ମୁଣ୍ଡାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଦୀପଦାନ ସହ ଜାତୀୟ ସଙ୍ଗୀତ ଗାନ

ବାଲିଗୁଡ଼ା: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଭାରତ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଦେଶ ପାଳୁଛି “ଆଜାଦୀ କା ଅମୃତ୍‌ ମହୋତ୍ସବ” । ଏହି ଅବସରରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ମୁଣ୍ଡାସାହି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ୭୫ଟି ଦୀପଦାନ ସହ ଜାତୀୟ
Read More...

ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧ ତରଫରୁ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ

ବୌଦ୍ଧ,୧୩/୮- ସେଣ୍ଟ୍‌ ଜାଭିୟର୍ସ ପବ୍ଲିକ ସ୍କୁଲ ବୌଦ୍ଧ ପକ୍ଷରୁ ଆଜି ଆଜାଦୀ କା ଅମୃତ ମହୋତ୍ସବ ପାଳନ ଅବସରରେ ହର୍‌ ଘର୍‌ ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍କୁଲ ଅଧ୍ୟକ୍ଷା ଶ୍ରୀମତୀ ସସ୍ମିତା ସେନାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର
Read More...

କଳିଙ୍ଗା ଘାଟିରେ କାର ଓ ବୋଲେରୋ ମୁହାମୁହିଁ ଧକ୍କା, କାର ଚୁର୍‌ମାର୍‌

ଘୁ ଉଦୟଗିରି : କଳିଙ୍ଗା ଘାଟିରେ ଆଜି ସକାଳେ ଏକ ଦୁର୍ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଆଜି ସକାଳେ ବୁଗୁଡ଼ାରୁ ଫୁଲବାଣୀ ଓଡି ୦୨ଏକ୍ସ ୫୩୮୩ ନମ୍ୱର୍‌ ବିଶିଷ୍ଟ ଇଣ୍ଡିଗୋ କାର ଯାଉଥିବା ବେଳେ ବିପରୀତ ଦିଗରୁ ଏକ ବୋଲେରୋ ଡାଲା ଗାଡି ଓଡି ୦୫ବିଏ ୨୪୦୧ ନମ୍ୱର୍‌ ବିଶିଷ୍ଟ ଗାଡି କଟକ
Read More...

ଓଡ଼ିଶା ହାଇକୋର୍ଟରେ ଆଉ ୨ ନୂଆ ବିଚାରପତି ନିଯୁକ୍ତ

କଟକ,୧୨/୦୮: ଓଡ଼ିଶା ହାଇକୋର୍ଟରେ ଆଉ ଦୁଇ ନୂଆ ବିଚରପତିଙ୍କୁ ଆଜି ନିଯୁକ୍ତ କରାଯାଇଛି । ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଜଷ୍ଟିସ୍‌ ଗୌରୀ ଶଙ୍କର ଶତପଥୀ ଏବଂ ଜଷ୍ଟିସ୍‌ ଚିତ୍ତ ରଞ୍ଜନ ଦାସଙ୍କୁ ନିଯୁକ୍ତ କରାଯାଇଥିବା ଆଇନ୍‌ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରୁ ଜଣାଯାଇଛି ।
Read More...

୨୦୨୩ରୁ ମହିଳା ଆଇପିଏଲ୍‌

ମୁମ୍ବାଇ : ଆସନ୍ତା ବର୍ଷ ୨୦୨୩ ମାର୍ଚ୍ଚ ମାସରୁ ଆରମ୍ଭ ହେବ ମହିଳା ଆଇପିଏଲ । ଏ ନେଇ ବିସିସିଆଇର ବରିଷ୍ଠ ଅଧିକାରୀ ସ୍ପଷ୍ଟ କରିଛନ୍ତି । ପ୍ରଥମ ମହିଳା ଆଇପିଏଲ ୫ଟି ଦଳକୁ ନେଇ ଖେଳାଯାଇପାରେ । ଦଳ ସଂଖ୍ୟା ୬ ମଧ୍ୟ ହୋଇପାରେ । ଆସନ୍ତା ବର୍ଷ ଫେବ୍ରୁଆରି ୯ରୁ ୨୬ ପର୍ଯ୍ୟନ୍ତ ଦକ୍ଷିଣ
Read More...

ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ତରଫରୁ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ

ବୌଦ୍ଧ,୧୨/୮- ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ବୁଟୁପାଲିସ୍ଥିତ ଶ୍ରୀଶ୍ରୀ ରାଧାକୃଷ୍ଣ ମନ୍ଦିରରେ ସ୍ୱଭାବକବି ଗଙ୍ଗାଧର ମେହେରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବେ ଡାକ୍ତର ସୁଦର୍ଶନ ମେହେର ସମ୍ମାନିତ ଅତିଥି ଭାବରେ ସାମ୍ବାଦିକ ସମ୍ପଦ
Read More...

ସ୍ୱାଧୀନତା ଦିବସ ପାଇଁ ଜାରିହେଲା କରୋନା ଗାଇଡଲାଇନ୍‌

ନୂଆଦିଲ୍ଲୀ: ଦିଲ୍ଲୀ ସମେତ ଦେଶର ବିଭିନ୍ନ ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ ସ୍ଥିତିରେ ଗତି କରୁଛି । ସ୍ୱାଧୀନତା ଦିବସ ଉତ୍ସବରେ ଲୋକଭିଡ଼ ହେବ,ଯାହା ସଂକ୍ରମଣ ବୃଦ୍ଧି ଘଟାଇପାରେ । ଏହାକୁ ଦୃଷ୍ଟିରେ ରଖି ସ୍ୱାଧୀନତା ଦିବସ ପାଇଁ ଆଜି ସ୍ୱତନ୍ତ୍ର ଗାଇଡଲାଇନ୍‌ ଜାରି କରିଛନ୍ତି କେନ୍ଦ୍ର
Read More...

ଘରଭଡା ଉପରେ ଲାଗିବ ୧୮ ପ୍ରତିଶତ ଜିଏସଟି

ନୂଆଦିଲ୍ଲୀ: ଘରଭଡ଼ା ନେଉଥିବା ବ୍ୟକ୍ତି କିମ୍ବା ସଂସ୍ଥାମାନଙ୍କୁ ଆଗକୁ ଏବାବଦରେ ଅିକ ଟଙ୍କା ଗଣିବାକୁ ପଡ଼ିବ । କାରଣ ଏଣିକି ଘରଭଡ଼ା ଉପରେ ଲାଗିବ ଦ୍ରବ୍ୟ ଓ ସେବା କର(ଜିଏସଟି) । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ,୧୮ ପ୍ରତିଶତ ଜିଏସଟି ଲାଗୁ ହେବ । ଆସନ୍ତା ଜୁଲାଇ ୧୮ରୁ ନୂଆ
Read More...

କେଳାକଟା ଗୋବର୍ଦ୍ଧନ ପାହାଡ଼ରେ ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ପାଳିତ

ବୌଦ୍ଧ,୧୨/୮- ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ମଥୁରା ପଂଚାୟତ କେଳାକଟାସ୍ଥିତ ଗୋବର୍ଦ୍ଧନ ପାହାଡରେ ବିଶିଷ୍ଟ ଗୋସେବିକା ତାରକାନ୍ତି ପଟେଲଙ୍କ ଦ୍ୱାରା ଗୋମୟରେ ଏକ ବୃହତ ରାକ୍ଷୀ ପ୍ରସ୍ତୁତ କରି ବୃକ୍ଷ ରକ୍ଷାବନ୍ଧନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ରକ୍ଷାବନ୍ଧନ ଉତ୍ସବରେ ମୁଖ୍ୟଅତିଥି ଭାବେ
Read More...

ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ମମତା!

କୋଲକାତା : ଆସନ୍ତା ୨୦୨୪ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ସେ ରେସ୍‌ରେ ନାହାନ୍ତି କି ପ୍ରଧାନମନ୍ତ୍ରୀ ହେବା ପାଇଁ ତାଙ୍କର ଅଭିଳାଷ ନାହିଁ ବୋଲି ଆଜି ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ସୁପ୍ରିମୋ ନୀତିଶ କୁମାର ସ୍ପଷ୍ଟ କରିଦେବା ପରେ,ଏହି ପଦ ପାଇଁ ଆଉ ଜଣେ ଅଭିଜ୍ଞ ଓ
Read More...