Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଲକଡାଉନ୍ ଉପରେ ମତ ରଖିଲେ ଚିଦାମ୍ବରମ୍
ନୂଆଦିଲ୍ଲୀ:କୋଭିଡ୍-୧୯ର ସଂକ୍ରମଣକୁ ରୋକିବା ଉଦ୍ଦେଶ୍ୟରେ ସରକାର ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରିଥିଲେ । ଏବେ ଏହାର ଅବଧି ଏପ୍ରିଲ ୧୪ରେ ଶେଷ ହେବାକୁ ଯାଉଛି । ଲକଡାଉନ୍ ଅବଧି ବଢିବ କି ନାହିଁ ତାକୁ ନେଇ ସମଗ୍ର ଦେଶରେ କଳ୍ପନା ଜଳ୍ପନା ଜାରି ରହିଛି । ଏହି ତାଲାବନ୍ଦୀକୁ ଆଗକୁ!-->…
Read More...
Read More...
କରୋନାର ସମ୍ଭାବ୍ୟ ପ୍ରଭାବ ନେଇ ଆକଳନ : ୪୦କୋଟି ଭାରତୀୟ ଦାରିଦ୍ର୍ୟରେ ଫଶିବେ
ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ମହାମାରୀ କରୋନା ଯୋଗୁଁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି । ବିଶ୍ୱର ଆର୍ଥିକ ବ୍ୟବସ୍ଥା ଭୁଷୁଡିବାକୁ ବସିଲାଣି । କରୋନା ଭାଇରସ ସଂକ୍ରମଣ ପ୍ରଭାବରେ ବିଶ୍ୱର ବହୁ ସରକାରୀ ଓ ବେସରକାରୀ ସଂସ୍ଥା ବନ୍ଦ ହୋଇଯାଇଛି । ସେହିପରି କଂପାନୀ ମଧ୍ୟ ସେମାନଙ୍କ!-->…
Read More...
Read More...
ଡାକ୍ତରଙ୍କ ପୋଷାକ ପିନ୍ଧି ଡ୍ୟୁଟି କରୁଛନ୍ତି ପୁଲିସ
ଭୋପାଳ: କୋରନାର ମୁକାବିଲା ପାଇଁ ଆଗ ଧାଡିରେ ରହି ଯୁଦ୍ଧ କରୁଥିବା ଲୋକମାନଙ୍କ ମଧ୍ୟରେ ଡାକ୍ତର ଓ ପୁଲିସ ରହିଛନ୍ତି । ପୁଲିସ କର୍ମଚାରୀମାନେ ସାମାଜିକ ଦୂରତା ରକ୍ଷା ଓ ଲୋକମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ଅହରହ ସଂଗ୍ରାମ କରୁଛନ୍ତି । ତେବେ ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ!-->…
Read More...
Read More...
ନବଜାତ ଶିଶୁଙ୍କ ନା “କରୋନା, ଲକଡାଉନ ଓ କୋଭିଡ୍’
କୋଲକତା: ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ସମୟ ଚାଲିଛି । ସଂକ୍ରମଣର ମୁକାବିଲା ପାଇଁ ଲକଡାଉନ ଲାଗୁ କରାଯାଇଛି । ଲୋକମାନେ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ବ୍ୟସ୍ତ ହୋଇଥିବା ବେଳେ ଆଉ କିଛି ଲୋକ ସେମାନଙ୍କ ନବଜାତ ଶିଶୁଙ୍କର ନାମକରଣ ନେଇ ଖୁବ ଚର୍ଚ୍ଚାରେ । ଏହି କରୋନା ଓ ଲକଡାଉନ ସମୟକୁ!-->…
Read More...
Read More...
କରୋନା କଥା – 3 : ୱୁହାନ୍ ଲକଡାଉନ ଫର୍ମୁଲା!
ମାରାତ୍ମକ ଚାଇନିଜ୍ ଭାଇରସ୍ କରୋନା ମହାମାରୀ COVID-19 ର ଉତ୍ପତ୍ତି ସହର ଚାଇନାର ୱୁହାନ୍ ବୋଲି ସମସ୍ତେ ଜାଣନ୍ତି ! କରୋନା ପାଇଁ କୁଖ୍ୟାତ ଓ ଚାଇନାର ପ୍ରମୁଖ ସହରମାନଙ୍କ ଭିତରେ ଅନ୍ୟତମ ୱୁହାନ୍ ରେ ଗତ ଏପ୍ରିଲ୍ 8, 2020ରୁ 11 ନିୟୁତ ବାସିନ୍ଦା 76 ଦିନ ପାଇଁ ଘରେ ବନ୍ଦ ରହିବା ପରେ ଗତ!-->…
Read More...
Read More...
ଭାରତର ବୟୋଜ୍ୟେଷ୍ଠ ଦମ୍ପତି କରୋନା ରୋଗରୁ ମୁକ୍ତ ହେଲେ
ଥିରୁବନନ୍ତପୁରମ: କଥାରେ ଅଛି ଭଗବାନ ଯାହାକୁ ରକ୍ଷା କରନ୍ତି ତାଙ୍କୁ କେହି ମାରିପାରିବେ ନାହିଁ । ଆଜି ତାହାର ଅବିକଳ କଥା କେରଳରେ ଦେଖିବାକୁ ମିଳିଛି । କରୋନା ରୋଗରେ ପୀଡ଼ିତ ୯୩ ବର୍ଷୀୟ ସ୍ୱାମୀ ଥୋମାସ ଓ ୮୮ ବର୍ଷୀୟା ପତ୍ନୀ ମାରିମ୍ମା ଏହି ମହାମାରୀ ରୂପକ କରୋନାରୁ ମୁକ୍ତି ପାଇଁ ନିଜ!-->…
Read More...
Read More...
ମୋଦିଙ୍କ କଥା ରଖିଲେ ଷ୍ଟିଫାନ୍
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ସ୍ୱିଡେନ ପ୍ରଧାନମନ୍ତ୍ରୀ ଷ୍ଟିଫାନ ଲୋଫଭେନଙ୍କ ସହ ଟେଲିଫୋନ ଯୋଗେ ବାର୍ତାଳାପ କରିଛନ୍ତି । ଉଭୟ ନେତା କରୋନା ମାହାମାରୀ ନେଇ ନିଜ ନିଜ ଦେଶରେ ନିଆଯାଉଥିବା ପଦକ୍ଷେପଗୁଡିକ ସମ୍ପର୍କରେ ଆଲୋଚନା କରିଥିଲେ ।ଏହି ଅବସରରେ ସେମାନେ ବୈଶ୍ୱିକ!-->…
Read More...
Read More...
ଲକଡାଉନ ଅବଧି ବଢାଇବା ନିଷ୍ପତ୍ତି ହୋଇନାହିଁ
ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମଣରେ ବର୍ତ୍ତମାନ ସୁଦ୍ଧା ରୋଗୀଙ୍କ ସଂଖ୍ୟା ୪ହଜାର ୪ଶହ ୨୧ ଅତିକ୍ରମ କରିସାରିଥିବା ବେଳେ ମୃତକଙ୍କ ସଂଖ୍ୟା ୧୧୪ ଟପିଛି । ରୋଗୀ ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବାରୁ ପ୍ରାୟ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଂଚଳ ଲକଡାଉନ ଅବଧି ବଢାଇବା ପାଇଁ!-->…
Read More...
Read More...
ବିଭିନ୍ନ ଦେଶକୁ ପାରାସିଟାମଲ ପଠାଇବ ଭାରତ : କେନ୍ଦ୍ରର ନିଷ୍ପତ୍ତିକୁ ବିରୋଧୀଙ୍କ ସମାଲୋଚନା
ନୂଆଦିଲ୍ଲୀ : ଦେଶରେ କରୋନା ରୋଗୀ ଓ ମୃତକଙ୍କ ସଂଖ୍ୟା ବଢୁଥିବା ବେଳେ ଭାରତ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଭାରତ ସରକାର କରୋନାର ମୁକାବିଲା ପାଇଁ ବିଭିନ୍ନ ଦେଶକୁ ମ୍ୟାଲେରିଆ ନିରାକରଣ ପାଇଁ ବ୍ୟବହୃତ ଔଷଧ ଯୋଗାଇ ଦେବ । ଏହି ଔଷଧ ଗୁଡିକ ମଧ୍ୟରେ ପାରାସିଟାମଲ ଓ!-->…
Read More...
Read More...
ହ୍ୱାଟସ୍ଆପ୍ରେ ଲାଗିଲା ନୂଆ ନିୟମ
କରୋନା ଭଳି ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ହ୍ୱାଟସ୍ଆପ୍ ଜରିଆରେ କେତେକ ଖଳ ପ୍ରକୃତିର ଲୋକ ମିଥ୍ୟା ଖବର, ଗୁଜବ ଆଦି ବିଭିନ୍ନ ଆଡକୁ ପ୍ରସାରିତ କରି ଭ୍ରମ ସୃଷ୍ଟି କରୁଛନ୍ତି । ଏହାକୁ ନଜରରେ ରଖି ହ୍ୱାଟସ ଆପ୍ର ପୂର୍ବ ନିୟମକୁ ଭଙ୍ଗ କରି ନୂତନ ନିୟମ ପ୍ରଣୟନ କରିଛି!-->…
Read More...
Read More...