କରୋନା : ବିଲେଇ ଓ କୁକୁର ମାଂସ ଉପରେ କଟକଣା

ବେଜିଂ : ଚୀନରେ ପ୍ରଥମେ କରୋନା ଭାଇରସ ସୃଷ୍ଟି ହୋଇଥିଲା । ହୁବେଇ ପ୍ରଦେଶର ୟୁହାନ୍ ସହରରେ ଥିବା ଏକ ଆମିଷ ବଜାରରୁ ଏହି ଭାଇରସ ବ୍ୟାପିଥିଲା । ଏହାପରେ ଆମିଷ ବଜାରକୁ ବନ୍ଦ କରିଦିଆଯାଇଥିଲା । ମାଂସ ଖାଇବା ଉପରେ ଚୀନରେ କଟକଣା ଲଗାଯାଇଛି । ତେବେ ବର୍ତ୍ତମାନ ଯେଉଁ ଖବରକୁ ନେଇ ବେଶ
Read More...

ଲକଡାଉନରେ ଝାଡୁ ମାରୁଛନ୍ତି କ୍ୟାଟ୍ରିନା, ଦେଖନ୍ତୁ ଭିଡିଓ

ବର୍ତ୍ତମାନର ଲକଡାଉନ ସମୟରେ ବଲିଉଡ ଅଭିନେତା, ଅଭିନେତ୍ରୀମାନେ ଭିନ୍ନ ଭିନ୍ନ ଢଙ୍ଗରେ ସମୟ ବିତାଉଛନ୍ତି । କିଏ ବଗିଚା କାମରେ ବ୍ୟସ୍ତ ତ ଆଉ କିଏ ଲୋକଙ୍କୁ ଭିଡିଓ ମାଧ୍ୟମରେ ସଚେତନ କରାଇବାରେ ଲାଗିଛନ୍ତି । ତେବ କ୍ୟାଟ୍ରିନା କୈଫ୍ ଘରେ ରହି ସଫାସଫି କାମରେ ସମୟ ବିତାଉଛନ୍ତି ।
Read More...

ମୁଖ୍ୟମନ୍ତ୍ରୀମାନଙ୍କୁ ପ୍ରଧାନମନ୍ତ୍ରୀ କହିଲେ- ଲକଡାଉନ ପରେ କ’ଣ କରିବା କୁହନ୍ତୁ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭିଡିଓ କନଫରେନ୍ସିଂ(ଭିସି) ମାଧ୍ୟମରେ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କରୋନା ସ୍ଥିତି, କରୋନା ସଂକ୍ରମଣ ମୁକାବିଲା କାର୍ଯ୍ୟ ଏବଂ କରୋନା ପରବର୍ତ୍ତୀ ସମୟର ସମ୍ଭାବ୍ୟ ପରିସ୍ଥିତିକୁ ନେଇ ଆଲୋଚନା କରିଛନ୍ତି । ବର୍ତ୍ତମାନ କେନ୍ଦ୍ର
Read More...

ଓପନିଂ କରିବାକୁ ଆଝାରଙ୍କୁ କ’ଣ ପ୍ରତିଶ୍ରୁତି ଦେଇଥିଲେ ସଚିନ୍‌

ନୂଆଦିଲ୍ଲୀ : ମାଷ୍ଟରବ୍ଲାଷ୍ଟର ଭାବେ ପରିଚିତ ସଚିନ୍ ତେନ୍ଦୁଲକର ନିଜ ଏକଦିବସୀୟ କ୍ୟାରିୟରରେ ୪୯ଟି ଶତକ ଓ ୯୬ଟି ଅର୍ଦ୍ଧଶତକ ସହ ୧୮,୪୨୬ ରନ୍ କରି ଅବସର ନେଇଛନ୍ତି । ଅବସର ପରେ ମଧ୍ୟ ତାଙ୍କର ବ୍ୟାଟିଂ ଶୈଳୀ, ତାଙ୍କର ବ୍ୟାଟିଂ ଷ୍ଟାଇଲ୍ ଓ ଫର୍ମକୁ ନେଇ ସବୁବେଳେ ଚର୍ଚ୍ଚା ।
Read More...

ଲକ୍‌ଡାଉନ୍ ନିୟମ ଭାଙ୍ଗି ୨୪ ଘଣ୍ଟାରେ ୨୪୫ଟି ମାମଲା ରୁଜୁ

ଭୁବନେଶ୍ୱର : ଲକ୍‌ଡାଉନ୍ ନିୟମ ଭାଙ୍ଗି ଗତକାଲି ସକାଳୁ ଆଜି ସକାଳ ମଧ୍ୟରେ ୨୪୫ଟି ମାମଲା ରୁଜୁ ହୋଇଛି ବୋଲି ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଟୁଇଟ୍ ଯୋଗେ ଜଣାଇଛନ୍ତି । ସେ କହିଛନ୍ତି ଯେ, କୋଭିଡ୍‌-୧୯ ନିୟମ ଭାଙ୍ଗି ୬ଟି ମାମଲା ରୁଜୁ ହୋଇଥିଲା ବେଳେ ହୋମ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗି
Read More...

ଇ-ପାସ୍ ବ୍ୟବସ୍ଥା କଲା ବୌଦ୍ଧ ଜିଲ୍ଲା ପ୍ରଶାସନ,କେମିତି ଆବେଦନ କରିବେ ଜାଣନ୍ତୁ

ବୌଦ୍ଧ : କରୋନା ଭାଇରସ ସଂକ୍ରମଣର ଭୟାବହତାକୁ ଦୃଷ୍ଟିରେ ରଖି ଏକ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ବୌଦ୍ଧ ଜିଲ୍ଲା ପ୍ରଶାସନ ଅନଲାଇନରେ ଇ-ପାସ୍ ଯୋଗାଇଦେବା ଲାଗି ନିଷ୍ପତ୍ତି ନେଇଛି । ଲକଡାଉନ ସମୟରେ ପ୍ରତ୍ୟକ୍ଷ ସଂକ୍ରମଣ ଏବଂ ଅଫିସରେ ଭିଡ କମାଇବା ଉଦ୍ଦେଶ୍ୟରେ ପ୍ରଶାସନ ଏଭଳି ପଦକ୍ଷେପ
Read More...

କିମ୍‍ସରେ କାର୍ଯ୍ୟକ୍ଷମ ହେଲା ୫ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‍ ହସ୍‍ପିଟାଲ୍‍

ଭୁବନେଶ୍ୱର : ଅପ୍ରେଲ୍‍ ୨ତାରିଖଠାରୁ କିମ୍‍ସରେ କାର୍ଯ୍ୟକ୍ଷମ ହୋଇଛି ୫ଶହ ଶଯ୍ୟା ବିଶିଷ୍ଟ ଓଡ଼ିଶା କୋଭିଡ୍‍ ହସ୍‍ପିଟାଲ୍‍ । କିମ୍‍ସ ଦ୍ୱାରା ସଂପୂର୍ଣ୍ଣ ପରିଚାଳିତ ଏହି ହସ୍‍ପିଟାଲ୍‍ ପାଇଁ ଓଏମ୍‍ସିର ସିଏସ୍‍ଆର ଜରିଆରେ ଆବଶ୍ୟକ ସରଞ୍ଜାମ, ଯନ୍ତ୍ରାଂଶ ଓ ଏହି ହସ୍‍ପିଟାଲ୍‍ ଚଳାଇବା ପାଇଁ
Read More...

ପ୍ରମାଣ ନଥିବା ଖବର ପ୍ରସାରଣ କରନ୍ତୁ ନାହିଁ

ନୂଆଦିଲ୍ଲୀ : କରୋନା ମହାମାରୀ ସମ୍ପର୍କରେ ଉତରଦାୟିତ୍ୱର ସହ ଖବର ପ୍ରସାରଣ କରିବା ଲାଗି ମୁଦ୍ରିତ, ବୈଦ୍ୟୁତିକ ଏବଂ ସାମାଜିକ ଗଣମାଧ୍ୟକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ପ୍ରମାଣ ନଥିବା ଖବର ପ୍ରସାରଣ କରି ଅଯଥାରେ ଆତଙ୍କ ସୃଷ୍ଟି ନକରିବା ଲାଗି ସୁପ୍ରିମକୋର୍ଟ ତାଙ୍କ ରାୟରେ
Read More...

ପିପୁଲ୍ସ ଫର୍ ଆନିମଲ ଓ କିଟ୍ ର ଜୀବେଦୟା କାର୍ଯ୍ୟ

ଭୁବନେଶ୍ୱର : ପିପୁଲ୍ସ ଫର୍ ଆନିମଲ ଏବଂ ବିଶ୍ୱସ୍ତରୀୟ ଶିକ୍ଷାନୁଷ୍ଠାନ କିଟ୍ ଜୀବେଦୟା ଭଳି କାର୍ଯ୍ୟକରି ବେଶ୍ ଲୋକାଦୃତ ହୋଇପାରିଛନ୍ତି । ସାରା ବିଶ୍ୱରେ ଆତଙ୍କ ଖେଳାଇଥିବା କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ସାମାଜିକ ଦୂରତା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଭାଇରସର
Read More...

ବାବା ରାମଦେବଙ୍କୁ ଧନ୍ୟବାଦ

ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ ବାବା ରାମଦେବଙ୍କ ଯୋଗଦାନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ କରି କହିଛନ୍ତି ଯେ ଯେତେବେଳେ ଦେଶ ସେବା କଥା ସାମନାକୁ ଆସେ ସେତେବେଳେ ବାବା ରାମଦେବ ସବୁଠାରୁ ଆଗରେ ରହିଥାନ୍ତି । କରୋନା
Read More...