କରୋନା ମୁକାବିଲା : ପଦ୍ମତୋଳା ବନ୍ୟପ୍ରାଣୀ ଅଭୟାରଣ୍ୟରେ ସାଧାରଣ ଚଳାଚଳ ସମୂର୍ଣ୍ଣ ବନ୍ଦ

ହରଭଙ୍ଗା: ବିଶ୍ୱ ଏବେ କରୋନାରେ ଆକ୍ରାନ୍ତ । ଏହି ସଂକ୍ରମିତ କରୋନାରେ ହଜାରହଜାର ଆକ୍ରାନ୍ତ ହୋଇ ଲୋକେ ମୃତ୍ୟୁମୁଖରେ ପଡିଛନ୍ତି । ଏହାକୁ ନେଇ ବିଶ୍ୱ ଚିନ୍ତାର କାରଣ ହୋଇପଡିଛି । ଏଥିରୁ କିପରି ଏହି ସଂକ୍ରାମିତ ରୋଗକୁ ରୋକ ଲଗାଯାଇପାରିବ ସେଥିପାଇଁ ସମଗ୍ର ଦେଶର ଚିନ୍ତାର କାରଣ ହୋଇପଡିଛି
Read More...

ବୁଧବାରଠାରୁ ଭିମସାର ବୁର୍ଲାରେ କୋଭିଡ ପରୀକ୍ଷା ହେବ ଆରମ୍ଭ

ସମ୍ବଲପୁର :ଆଗାମୀ ବୁଧବାର ଏପ୍ରିଲ ୧୫ ତାରିଖରୁ ସ୍ଥାନୀୟ ଭିମସାରରେ କୋଭିଡ ଟେଷ୍ଟ ଆରମ୍ଭ ହେବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରା ଯାଇଥିବା ପରିପ୍ରେକ୍ଷୀରେ ସମସ୍ତ ପ୍ରସ୍ତୁତି ଚୁଡାନ୍ତ ପର୍ବରେ ଆସି ପହଞ୍ଚିଛି । ଏଥିପାଇଁ ପରୀକ୍ଷାଗାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ଯିବା
Read More...

ଦେବୀଙ୍କ ଶରଣରେ ଗ୍ରାମବାସୀ: କରୋନାରୁ ରକ୍ଷା ପାଇଁ ପୂଜାପାଠ

ମହାମାରୀ କରୋନା ଆତଙ୍କ ପାରିଛି ସାରା ବିଶ୍ବକୁ ଚିନ୍ତିତ ନଗର ସହର ପୁରପଲ୍ଲୀ, ସାମାଜିକ ଦୂରତା ବଜାୟ ରଖିବା ଗାଁ ସୀମାକୁ ବନ୍ଦ କରିବା,ମାକ୍ସ ବାନ୍ଧିବା,ଘରେ ରହିବା ଆଦି ସରକାରୀ ନିର୍ଦେଶ ପାଳନ କରାଯାଉଛି କିନ୍ତୁ ଈଶ୍ବର ବିଶ୍ବାସୀ ଓଡିଆ ଲୋକେ ମହା ସଂକଟରୁ ରକ୍ଷା ପାଇଁ ନିଜ ନିଜ ଇଷ୍ଟ
Read More...

ସଫେଇ କର୍ମଚାରୀଙ୍କୁ ମାସ୍କ ଦେଲେ ସ୍ବେଚ୍ଛାସେବୀ ସଂଗଠନ

ଆଜି ଗଜପତି ରକ୍ତ ଦାତା ସ୍ବେଚ୍ଛାସେବୀ ସଙ୍ଗଠନ,ଜୟ ଅଫ୍ ଗିଭିଙ୍ଗ ଓ ଅନ୍ୟ ସାଥିମାନଙ୍କ ସହଯୋଗ ରେ ପାରଳାଖେମୁଣ୍ଡି ପୌରପାଳିକା ରେ କାର୍ଯୟରତ ସଫେଇ କରମଚାରୀମାନଙ୍କୁ ଏହି କୋରୋନ ବିରୋଧରେ ଲଢେଇ ସମୟରେ ସଫେଇ କାର୍ଯ୍ୟରେ ନିୟଜିତ ସମୟରେ ସତର୍କତା ଅବଲମ୍ବନ କରିବାକୁ କୁହାଯିବ ସହ 155
Read More...

ପାରାଦ୍ୱୀପଠାରେ ଉତ୍ସର୍ଗୀକୃତ କୋଭିଡ-୧୯ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ତ୍ରିପାକ୍ଷୀକ ଚୁକ୍ତିନାମା ସ୍ୱାକ୍ଷର

ପାରାଦ୍ୱୀପ : ପାରାଦ୍ୱୀପ ପୌରପାଳିକାର ବିଜୁ ଯାତ୍ରୀ ନିବାସ ପାରାଦ୍ୱୀପଠାରେ ୧୦୦ ଶଯ୍ୟା ବିଶିଷ୍ଟ ଉତ୍ସର୍ଗୀକୃତ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ର ପାଇଁ ତ୍ରିପାକ୍ଷୀକ ରାଜିନାମା ସ୍ୱାକ୍ଷରିତ ହୋଇଛି । ଗତକାଲି ଅପରାହ୍ନରେ ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସଂଗ୍ରାମ କେଶରୀ
Read More...

ଲକ୍ ଡାଉନ ଯୋଗୁଁ ଗୁଜୁରାଟରେ ହଇରାଣ ହେଉଛନ୍ତି ବୌଦ୍ଧର ୭ଦାଦନ

ବୌଦ୍ଧ : ଲକଡାଉନ ଯୋଗୁଁ ଅଧିକ ହଇରାଣ ହେଉଛନ୍ତି ଅନ୍ୟ ରାଜ୍ୟକୁ କାମ କରିଯାଇଥିବା ଶ୍ରମିକମାନେ । ସେମାନଙ୍କର ଅବସ୍ଥା ସବୁଠାରୁ ବେଶି ସଙ୍ଗୀନ । ପ୍ରତ୍ୟେକ ଦିନରାଜ୍ୟ ବାହାରେ ଫସି ରହିଥିବା ଶ୍ରମିକମାନଙ୍କର ଦୁଃଖ ଓ ଦୈନ୍ୟର କାହାଣୀ ଗଣମାଧ୍ୟମର ପୃଷ୍ଠା ମଣ୍ଡନ କରିବା ସହ ସୋସିଆଲ ମିଡିଆରେ
Read More...

ଦେବଦୂତ ସାଜିଲେ ଓମ୍ ପ୍ରକାଶ : ଡାକ୍ତରଖାନାରେ ଭର୍ତ୍ତି ହେଲେ ଅସୁସ୍ଥ ସନାତନ

ବୌଦ୍ଧ : ବୌଦ୍ଧ ଜିଲ୍ଲା ଗୁନ୍ଦୁଳିଆ ଗ୍ରାମ ପଞ୍ଚାୟତର ଖମାର ଗ୍ରାମରୁ ଦାଦନ ଖଟିବାକୁ ଯାଇ ବ୍ରେନ ଟ୍ୟୁମର ରୋଗରେ ଆକ୍ରାନ୍ତ ସନାତନ ମଲ୍ଲିକକୁ କୋଏମ୍ବାଟୁର ଜିଲ୍ଲା ପ୍ରଶାସନ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଛି । ଦୁଇ ଦିନ ତଳେ ସନାତନ ଗୁରୁତର ଅସୁସ୍ଥ ଥିବା ନେଉ ସାଙ୍ଗରେ
Read More...

ବ୍ରହ୍ମପୁର,ଯାଜପୁର ଓ କେନ୍ଦୁଝରରେ କାର୍ଯ୍ୟକ୍ଷମ ହେଲା ସ୍ୱତନ୍ତ୍ର କୋଭିଡ୍‌-୧୯ ହସ୍ପିଟାଲ

ଭୁବନେଶ୍ୱର: ୨୦୦ ଶଯ୍ୟା ବିଶିଷ୍ଟ ଗଞ୍ଜାମ ଜିଲ୍ଲା ଶିତଳାପଲ୍ଳୀ କୋଭିଡ୍‌-୧୯ ହସ୍ପିଟାଲ ଆଜି ଲୋକାର୍ପିତ ହୋଇଛି । ଟାଟାଷ୍ଟିଲ୍ ମେଡ଼ିକା ହସ୍ପିଟାଲକୁ ଗଂଜାମ ଜିଲ୍ଲପାଳ ଲୋକାର୍ପିତ କରିଥିଲେ । କରୋନା ପୀଡ଼ିତଙ୍କ ପାଇଁ ଆଜିଠାରୁ ଉତ୍ସର୍ଗିକୃତ ସେବା ଯୋଗାଇବେ । ଡାକ୍ତର, ସେବିକା, ଏଥିପାଇଁ
Read More...

କରୋନା ସଂକଟ : ବୌଦ୍ଧରେ ରକ୍ତଦାନ କଲେ ଏଆଇୱାଇଏଫ୍ ସଦସ୍ୟ, ପୁଲିସ କର୍ମଚାରୀଙ୍କୁ ଛତା ବି ବାଣ୍ଟିଲେ

ବୌଦ୍ଧ : ମହାମାରୀ କୋରନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହି ସଂକଟ ସମୟରେ ରକ୍ତର ଘୋର ଅଭାବ ହେଉଛି । ଲକଡାଉନ ପାଇଁ ରକ୍ତଦାନ ଶିବିରମାନ ଅନୁଷ୍ଠିତ ହୋଇପାରୁନାହିଁ । ଏହି ଘଡିସନ୍ଧି ମୁହୂର୍ତ୍ତରେ ଶହୀଦ ଭଗତ ସିଂହଙ୍କ ଦାୟାଦ ଅଖିଳ ଭାରତ
Read More...