Browsing Category

ଦେଶ- ବିଦେଶ

ମେଘାଳୟ ସରକାରଙ୍କ ଅଜବ ନିଷ୍ପତ୍ତି. ଲକ୍‌ଡାଉନ୍ ବେଳେ ଖୋଲିଲା ମଦ ଦୋକାନ

ଶିଲଂ : କରୋନାକୁ ରୋକିବା ପାଇଁ ଦେଶବ୍ୟାପୀ ୨୧ ଦିନିଆ ଲକ୍ ଡାଉନ୍ ସମୟରେ ସମସ୍ତ ପ୍ରକାର କାର୍ଯ୍ୟକଳାପ ବନ୍ଦ ରହିଛି । ଏହି ସମୟରେ ମେଘାଳୟ ସରକାର ଆଜିଠାରୁ ୧୭ ତାରିଖ ପର୍ଯ୍ୟନ୍ତ ମଦ ଦୋକାନ ଏବଂ ବଣ୍ଡ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟ ସରକାର ଦେଇଥିବା ନିର୍ଦ୍ଦେଶନାମା ଅନୁଯାୟୀ
Read More...

ସାମାଜିକ ଦୂରତା ପାଳନ କରି ବାହାରିଲା ବରଯାତ୍ରୀ, ବିନା ପଣ୍ଡିତରେ ହେଲା ବାହାଘର

ଏବେ ମହାମାରୀ କରୋନାର ମୁକାବିଲା ପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହି ଅବସରରେ ମଧ୍ୟ କେତେକ ଲୋକ ନିଜ ଜୀବନକୁ ରଙ୍ଗୀନ କରିବାରେ ବ୍ୟସ୍ତ ଅଛନ୍ତି । ଏମିତି ଏକ ମାମଲା ମଧ୍ୟପ୍ରଦେଶରେ ସାମ୍ନାକୁ ଆସିଛି । ମଧ୍ୟପ୍ରଦେଶର ଶାଜାପୁରର କାଛିବାଣ୍ଡା କ୍ଷେତ୍ରରେ ରହୁଥିବା ଭାବନା ଏବଂ
Read More...

ଆମେରିକାର କରୋନା ମୃତକଙ୍କ ମଧ୍ୟରେ ୪୦ ଭାରତୀୟ

ୱାଶିଂଟନ : ଆମେରିକାରେ ବର୍ତ୍ତମାନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିସାରିଲାଣି । ମୃତ୍ୟୁସଂଖ୍ୟା ମଧ୍ୟ ଏକଲକ୍ଷ ପାଖାପାଖି । ମୃତକଙ୍କ ମଧ୍ୟରେ ୪୦ଜଣ ବାରତୀୟ ଥିବା ଜଣାପଡିଛି । ସେହିପରି ଆମେରିକାରେ ୧୫ଶହରୁ ଅଧିକ ଭାରତୀୟ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ଗୋଟିଏ ଦିନରେ
Read More...

କରୋନା ରୋଗୀ ଭାବି କର୍ମଚାରୀଙ୍କୁ ଦାହ କରିଦେଲେ

ନ୍ୟୁୟର୍କ : କରୋନା ଯୋଗୁଁ ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ଆମେରିକାରେ ଏବେ ଏକ ବିଚିତ୍ର ଓ ଅଭାବନୀୟ ଘଟଣା ଘଟିଛି । ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଉଛି । ବିଭିନ୍ନ ହସ୍ପିଟାଲରେ କୋରନାରେ ପ୍ରାଣ ହରାଇଥିବା
Read More...

ନିଆରା ଉଦାହରଣ ସୃଷ୍ଟିକଲେ ମହିଳା ପ୍ରଶାସିକା : ପ୍ରସବର ୨୨ ଦିନ ପରେ ଡ୍ୟୁଟିରେ ଯୋଗ ଦେଲେ

ଭୁବନେଶ୍ୱର: କଥାରେ କୁହାଯାଏ ଆଗେ ରାଜ କାର୍ଯ୍ୟ, ପରେ ପିତୃ କାର୍ଯ୍ୟ । କର୍ତ୍ତବ୍ୟର ଆହ୍ୱାନ ନେଇ କେତେବେଳେ କେଉଁଠି ଜଣେ ଜଣେ ବ୍ୟକ୍ତି ନିଆରା ଉଦାହରଣ ସୃଷ୍ଟି କରି ଅନ୍ୟକୁ ଆହ୍ୱାନ ଦେଇଥାନ୍ତି । ଏଭଳି ଏକ ଉଦାହରଣ ସୃଷ୍ଟି କରିଛନ୍ତି ମହିଳା ପ୍ରଶାସିକା ତଥା ଆଇଏଏସ୍ ଗୁମାଲା ଶ୍ରୀଜନ୍ ।
Read More...

କରୋନା କଥା – 4 : ବିସିଜି ଉପରେ ଭରସା !

ଚତୁର ଚାଇନିଜ୍ ଭାଇରସ୍ COVID-19 ର ସଂକ୍ରମଣ, ନିରାକରଣ ଓ ପ୍ରତିଷେଧକ ଲକ୍ଷ୍ୟରେ ଭାରତୀୟ ମୁକାବିଲା ବ୍ୟବସ୍ଥା ନେଇ ଦେଶବିଦେଶର ବିଭିନ୍ନ ଗଣମାଧ୍ୟମରେ ଅନେକ ଆଲୋଚନା ଏବେ ଦେଖିବାକୁ ମିଳୁଛି ! କିଛି ଦିନ ତଳେ ଭାରତୀୟଙ୍କ ଦ୍ଵାରା ମ୍ୟାଲେରିଆ ଚିକିତ୍ସା ଲାଗି ବ୍ୟବହୃତ ଔଷଧ
Read More...

ଲକଡାଉନରେ ଖୁବ ମଜା କରୁଛନ୍ତି ବନ୍ୟ ଜୀବଜନ୍ତୁ, ଦେଖନ୍ତୁ ଭିଡିଓ ପସନ୍ଦ ଆସିବ

ନୂଆଦିଲ୍ଲୀ : କରୋନା ଭାଇରସ ମହାମାରୀ ପାଇଁ ସାରା ବିଶ୍ୱରେ ହାହାକାର ଖେଳିଯାଇଛି । ଏହି ଭାଇରସ କାରଣରୁ ବିଶ୍ୱରରେ ପାଖାପାଖି ଏକଲକ୍ଷ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଲକ୍ଷ ଲୋକ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ସେହିପରି ଭାରତରେ ଏହି ଭାଇରାସ ପ୍ରଭାବରେ ୫ହଜାରରୁ ଅଧିକ ସଂକ୍ରମିତ
Read More...

ଇଣ୍ଟରନେଟ୍ ବ୍ୟବହାରରେ ବଡ ପରିବର୍ତ୍ତନ : ବଡବଡ ନ୍ୟୁଜ ସାଇଟକୁ ପଛରେ ପକାଇଛି ସିଡିସି

ନୂଆଦିଲ୍ଲୀ : କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପୀ ଯିବା ପରେ ଇଣ୍ଟରନେଟ୍ ବ୍ୟବହାର କ୍ଷେତ୍ରରେ ଆଶ୍ଚର୍ଯ୍ୟଜନକ ପରିବର୍ତ୍ତନ ଦେଖିବାକୁ ମିଳିଛି । ଲୋକପ୍ରିୟତା କ୍ଷେତ୍ରରେ ଆମେରିକାର ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ ପ୍ରୋବେସନ (ସିଡିସି) ସବୁଠୁ ଆଗରେ ରହିଛି । ଏପରିକି ବିଶ୍ୱର
Read More...

ମୋଟା ଲୋକଙ୍କୁ କରୋନା ସଂକ୍ରମଣ ଆଶଙ୍କା ଅଧିକ

ନୂଆଦିଲ୍ଲୀ : ମୋଟା ଲୋକମାନଙ୍କୁ କରୋନା ଭାଇରସ ଖୁବଶୀଘ୍ର ବା ସହଜରେ ସଂକ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଥାଏ । ଏକଥା କହିଛନ୍ତି ଫ୍ରାନ୍ସର କେତେକ ବିଖ୍ୟାତ ବିଶେଷଜ୍ଞ । ସେମାନେ କହିଛନ୍ତି ଯେ, ମୋଟା ଲୋକମାନଙ୍କ ଦେହରେ ପ୍ରତିରୋଧକ ଶକ୍ତି କମ୍ ଥାଏ । ସେମାନେ ରକ୍ତଚାପ ଓ ଶ୍ୱାସରୋଗ ଭଳି
Read More...

ସାଉଦୀ ରାଜପରିବାରର ୧୫୦ ସଦସ୍ୟ କରୋନା ଆକ୍ରାନ୍ତ

ରିଆଦ: ଅନ୍ୟ ଦେଶଗୁଡିକ ଭଳି ସାଉଦୀ ଆରବରେ ମଧ୍ୟ କରୋନାର ପ୍ରକୋପ ଦେଖିବାକୁ ମିଳିଛି । ଏହି ଦେଶରେ ବର୍ତ୍ତମାନ ସୁଦ୍ଧା ୨୯୩୨ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । କରୋନାରେ ୪୧ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୧୫ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ତେବେ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି
Read More...