ବିଜେଡିର ୨୫ବର୍ଷ ପୂର୍ତ୍ତିରେ ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମ

ଫୁଲବାଣୀ: ବିଜୁ ଜନତା ଦଳର ୨୫ ତମ ପୂର୍ତ୍ତି ଅବସରରେ ଓଡ଼ିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ କନ୍ଧମାଳ ଜିଲ୍ଲା ବିଜୁ ଯୁବ ଓ ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଁହର ଯୋଗ ଦେଇ
Read More...

ବାତିଲ ହୋଇପାରେ ପୁରୀରେ ହେବାକୁ ଥିବା ଏୟାର ସୋ, ଆସନ୍ତାକାଲି ହେବ ଫୁଲଡ୍ରେସ ରିହରସଲ

ପୁରୀ : ଆସନ୍ତା ୧୮ ତାରିଖରେ ପୁରୀରେ ହେବାକୁଥିବା ସୂର୍ଯ୍ୟକିରଣ ଏୟାର ସୋ ବାତିଲ୍‌ ହେବାର ଆଶଙ୍କା ରହିଛି । ଖରାପ ପାଗ ରହିବା ସୂଚନା ଥିବାରୁ ଏହି ଏୟାର ସୋ ବାତିଲ୍‌ ହୋଇପାରେ । ତେବେ ଆସନ୍ତାକାଲି ଏହି ଏୟାର ସୋର ଫୁଲଡ୍ରେସ୍‌ ରିହରସଲ୍‌ କରାଯାଉଛି । ବ୍ଲୁ ଫ୍ଲାଗ୍‌ ବିଚ୍‌ରେ ହେବାକୁ
Read More...

ସଞ୍ଜୁଙ୍କ ପାଇଁ ଖୁସି ଖବର, ଏହି ଟିମର ଅଧିନାୟକ ହେଲେ

ନୂଆଦିଲ୍ଲୀ : ନ୍ୟୁଜିଲ୍ୟାଣ୍ଡ ଏ ଦଳ ଭାରତ ଗସ୍ତରେ ଅଛି । ଦୁଇ ଦଳ ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ୍‌ ସେପ୍ଟେମ୍ବର ୨୨ ରୁ ଖେଳାଯିବ । ଏହି ସିରିଜ୍‌ ପାଇଁ ଇଣ୍ଡିଆ ଏ ଦଳ ଘୋଷଣା କରାଯାଇଛି । ଅଲ ଇଣ୍ଡିଆ ସିନିୟର ଚୟନ କମିଟି ଦ୍ୱାରା ଏହି ଦଳ ଚୟନ କରାଯାଇଛି ଏବଂ ଏହାର
Read More...

ସପରିବାର ସହ ଏସପିଙ୍କ ଦ୍ୱାରସ୍ଥ ହେଲେ ଗୃହରକ୍ଷୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନାର ଆଇଆଇସି ଧୀରଜ ଲେଙ୍କାଙ୍କ ବିରୁଦ୍ଧରେ ଆସିଛି ସାଂଘାତିକ ଅଭିଯୋଗ । ଜଣେ ଗୃହରକ୍ଷୀଙ୍କୁ ଦୁର୍ବ୍ୟବହାର କରିବା ସହ ମାଡ଼ ମାରିଥିବାର ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ କୋଟଗଡ଼ ଆଇଆଇସି ଧୀରଜ ଲେଙ୍କା ଏକ ଅଭିଯୋଗର ବିଚାରାଧୀନରେ ବିବ୍ରତ ହୋଇ
Read More...

ପହଞ୍ଚି ପାରିଲାନି ଆମ୍ବୁଲାନ୍ସ, ଦୋଳାରେ ବୁହାହେଲେ ଗର୍ଭବତୀ

ପାରଳାଖେମୁଣ୍ଡି : ପୁଣି ଥରେ ଜନନୀ ସୁରକ୍ଷାର ନଗ୍ନ ଚିତ୍ର ଦେଖିବାକୁ ମିଳିଛି । ଆମ୍ବୁଲାନ୍ସ ପହଞ୍ଚି ପାରିଲାନି, ଗର୍ଭବତୀ ମହିଳା ଦୋଳାରେ ବୁହା ହୋଇ ଆମ୍ବୁଲାନ୍ସ ପାଖକୁ ଗଲେ । ପ୍ରାୟ ୩ କିଲୋମିଟର ପର୍ଯ୍ୟନ୍ତ ବୋହିକି ନେଲେ ସ୍ଥାନୀୟ ବାସିନ୍ଦା । ଗାଁ କୁ ରାସ୍ତା ନ ଥିବା ଯୋଗୁଁ
Read More...

ଗୋଶାଣି ବ୍ଳକରେ ଡାକ ମେଳା ଅନୁଷ୍ଠିତ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ଗୋଶାଣି ବ୍ଳକର ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସମ୍ମିଳନୀ କକ୍ଷ ଠାରେ ଡାକ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି ଡାକ ମେଳାରେ ଭବାନୀ ପ୍ରସାଦ ପାଢ଼ୀ ରାୟଗଡା ଜିଲ୍ଲା ଡାକ ବିଭାଗର ସୁପରିଟେଣ୍ଡେଟ ଅଫିସର, ରବିନ କୁମାର ପାଣିଗ୍ରାହୀ ପାରଳାଖେମୁଣ୍ଡି ଡାକ ବିଭାଗ
Read More...

ସୋନାଲି ହତ୍ୟାକାଣ୍ଡ ଘଟଣା, ୪ ଜଣଙ୍କୁ ଆଜି କୋର୍ଟ ଚାଲାଣ କଲା ପୋଲିସ

ଦଶପଲ୍ଲା : ଗତ ମଙ୍ଗଳବାର ଦିନ ଅପରାହ୍ନ ସମୟରେ ସୋନାଲିଙ୍କୁ ଅତି ବିଭତ୍ସ ଭାବେ ହତ୍ୟା କରିବା ଘଟଣାରେ ପୁଲିସ ୪ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଘଟଣାର ମୁଖ୍ୟ ଅଭିଯୁକ୍ତ ସ୍ୱାମୀ ଓ ମାମୁଁ ଶ୍ୱଶୁର ଫେରାର ଥିବା ଜଣାପଡିଛି । ସୂଚନାଯୋଗ୍ୟ, ଓଡ଼ଗାଁ ଦଲକ ରୋଡ଼ସ୍ଥିତ ଦେବାଶିଷ
Read More...

ଦଳ ଛାଡିବାକୁ ସଂକେତ ଦେଲେ କଂଗ୍ରେସର ଏହି ବରିଷ୍ଠ ନେତା

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ନିକଟରେ ଦଳ ଛାଡିଥିଲେ । ବର୍ତ୍ତମାନ ଜାମ୍ମୁ କାଶ୍ମୀର କଂଗ୍ରେସକୁ ରେ ଆଉ ଏକବଡ ଝଟକା ଲାଗିପାରେ । ମହାରାଜା ହରି ସିଂଙ୍କ ପୁଅ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ କରଣ ସିଂ ମଧ୍ୟ କଂଗ୍ରେସ ଛାଡିବାକୁ ସଂକେତ ଦେଇଛନ୍ତି । ସେ
Read More...

ପଞ୍ଚାୟତ ସମିତି ସାଧାରଣ ଅଧିବେଶନକୁ ସାମ୍ବାଦିକଙ୍କୁ ମନା !

ଦଶପଲ୍ଲା : ପଞ୍ଚାୟତ ସମିତି ସାଧାରଣ ଅଧିବେଶନକୁ ସାମ୍ବାଦିକଙ୍କୁ ମନା । ସମିତି ବୈଠକକୁ ଡାକି ଗଣମାଧ୍ୟମ ପ୍ରତିନିଧିଙ୍କୁ ଅସମ୍ମାନୀତ କଲେ ନୂଆଗାଁ ବିଡିଓ ପ୍ରମୋଦ କୁମାର ନାୟକ । ସୂଚନା ଅନୁଯାୟୀ ପଞ୍ଚାୟତ ସମିତି ସାଧାରଣ ଅଧିବେଶନ ବୈଠକକୁ ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଇଥିଲା ।
Read More...

ଭୁବନେଶ୍ୱର ଆକାଶରେ ବାୟୁସେନାର ଏୟାର୍‌ ସୋ’ ‘ସୂର୍ଯ୍ୟକିରଣ’

ଭୁବନେଶ୍ୱର: ଭୁବନେଶ୍ୱର ଆକାଶରେ ନିଜ ଜଲୱା ଦେଖାଇଲା ‘ସୂର୍ଯ୍ୟକିରଣ’ ଟିମ୍‌ । ବାୟୁ ବୀରଙ୍କ ସାମର୍ଥ୍ୟ ଦେଖି ତାଜୁବ ହେଲେ ଓଡ଼ିଶାବାସୀ । ଏଥିନିମନ୍ତେ ଆଜି ସକାଳୁ ଚଳଚଞ୍ଚଳ ହୋଇଉଠିଥିଲା ଭୁବନେଶ୍ୱରର କୂଆଖାଇ ପଠାସ୍ଥିତ ବାଲିଯାତ୍ରା ପଡିଆ ।ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ,
Read More...