କେବଳ କୋଭିଡ୍‌-୧୯ ହସ୍ପିଟାଲରେ ହେବ କରୋନା ଚିକିତ୍ସା

ଭୁବନେଶ୍ୱର : କେବଳ କୋଭିଡ୍‌-୧୯ ହସ୍ପିଟାଲରେ ହେବ କରୋନା ଚିକିତ୍ସା । ଏହା କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ସଚିବ ନିକୁଞ୍ଜ ବିହାରୀ ଧଳ । ଏକ ଜରୁରୀ ସାମ୍ବାଦିକ ସମ୍ମିଳନୀ ଡକାଇ ସେ କହିଥବଲେ ଯେ, ରାଜ୍ୟର ୭ଟି କୋଭିଡ୍ ହସ୍ପିଟାଲ୍ ପ୍ରସ୍ତୁତ ହୋଇଗଲାଣି । ଏଥିରେ ପାଖାପାଖି ୧୩୫୦ ବେଡ୍ ଓ…
Read More...

ସ୍ବୟଂ ସହାୟକ ଗୋଷ୍ଠୀ ସାହାଯ୍ୟରେ ମାସ୍କ ଉତ୍ପାଦନ

ସମ୍ବଲପୁର :ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଅଧିସୂଚନା ଜାରି କରି ଜନସାଧାରଣ ଙ୍କ ପାଇଁ ଘରବାହାରେ ମାସ୍କ ପିନ୍ଧିବା ବାଧ୍ଯ କରି ଦିଆଯାଇଛି, ଯାହାକି ଆଗାମୀ ୯ମାର୍ଚ୍ଚ ସକାଳ ୭ଟାରୁ ଲାଗୁ କରାଯାଉଛି । ଏହି ପରିପ୍ରେକ୍ଷୀରେ ସମ୍ବଲପୁର ଜିଲ୍ଲା ପ୍ରଶାସନ ନିଜ ତରଫରୁ ସକ୍ରିୟତା ଦର୍ଶାଇ…
Read More...

ଲକ୍ ଡାଉନର ପ୍ରଭାବ : ବଜାର ଅଭାବରୁ କ୍ଷତି ସହୁଛନ୍ତି ତରଭୁଜ ଚାଷୀ

ବୌଦ୍ଧ : ଫେବୃଆରୀ ମାସରେ ଅଦିନିଆ ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ତରଭୁଜ ଚାଷ କେତେକାଂଶରେ ନଷ୍ଟ ହୋଇଥିଲା । ଯାହାକିଛି ଚାଷ ରକ୍ଷା ପାଇଥିଲା ଏବଂ କରୋନା ପାଇଁ ହୋଇଥିବା ଲକଡାଉନ ଯୋଗୁଁ ଉତ୍ପାଦିତ ତରଭୁଜ ବିକ୍ରି କରିନପାରିବା ତରଭୁଜ ଚାଷୀଙ୍କ ମୁଣ୍ଡବିନ୍ଧାର କାରଣ ସାଜିଛି । ବଜାର ଅଭାବରୁ…
Read More...

ଜାଣନ୍ତୁ କେତେ ଦରମା ପାଆନ୍ତି ଆମର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି, ବେତନ କଟିବା ପରେ ସରକାରଙ୍କୁ କେତେ ମିଳିବ ଫାଇଦା

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ଲାଗିଥିବା ବେଳେ ମୃତ୍ୟୁସଂଖ୍ୟା ଆଜି ୧୧୪ରେ ପହଞ୍ଚିଛି । ୨୧ଦିନର ଲକଡାଉନ, ବ୍ୟବସାୟ-ବାଣିଜ୍ୟ କାରବାର ବନ୍ଦ କରିବା ପରେ କେନ୍ଦ୍ର ସରକାର ଆଉ ବଡ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ଲୋକସଭା ଓ ରାଜ୍ୟସଭାର ସମସ୍ତ…
Read More...

ଆଇସିୟୁକୁ ଗଲେ ବୋରିସ୍ ଜନସନ୍‌

ଲଣ୍ଡନ: କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କଠାରେପୁଣି ଥରେ କରୋନା ଭାଇରସ୍ ଲକ୍ଷଣ ଦେଖାଯିବା ପରେ ଗତକାଲିଠାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି…
Read More...

ଖିଲାପକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ, ତିନି ଦୋକାନ ସିଲ

ସମ୍ବଲପୁର :ବାରମ୍ବାର ତାଗିଦ ସତ୍ତ୍ୱେ କିଛି ଲୋକେ କରୋନା କଟକଣା ଓ ଲକଡାଉନ ନିୟମ କୁ ବେଖାତିର କରୁଛନ୍ତି ତଥା ପୁଲିସ ନଜର ଅଢୁଆଳରେ ଦୋକାନ ଖୋଲୁଛନ୍ତି । ଏଣୁ ପୁଲିସ ପକ୍ଷରୁ କଠୋର ଆଭିମୁଖ୍ୟ ପ୍ରଦର୍ଶନ ସହିତ ଏପରି ଦୋକାନଗୁଡିକ ସିଲ କରି ଦିଆଯାଉଛି ଓ ଖିଲାପକାରୀ ଙ୍କ ବିରୁଦ୍ଧରେ ମାମଲା…
Read More...

ଅମାନିଆଙ୍କ ବିରୋଧରେ ବାଲିଗୁଡ଼ା ପୋଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ

ବାଲିଗୁଡ଼ା: କନ୍ଧମାଳ ପୋଲିସ୍ ଏବେ ଫୁଲ୍ ଆକ୍ସନ ମୁଡ୍ ରେ । ଏଣିକି ଆଉ ନିସ୍ତାର ନାହିଁ । ଅମାନିଆଙ୍କୁ ମିଳିବ ଉଚିତ୍ ଶିକ୍ଷା । ବାରମ୍ବାର ସଚେତନ ପରେ ଏବେ ପୋଲିସ ପକ୍ଷରୁ ଆରମ୍ଭ ହୋଇଛି କାର୍ଯ୍ୟାନୁଷ୍ଠାନ । ଲକ୍ ଡାଉନ୍ ନିୟମ ଉଲଘଂନ କାରୀଙ୍କୁ ପୋଲିସ କରୁଛି ସାବାଡ଼ । …
Read More...

ମୁଖ୍ୟମନ୍ତ୍ରଙ୍କ ରିଲିଫ ପାଣ୍ଠିକୁ ସହାୟତା ଦେଲେ ଯୁବ ସାମ୍ବାଦିକ ଆଦର୍ଶ ଦାସ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ର ଜିଲ୍ଲା ପାଳ ଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପାଳ ଙ୍କୁ ସାକ୍ଷାତ କରି ଗଜପତି ଜିଲ୍ଲା ଓ ଟିଭିର ଯୁବ ସାମ୍ବାଦିକ ଆଦର୍ଶ ଦାସ କୋରନା ମୁକାବିଲା ପାଇଁ ନିଜର ପାରିଶ୍ରମିକ ଅର୍ଥ ରୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଜନକଲ୍ୟାଣ ଉଦ୍ୟେଶ ରେ 5…
Read More...

ଚାଷୀଙ୍କ ପାଇଁ ଖୁସି ଖବର: ରବିଧାନ ସଂଗ୍ରହ ପାଇଁ ନାମ ପଞ୍ଜୀକରଣ ସମୟସୀମା ବୃଦ୍ଧି

ଭୁବନେଶ୍ୱର: କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା କରାଯିବା ନିମନ୍ତେ ଓଡ଼ିଶା ସମେତ ସାରା ଦେଶରେ ଲକ୍‌ଡାଉନ୍ ଜାରି କରାଯାଇଥିବା ପରିପ୍ରେକ୍ଷୀରେ ରବି ଧାନ ସଂଗ୍ରହ ପାଇଁ ଚାଷୀ ପଞ୍ଜୀକରଣର ସମୟସୀମାକୁ ଅପ୍ରେଲ୍ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ବୋଲି ଖାଦ୍ୟ ଯୋଗାଣ ଓ…
Read More...

ଭିମସାର ରୁ ୪ଟି ନମୁନା ପରୀକ୍ଷା ପାଇଁ ଭୁବନେଶ୍ୱର ପଠାଗଲା

ସମ୍ବଲପୁର : ସମଗ୍ର ଦେଶରେ କରୋନା ସ°କ୍ରମଣ କୁ ସ୍ଥିତି ଏତେ ଉଦବେଗଜନକ ହୋଇଥିଲେ ମଧ୍ୟ ଭିମସାରରେ ଏ ପର୍ଯ୍ୟନ୍ତ ଏହାର ପରୀକ୍ଷାକେନ୍ଦ୍ର କାର୍ଯ୍ୟକାରୀ ହୋଇ ପାରି ନାହିଁ, ଯଦିଓ ଏହା ଉପରେ ସମଗ୍ର ପଶ୍ଚିମ ଓଡିଶା ସହିତ ସୀମାନ୍ତ ଅଞ୍ଚଳର ଗାଁଲୋକେ ଆଶ୍ରିତ ରହନ୍ତି । ଏହି ପରିପ୍ରେକ୍ଷୀରେ…
Read More...