Browsing Category

ଦେଶ- ବିଦେଶ

ଏସିଆର ସବୁଠାରୁ ସ୍ୱଚ୍ଛ ଗାଁ ଭାରତରେ, ଏଠାରେ ସାକ୍ଷରତା ହାର ଶତ ପ୍ରତିଶତ

ଆମ ଦେଶ ସଫାସୁତୁରା ମାମଲାରେ ବହୁତ ପଛରେ କିନ୍ତୁ ଆମ ଦେଶରେ ଏଭଳି ଏକ ଗାଁ ଅଛି ଯାହାକି ଏସିଆର ସବୁଠାରୁ ସଫାସୁତୁରା ଗାଁ । ଏହି ଗାଁକୁ ଭଗବାନଙ୍କ ନିଜ ବଗିଚା ବୋଲି କୁହାଯାଏ । ମାବଲ୍ୟାନ୍ନଗ ହିଲ୍ସ ଜିଲ୍ଲାର ଏହି ଗାଁ ମେଘାଳୟର ସିଲଙ୍ଗ ଏବଂ ଭାରତ-ବାଂଲାଦେଶ ବର୍ଡରରୁ ୯୦ କିଲୋମିଟର
Read More...

ପିଏମ୍ ମୋଦି ସେୟାର କଲେ ଯୋଗାସନର ଭିଡିଓ, କହିଲେ ଏଥିରେ ସ୍ୱାସ୍ଥ୍ୟ ଓ ମନ ରହିବ ପ୍ରସନ୍ନ

ନୂଆଦିଲ୍ଲୀ : କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଦେଶରେ ଲକଡାଉନ ଘୋଷଣା କରାଯାଇଛି । ଏହି ସମୟରେ ଲୋକମାନେ କିପରି ଫିଟ୍ ରହିପାରିବେ ସେହିଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଦିନ ଯୋଗାସନର ଏକ ଭିଡିଓ ସୋସିଆଲ ସାଇଟ୍ ସେୟାର କରିଛନ୍ତି ।
Read More...

ପିସିଆର୍ ପାଲଟିଲା ଆମ୍ବୁଲାନ୍ସ

ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁଁ ସାରା ଦେଶ ଲକ୍‌ଡାଉନ୍‌ରେ ଥିଲା ବେଳେ ଦିଲ୍ଲୀରେ ଜଣେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ସାହାଯ୍ୟର ହାତ ବଢ଼ାଇଛି ଦିଲ୍ଲୀ ପିସିଆର୍ ଭ୍ୟାନ୍ । ସୂଚନାଯୋଗ୍ୟ, ଦିଲ୍ଲୀ ମୈଦାନ ଗରି ଅଞ୍ଚଳର ଜଣେ ମହିଳା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା
Read More...

ଶହେ ପ୍ରତିଶତ କରଜ ଟଙ୍କା ଦେବେ ମାଲ୍ୟା

ଲଣ୍ଡନ: କରୋନା ଭାଇରସ୍ ଭଳି ମାରାତ୍ମକ ମହାମାରୀରେ ସାରା ବିଶ୍ୱ କବଳିତ ଥିବା ବେଳେ ସମସ୍ତ ଦେଶ ସାହାଯ୍ୟର ହାତ ପତାଇଛନ୍ତି । ଆହୁରି ମଧ୍ୟ ଶିଳ୍ପପତିମାନଙ୍କ ଠାରୁ ସାହାଯ୍ୟ ରାଶି ପାଉଛନ୍ତି । କିନ୍ତୁ ଏତିକି ବେଳେ ଭାରତରୁ ବିଭିନ୍ନ ବ୍ୟାଙ୍କରୁ ଋଣ କରି ହଜାର ହଜାର କୋଟି ଖିଲାପ କରି
Read More...

ପୁଣି ନିବେଦନ କଲେ କେଜ୍ରିୱାଲା : ଘରେ ରୁହନ୍ତୁ,ଗୀତା ପଢ଼ନ୍ତୁ

ନୂଆଦିଲ୍ଲୀ : କରୋନା ପାଇଁ ୨୧ ଦିନିଆ ଲକ୍‌ଡାଉନ୍‌ରେ ବନ୍ଦୀ ଅବସ୍ଥାରେ ଥିବା ଜନସାଧାରଣଙ୍କୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ପୁଣିଥରେ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ, ଆପଣ ଯେଉଁଠାରେ ଅଛନ୍ତି ସେହିଠାରେ ରୁହନ୍ତୁ । ଯଦି ବାହାରକୁ ବାହାରି ବୁଲାବୁଲି କରିବେ, ବିନା
Read More...

ସଲମାନଙ୍କ ଭଣଜାଙ୍କ ମୃତ୍ୟୁ

କୋଲକାତା: ଗତକାଲି ବଲିଉଡ୍‌ର ସୁପରଷ୍ଟାର ସଲମନ୍ ଖାଁନ୍ ୨୫ ହଜାର ଅଭିନେତା/ଅଭିନେତ୍ରୀଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇ ଖୁସି ମନାଉଥିବା ବେଳେ ଆଜି ତାଙ୍କ ନିଜ ପାଇଁ ଏକ ଦୁଃଖଦ ସମୟ ପଡ଼ିଛି । ଗତକାଲିର ଖୁସି ଆଜି ପାଣି ଫୋଟକା ଭଳି ଉଭେଇ ଯାଇଛି । ଖବରରରୁ ପ୍ରକାଶ ଯେ, ସଲମାନ୍ ଖାଁଙ୍କ
Read More...

ଜାପାନର ମନୋରଂଜନ ଦୁନିଆରେ କରୋନା ଲଗାଇଲା ଦାଗ

ଟୋକିଓ୍‌: ସାରା ବିଶ୍ୱରେ କରୋନା ବିରୋଧରେ ଲଢ଼େଇ ଜାରି ରହିଛି । ଏହା ଆଜିସୁଦ୍ଧା ୩୩ ହଜାରରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଥିବା ବେଳେ ସାଢ଼େ ସାତ ଲକ୍ଷରୁ ଊର୍ଦ୍ଧ୍ୱ ବ୍ୟକ୍ତି ଏଥିରେ ଆକ୍ରାନ୍ତ ହୋଇ ଚିିକତ୍ସିତ ହେଉଛନ୍ତି । ଏହି ମହାମାରୀ ଭଳି କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇ
Read More...

କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ :ଶ୍ରମିକଙ୍କ ପାଇଁ କ’ଣ କରିଛ ଜଣାଅ

ନୂଆଦିଲ୍ଲୀ : ଦେଶରେ ବର୍ତ୍ତମାନ ପ୍ରବାସୀ ଶ୍ରମିକମାନଙ୍କୁ ନେଇ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି । ଶ୍ରମିକମାନେ ନିଜ ରାଜ୍ୟକୁ ଫେରିଯିବାକୁ ଚାହୁଁଥିବା ବେଳେ ସଂପୃକ୍ତ ରାଜ୍ୟଗୁଡିକ ସୀମା ସିଲ୍ କରିଦେଇଛନ୍ତି । ତେବେ ଅଟକି ଥିବା ଶ୍ରମିକମାନଙ୍କ ରହିବା ଓ ଖାଇବା ଲାଗି ବ୍ୟବସ୍ଥା ଠିକ୍
Read More...

ତୃତୀୟ ଷ୍ଟେଜରେ ପହଞ୍ଚିନି ଭାରତ, କରୋନା ମୁକାବିଲା ୧୦ଟି କମିଟି ଗଠନ କଲେ ପିଏମ୍‌

ନୂଆଦିଲ୍ଲୀ: ଭାରତରେ କରୋନା ଭାଇରସ୍ ସଂକ୍ରମଣ ସ୍ଥିତି ଏବେବି ନିୟନ୍ତ୍ରଣ ଅବସ୍ଥାରେ ରହିଛି । ଏହା ତୃତୀୟ ଷ୍ଟେଜରେ ପହଞ୍ଚିନାହିଁ । ଅର୍ଥାତ୍ ଦ୍ୱିତୀୟ ପର୍ଯ୍ୟାୟରେ ସୀମିତ ରହିଛି । ଗୋଷ୍ଠୀ ସଂକ୍ରମଣକୁ ହିଁ ତୃତୀୟ ଷ୍ଟେଜ୍ ବୁଝାଯାଏ । ସେହି ଷ୍ଟେଜକୁ ଯେପରି ଦେଶ ନ ଯିବ, ସେଥିଲାଗି
Read More...

ସିରିଏଲ୍ ଅଭିନେତା ଓ ଅଭିନେତ୍ରୀଙ୍କ ପାଇଁ ସାହାଯ୍ୟର ହାତ ବଢ଼ାଇଲେ ସଲମନ୍‌

ନୂଆଦିଲ୍ଲୀ : ସାରା ବିଶ୍ୱରେ କରୋନା ରୂପକ ଭୂତାଣୁ ଯୋଗୁଁ ହଜାର ହଜାର ଲୋକ ପ୍ରାଣ ହରାଇଲେଣି । ଏହାକୁ ଦୃଷ୍ଟିରେ ରଖି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସାରା ଭାରତକୁ ୨୧ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କରିଛନ୍ତି । ଏହି ଲକ୍ ଡାଉନ୍ ସମୟରେ ଟିଭିରେ କୌଣସି ସିରିଏଲ୍ ମଧ୍ୟ ପ୍ରସାର
Read More...