Sign in
Sign in
Recover your password.
A password will be e-mailed to you.
Browsing Category
ମନୋରଞ୍ଜନ
ଆତ୍ମହତ୍ୟା କଲେ ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ, ୧୫ ଦିନରେ ତୃତୀୟ ଘଟଣା
କୋଲକତା : ବଙ୍ଗାଳୀ ସିନେମା ପ୍ରେମୀଙ୍କ ପାଇଁ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । କୋଲକତାରେ ଆଜି ଜଣେ ମଡେଲ ତଥା ଅଭିନେତ୍ରୀ ଆତ୍ମହତ୍ୟା କରିଛନ୍ତି । ମଞ୍ଜୁସା ନିଯୋଗୀଙ୍କ ଶବ ଆଜି ତାଙ୍କ ବାଟୁଳୀ ଘରୁ ଫାଶୀରେ ଝୁଲୁଥିବା ଅବସ୍ଥାରେ ଉଦ୍ଧାର କରାଯାଇଛି । ମୃତ୍ୟୁର କାରଣ ଏ ପର୍ଯ୍ୟନ୍ତ!-->…
Read More...
Read More...
ଲଣ୍ଡା ହେଲେ ଅଭିନେତା ଚନ୍ଦନ କର
ବର୍ତ୍ତମାନ ସମୟରେ ଓଡ଼ିଆ ଚଳଚ୍ଚିତ୍ର ନିଜର ଅସ୍ତିତ୍ୱ ହରାଇବାକୁ ବସିଲାଣି ଓ ଅନେକ ସିନେମା ହଲ୍ଗୁଡ଼ିକ ବନ୍ଦ ହେବାକୁ ବସିଲାଣି । ଚଳଚ୍ଚିତ୍ର ଜଗତକୁ ପୂର୍ବଭଳି ଉଜ୍ଜୀବିତ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଚନ୍ଦନ କର । ଚିରାଚରିତ ଲଭ୍, ରୋମାନ୍ସ୍ ଭଳି ସିନେମାଠାରୁ ଦୂରେଇ ଓଡ଼ିଶାର!-->…
Read More...
Read More...
ମୋଦିଙ୍କୁ ସାକ୍ଷାତ କଲେ ଅନୁପମ ଖେର
ମୁମ୍ବାଇ: ବଲିଉଡ୍ ଅଭିନେତା ଅନୁପମ ଖେର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି। ଆଉ ଏହାର ଦୁଇଟି ଫଟୋ ସେ ଶନିବାର ସନ୍ଧ୍ୟାରେ ତାଙ୍କ ସୋଶାଲ ମିଡିଆ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି।
ଏହି ସାକ୍ଷାତ ବେଳେ ପ୍ରଧାନମନ୍ତ୍ରୀଙ୍କୁ ଅନୁପମ ଖେର ଏକ ରୁଦ୍ରାକ୍ଷ ମାଳ ପ୍ରଦାନ!-->!-->!-->…
Read More...
Read More...
କେଜିଏଫ-୨ ଆଗରେ ମୁଣ୍ଡ ନୁଆଁଇଲା ସାରା ବଲିଉଡ, ୮ ଦିନରେ କଲାଣି ଏତିକି ରୋଜଗାର
ବକ୍ସ ଅଫିସରେ ହଇଚଇ ସୃଷ୍ଟି କରୁଛି କେଜିଏଫ-୨ । ଏହି ଫିଲ୍ମ ବହୁ ବଡ ବଡ ରେକର୍ଡ ସୃଷ୍ଟି କଲାଣି । କନ୍ନଡ ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ-୨ ରିଲିଜ ହେବାର ଏକ ସପ୍ତାହରୁ ଅଧିକ ସମୟ ଅତିବାହିତ ହୋଇଗଲାଣି । ମାତ୍ର ୭ ଦିନ ମଧ୍ୟରେ ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ୨୫୫ କୋଟି ମାର୍କ!-->…
Read More...
Read More...
ଜାଣନ୍ତୁ ପ୍ରିୟଙ୍କା ଚୋପ୍ରାଙ୍କ ଝିଅର ନାମ
ଗତ ଜାନୁଆରୀରେ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ପିତାମାତା ହୋଇଥିଲେ । ପ୍ରିୟଙ୍କା ଏପର୍ଯ୍ୟନ୍ତ ତାଙ୍କ ଝିଅର ନାମ ପ୍ରକାଶ କରିନାହାଁନ୍ତି । ଯଦିଓ ରିପୋର୍ଟ ଅନୁଯାୟୀ, ତାଙ୍କ ଝିଅର ନାମ ମାଲତୀ ମାରି ବୋଲି କୁହାଯାଉଛି । ପ୍ରିୟଙ୍କା ସରୋଗେସି ମାଧ୍ୟମରେ ମାଆ ହୋଇଥିଲେ । ଖବର ମୁତାବକ!-->…
Read More...
Read More...
ଆରପାରିରେ ପ୍ରଖ୍ୟାତ ଫିଲ୍ମ ନିର୍ଦ୍ଦେଶକ ଟି.ରାମାରାଓ
ମୁମ୍ବାଇ,୨୦/୪: ବଲିଉଡ ଜଗତର ପ୍ରଖ୍ୟାତ ସିନେ ନିର୍ଦ୍ଦେଶକ ଟି ରାମାରାଓଙ୍କ ପରଲୋକ ହୋଇଯାଇଛି । ଚେନ୍ନାଇ ସ୍ଥିତ ଏକ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ଏନେଇ ଅଭିନେତା ଅନୁପମ ଖେର ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୪ ବର୍ଷ ହୋଇଥିବା ବେଳେ ବୟସାଧିକ୍ୟ!-->…
Read More...
Read More...
ସାମନ୍ଥାଙ୍କଠୁ ଅଲଗା ହେବା ପରେ ଦ୍ୱିତୀୟ ବିବାହ ଯୋଜନା କଲେଣି ନାଗା ଚୌତନ୍ୟ
ସାମନ୍ଥା ରଥ ପ୍ରଭୁ ଏବଂ ନାଗା ଚୌତନ୍ୟ ଅଲଗା ହେବାର ଦୀର୍ଘ ଦିନ ହୋଇଗଲାଣି । ଉଭୟ ଏକଦା ସାଉଥ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ତଥା ହିଟ୍ ଦମ୍ପତିମାନଙ୍କ ମଧ୍ୟରୁ ଜଣେ ଥିଲେ । ଦୁହେଁ ଦୀର୍ଘ ସମୟ ଧରି ସଂପର୍କରେ ରହିବା ପରେ ଉଭୟ ବିବାହ କରିଥିଲେ । ବିବାହର କିଛି ବର୍ଷ ପରେ ଦୁହେଁ ଅଲଗା!-->…
Read More...
Read More...
ପ୍ରତୀକ୍ଷାର ଅନ୍ତ : ଶେଷରେ ପତି-ପତ୍ନୀ ହେଲେ ରଣବୀର-ଆଲିଆ
ମୁମ୍ବାଇ : ସବୁ ଗୁଜବ,କଳ୍ପନାଜଳ୍ପନା ଓ ପ୍ରତୀକ୍ଷାର ଅନ୍ତ ଘଟିଛି । ଶେଷରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଲିଆଙ୍କ ମଥାରେ ସିନ୍ଦୂର ଭରି ନୂତନ ଜୀବନର ଯାତ୍ରା ଆରମ୍ଭ କରିଛନ୍ତି ରଣବୀର । ଦୀର୍ଘ ୫ ବର୍ଷ ଧରି ଚର୍ଚ୍ଚାରେ ଥିବା ଏହି!-->…
Read More...
Read More...
ବିବାହ ତାରିଖ ବଦଳାଇଲେ ଆଲିଆ-ରଣବୀର
ବଲିଉଡ ଅଭିନେତା ରଣବୀର କପୁର ଏବଂ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବିବାହର ପ୍ରକୃତ ତାରିଖକୁ ନେଇ ଏବେ ଦ୍ୱନ୍ଦ୍ୱ ଉପୁଜିଛି। ଆଲିଆଙ୍କ କିଛି ବନ୍ଧୁ ଏପ୍ରିଲ୍ ୧୪ରେ ଦୁହିଁଙ୍କ ବିବାହ ହେବ ବୋଲି କହିଥିବା ବେଳେ କିଛି ଏପ୍ରିଲ୍ ୧୫ ରେ ବିବାହ ହେବ ବୋଲି କହିଥିଲେ। ଏବେ ବିବାହ କାର୍ଯ୍ୟକ୍ରମର!-->…
Read More...
Read More...
ଅଲୁ ଅର୍ଜୁନ-ସ୍ନେହାଙ୍କ ଲଭଷ୍ଟୋରୀ, ପ୍ରଥମ ଦେଖାରେ ହୋଇଥିଲା ପ୍ରେମ
ହାଇଦ୍ରାବାଦ : ପୁଷ୍ପା ଷ୍ଟାର ଅଲୁ ଅର୍ଜନ ଏବେ ସାରା ଦେଶରେ ପରିଚିତ ନାମ । ତାଙ୍କର କ୍ରେଜ ଏବେ ବିଦେଶ ପର୍ଯ୍ୟନ୍ତ ମଧ୍ୟ ଲମ୍ବିବାରେ ଲାଗିଛି । ନିକଟରେ ରିଲିଜ ହୋଇଥିଲା ପୁଷ୍ପା ଫିଲ୍ମକୁ ନେଇ ସେ ଏବେ ଘରେ ଘରେ ପରିଚିତ । ତାଙ୍କର ଡ୍ୟାନ୍ସକୁ ଏବେ ଦେଶ ତଥା ବିଦେଶର ନକଲ କରୁଥିବା!-->…
Read More...
Read More...