେ ଆଜି ପ୍ରଶାସନ ପକ୍ଷରୁ ଜିଲ୍ଲାପାଳଙ୍କ ବ୍ଲକସ୍ତରୀୟ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଆଜିର ଏହି ଶିବିରରେ ସମୁଦାୟ ୮୬ ଗୋଟି ଅଭିଯୋଗ ଗ୍ରହଣ କରାଯାଇଥିଲା । ଏଥିମଧ୍ୟରୁ ୭୪ ଗୋଟି ବ୍ୟକ୍ତିଗତ ଅଭିଯୋଗ ଥିବା ସହ ୯ ଗୋଟି
Read More...