Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ସାମାଜିକ ଦୂରତା କଥା କହିବାରୁ ମହିଳାଙ୍କୁ ହତ୍ୟା ଧମକ
ମୁମ୍ବାଇ: କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦୁଇଟି ପ୍ରତିକାର ଉପରେ ସବୁଠୁ ଅଧିକ ଗୁରୁତ୍ୱ ଦିଆଯାଉଛି । ତାହା ହେଲା ସାମାଜିକ ଦୂରତା ରକ୍ଷା ଏବଂ ଘରେ ରହିବା । କିନ୍ତୁ ବହୁ ଲୋକ ଏହି ପ୍ରତିକାର ବ୍ୟବସ୍ଥାକୁ ପାଳନ କରୁନାହାନ୍ତି । ସରକାରୀ କିମ୍ବା ବେସରକାରୀ ଭାବେ ପରାମର୍ଶ!-->…
Read More...
Read More...
ଜାଣନ୍ତୁ, କରୋନା ଲକ୍ଷଣ ତାଲିକାରେ କେଉଁ ୬ଟି ନୂଆ ଲକ୍ଷଣ ଯୋଡ଼ିହେଲା
ୱାଶିଂଟନ: କରୋନାର ଲକ୍ଷଣ ତାଲିକା ଧିରେ ଧିରେ ବଢ଼ିବାରେ ଲାଗିଛି । ଆଗରୁ ଜ୍ୱର, ଛିଙ୍କ, ବାରମ୍ବାର କାଶ ଆଦି ଦେଖାଦେଲେ ସଂପୃକ୍ତ ବ୍ୟକ୍ତି କରୋନା ଆକ୍ରାନ୍ତ ବୋଲି କୁହାଯାଉଥିଲା । ପରେ ଏଥିରେ ଝାଡ଼ାବାନ୍ତି ଓ ମୁଣ୍ଡ ବୁଲାଇ ହେବା ଲକ୍ଷଣ ଯୋଡ଼ିହେଲା । ଏବେ ଆଉ ୬ଟି ଲକ୍ଷଣ ଏହି ତାଲିକାରେ!-->…
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ପାଇଁ ଭିଡ଼ରେ ଫଶିଲା ଆମ୍ବୁଲାନ୍ସ
ଚେନ୍ନାଇ: କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଦେଶରେ ଏବେ ଲକ୍ଡାଉନ୍ ଲାଗୁ କରାଯାଇଛି । ତେବେ ଅତ୍ୟାବଶ୍ୟକ ସେବାକୁ କଟକଣାମୁକ୍ତ ରଖାଯାଇଛି । ଏଥିମଧ୍ୟରେ ଆମ୍ବୁଲାନ୍ସ ସେବା ମଧ୍ୟ ରହିଛି । ଆମ୍ବୁଲାନ୍ସ ଚଳାଚଳ ଉପରେ କୌଣସି କଟକଣା ରହିବ ନାହିଁ ବୋଲି ସରକାର ଘୋଷଣା କରିଛନ୍ତି;!-->…
Read More...
Read More...
ସ୍ଥିତି ସୁଧୁରୁନି: ଗୋଟିଏ ଦିନରେ ୧୩୯୬ ଆକ୍ରାନ୍ତ
ନୂଆଦିଲ୍ଲୀ: କରୋନା ନିୟନ୍ତ୍ରଣ ପାଇଁ ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉଥିଲେ ମଧ୍ୟ ସଂକ୍ରମଣକୁ ପ୍ରତିହତ କରାଯାଇ ପାରୁ ନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୧୩୯୬ ନୂଆ କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏଥିସହିତ ଆକ୍ରାନ୍ତଙ୍କ ସଂଖ୍ୟା ୨୭ ହଜାର ୮୯୨ରେ ପହଞ୍ଚିଛି । ସେହିପରି,!-->…
Read More...
Read More...
୩ ପରେ ବି ବଢ଼ିବ ଲକ୍ଡାଉନ୍ !
ନୂଆଦିଲ୍ଲୀ : ଚାଳିଶି ଦିନ ହେଲା ଲକ୍ଡାଉନ୍ରେ ଆବଦ୍ଧ ହୋଇ ରହିଥିବା ଭାରତବାସୀଙ୍କ ପାଇଁ ନିସ୍ତାର ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପକ୍ଷରୁ ଘୋଷିତ ୪୦ ଦିନିଆ ଲକ୍ଡାଉନ୍ ଅବଧି ଆସନ୍ତା ୩ ତାରିଖରେ ଶେଷ ହୋଇଯାଉଥିଲେ ମଧ୍ୟ ମହାମାରୀ କରୋନା ନିୟନ୍ତ୍ରଣ ରୋକି ହୋଇପାରୁ ନାହିଁ!-->…
Read More...
Read More...
ଲକଡାଉନରେ ଗଙ୍ଗାର ପାଣି ଏତେ ସଫା ହେଲା ଯେ ଦେଖାଯାଉଛି ତଳର ମାଟି, ଦେଖନ୍ତୁ ଭିଡିଓ
କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଭାରତରେ ୩ମଇ ଯାଏ ଲକଡାଉନ ଘୋଷଣା କରାଯାଇଛି । ପିଏମ୍ ମୋଦି ସମସ୍ତଙ୍କୁ ଘରେ ରହିବାକୁ ନିବେଦନ କରିଛନ୍ତି । ଯେଉଁଥି ପାଇଁ ଗଙ୍ଗାର ପାଣିରେ ମଧ୍ୟ ସୁଧାର ଆସିଛି । ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ଏବଂ ପର୍ଯ୍ୟବରଣ ବୋର୍ଡରୁ କହିବା ଅନୁଯାୟୀ ପୂର୍ବ!-->…
Read More...
Read More...
କରୋନା ନେଲା ପଶ୍ଚିମବଙ୍ଗ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ନିର୍ଦ୍ଦେଶକଙ୍କ ଜୀବନ
କୋଲକାତା : ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ନିର୍ଦ୍ଦେଶକଙ୍କ କରୋନାରେ ଆଜି ମୃତ୍ୟୁ ଘଟିଛି । ସେ କୋଲକାତାର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଗତ କିଛିଦିନ ତଳେ ସେ କରୋନାରେ ସଂକ୍ରମିତ ହୋଇଥିଲେ, ଏହାପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।!-->…
Read More...
Read More...
ଅନୁପ୍ରବେଶ ଅପେକ୍ଷାରେ ୩୦୦ ସନ୍ତ୍ରାସବାଦୀ
ଶ୍ରୀନଗର : ସମଗ୍ର ବିଶ୍ୱ ବର୍ତ୍ତମାନ କରୋନା ବିରୋଧରେ ଲଢ଼େଇ କରୁଥିବା ବେଳେ ପାକିସ୍ତାନ କିନ୍ତୁ ତା\'ର ଆତଙ୍କବାଦୀ କାର୍ଯ୍ୟକଳାପକୁ ଆହୁରି ବ୍ୟାପକ ଓ ଶକ୍ତିଶାଳୀ କରିବାରେ ଲାଗିପଡ଼ିଛି । ବିଶେଷ କରି ଭାରତରେ ଅସ୍ଥିରତା ସୃଷ୍ଟି କରିବା ପାଇଁ ଏହା କାଶ୍ମୀର ଭିତରକୁ ଅସଂଖ୍ୟ ଆତଙ୍କବାଦୀଙ୍କୁ!-->…
Read More...
Read More...
ଗୋଟିଏ ଦିନରେ ରେକର୍ଡ଼ ପଜିଟିଭ୍
ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଯାଇଛି । ସଂକ୍ରମଣ ପ୍ରତିହତ ହେବା ବଦଳରେ ରେକର୍ଡ଼ ସୃଷ୍ଟି କରୁଛି । କେବଳ ଗୋଟିଏ ଦିନରେ ଦେଶରେ ରେକର୍ଡ଼ ୧୯୯୦ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି । ଏହା ପୂର୍ବରୁ ୨୪ ଘଣ୍ଟା ଭିତରେ!-->…
Read More...
Read More...
ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୪ହଜାର ଡେଇଁଲା
ନୂଆଦିଲ୍ଲୀ : ଭାରତରେ କରୋନା ପ୍ରକୋପ ଥମିବାର ନାଁ ନେଉନାହିଁ । ଏହି ଭୟଙ୍କର ଭାଇରସ ସଂକ୍ରମଣରେ ଏ ପର୍ଯ୍ୟନ୍ତ ୨୪,୫୦୬ ଲୋକ ଆକ୍ରାନ୍ତ ହୋଇସାରିଲେଣି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟଙ୍କ ସୂଚନା ମୁତାବକ ଏ ପର୍ଯ୍ୟନ୍ତ ୪,୮୧୯ଜଣ ବ୍ୟକ୍ତି ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ୭୨୩ଜଣ!-->…
Read More...
Read More...