Browsing Category

ଦେଶ- ବିଦେଶ

ହ୍ୱାଟସ୍‌ଆପ୍‌ରେ ଲାଗିଲା ନୂଆ ନିୟମ

କରୋନା ଭଳି ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ହ୍ୱାଟସ୍‌ଆପ୍ ଜରିଆରେ କେତେକ ଖଳ ପ୍ରକୃତିର ଲୋକ ମିଥ୍ୟା ଖବର, ଗୁଜବ ଆଦି ବିଭିନ୍ନ ଆଡକୁ ପ୍ରସାରିତ କରି ଭ୍ରମ ସୃଷ୍ଟି କରୁଛନ୍ତି । ଏହାକୁ ନଜରରେ ରଖି ହ୍ୱାଟସ ଆପ୍‌ର ପୂର୍ବ ନିୟମକୁ ଭଙ୍ଗ କରି ନୂତନ ନିୟମ ପ୍ରଣୟନ କରିଛି
Read More...

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କଲେ ପି ଚିଦାମ୍ବରମ

ନୂଆଦିଲ୍ଲୀ :କୋଭିଡ୍‌-୧୯ ଭାଇରସ୍‌ ମୁକାବିଲା ନେଇ ସରକାରଙ୍କ ସମସ୍ତ ପ୍ରୟାସକୁ ସମର୍ଥନ ଦେବବୋଲି ପୂର୍ବରୁ କଂଗ୍ରେସ କହି ସାରିଛି । ଏମିତିରେ ସୋମବାର କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ ପ୍ରଧାନମନ୍ତ୍ରୀଙ୍କଦ୍ୱାରା କରୋନା ମହାମାରୀକୁ ନେଇ ଗତ ଦିନରେ ବିରୋଧୀ ଦଳ ନେତାଙ୍କ ସହ
Read More...

ଜାଣନ୍ତୁ କେତେ ଦରମା ପାଆନ୍ତି ଆମର ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି, ବେତନ କଟିବା ପରେ ସରକାରଙ୍କୁ କେତେ ମିଳିବ ଫାଇଦା

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିପାରେ ଲାଗିଥିବା ବେଳେ ମୃତ୍ୟୁସଂଖ୍ୟା ଆଜି ୧୧୪ରେ ପହଞ୍ଚିଛି । ୨୧ଦିନର ଲକଡାଉନ, ବ୍ୟବସାୟ-ବାଣିଜ୍ୟ କାରବାର ବନ୍ଦ କରିବା ପରେ କେନ୍ଦ୍ର ସରକାର ଆଉ ବଡ ନିଷ୍ପତ୍ତି ନେଇଛନ୍ତି । ନିଷ୍ପତ୍ତି ଅନୁଯାୟୀ ଲୋକସଭା ଓ ରାଜ୍ୟସଭାର ସମସ୍ତ
Read More...

ଆଇସିୟୁକୁ ଗଲେ ବୋରିସ୍ ଜନସନ୍‌

ଲଣ୍ଡନ: କରୋନା ମହାମାରୀରେ ସଂକ୍ରମିତ ହୋଇଥିବା ବ୍ରିଟିଶ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନଙ୍କଠାରେପୁଣି ଥରେ କରୋନା ଭାଇରସ୍ ଲକ୍ଷଣ ଦେଖାଯିବା ପରେ ଗତକାଲିଠାରୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ଭର୍ତ୍ତି
Read More...

ଉତ୍ତକୋରିଆକୁ କରୋନା ଭୂତାଣୁ ସଂକ୍ରମିତ ନହେବା ନେଇ ଉଠିଲାଣି ପ୍ରଶ୍ନ

ଲଣ୍ଡନ : ପଡ଼ୋଶୀ ରାଷ୍ଟ୍ର ଚୀନ୍ କରୋନାର ଉତ୍ପତ୍ତିସ୍ଥଳ ହୋଇଥିଲାବେଳେ ଏହି ଭୂତାଣୁ କିପରି ଉତ୍ତର-କୋରିଆକୁ ସଂକ୍ରମିତ ନହେଲା ସେଥିନେଇ ବିଶେଷଜ୍ଞ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସିଓଲର ଜଣେ ଗବେଷକ ରାଚେଲ ମିନୟୋଙ୍ଗ କହିଛନ୍ତି, ଉତ୍ତର-କୋରିଆରେ କରୋନା ସଂକ୍ରମଣ ନହେବା ଆଶ୍ଚର୍ଯ୍ୟର
Read More...

ପ୍ରଥମ ଥର ପାଇଁ ଭିଡିଓ କନଫରେନ୍ସିଂରେ କ୍ୟାବିନେଟ ବୈଠକ : ବର୍ଷେ ପର୍ଯ୍ୟନ୍ତ ରାଷ୍ଟ୍ରପତି,ପ୍ରଧାନମନ୍ତ୍ରୀ ଓ…

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବନେଟ ବୈଠକରେ କରୋନା ପରିସ୍ଥିତି ଦୃଷ୍ଟିରୁ କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ନିଷ୍ପତ୍ତି ଅନୁସାରେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ,
Read More...

୨୦ ନିୟୁତ ମାସ୍କ ବାଣ୍ଟିବ “ଆପଲ୍‌’

ନ୍ୟୁୟର୍କ: ସମଗ୍ର ବିଶ୍ୱରେ କରୋନା ରୋଗୀଙ୍କ ସଂଖ୍ୟା ଏବଂ ମୃତକଙ୍କ ସଂଖ୍ୟା ବଢୁଥିବାରୁ ମାସ୍କ ବ୍ୟବହାର ଏବଂ ସାମାଜିକ ଦୂରତା ରକ୍ଷା ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ତେବେ ଚାହିଦା ଅନୁସାରେ ମାସ୍କ ଯୋଗାଇ ଦିଆଯିବା ସମ୍ଭବ ହେଉନାହିଁ । ଏଥିପାଇଁ ବିଭିନ୍ନ ଦେଶର ସରକାର ବଡବଡ କଂପନୀ
Read More...

ଗୋଟିଏ ହସ୍ପିଟାଲରେ ୨୬ନର୍ସ ଓ ଏକାଧିକ ଡାକ୍ତର କରୋନା ଆକ୍ରାନ୍ତ

ମୁମ୍ବାଇ ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ବେଳେ ଡାକ୍ତରଖାନାଗୁଡିକରେ ମଧ୍ୟ ସ୍ୱାସ୍ଥ୍ୟ କର୍ମୀ ଓ କର୍ମଚାରୀମାନେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି । ଏହାର ଉଦାହରଣ ଗତ କିଛି ଦିନ ମଧ୍ୟରେ ଦେଖିବାକୁ ମିଳିଛି । ମୁମ୍ବାଇରେ ଥିବା କେବଳ ଗୋଟିଏ ହସ୍ପିଟାଲରେ ୨୬ଜଣ ନର୍ସ ଓ ଏକାଧିକ
Read More...

ଘରକୁ ଫେରିବେ କନିକା

ମୁମ୍ବାଇ: ମହାମାରୀ କରୋନାରେ ଆକ୍ରାନ୍ତ ହୋଇଥିବା କନିକା କପୁରଙ୍କ ଷଷ୍ଠଥର ରକ୍ତ ନମୂନା ନେଗେଟିଭ୍ ବାହାରିଥିବାରୁ ସେ ବର୍ତ୍ତମାନ ଘରକୁ ପ୍ରତ୍ୟାବର୍ତ୍ତନ କରିପାରିବେ ବୋଲି ଡାକ୍ତରଙ୍କ ସୂତ୍ରରୁ ଜଣାପଡ଼ିଛି । ଗତକାଲି ନିଜେ କନିକା ନିଜ ପରିବାର ସହ ସମୟ ବିତାଇବା ପାଇଁ ଟୁଇଟ୍ କରିଥିବା
Read More...

ଅପ୍ରେଲ୍ ୮ରେ ଦେଖନ୍ତୁ ସୁପର ପିଙ୍କ୍ ମୁନ୍‌

ନୂଆଦିଲ୍ଲୀ: ଆମେ ସମସ୍ତେ ସୁପର ମୁନ୍‌କୁ ଦେଖିଛେ । କିନ୍ତୁ ଆସନ୍ତା ୮ ତାରିଖରେ ସୁପର ପିଙ୍କ୍ ମୁନ୍‌କୁ ସମେସ୍ତ ଦେଖିବା । ଆଷ୍ଟ୍ରୋନମରମାନଙ୍କ କହିବା କଥା ଏହିଦିନ ଏହି ସୁପର ପିଙ୍କ୍ ମୁନ୍ ପୃଥିବୀ ନିକଟବର୍ତ୍ତୀ ହେବ । ଏହି ଦିନ ଅନ୍ୟ ଦିନମାନଙ୍କଠାରୁ ୩୦ ପ୍ରତିଶତ ବଡ଼ ଦେଖାଯିବ ।
Read More...