Sign in
Sign in
Recover your password.
A password will be e-mailed to you.
Browsing Category
ଦେଶ- ବିଦେଶ
ଲଗାଣ ବର୍ଷାରେ ଭୁଶୁଡିଲା କାନ୍ଥ;୧୨ମୃତ
ଲକ୍ଷେ୍ନø,୧୬/୯ : ଉତ୍ତର ପ୍ରଦେଶରେ ଆଜି ଘଟିଛି ଏକ ଅତି ଦୁଃଖଦ ଘଟଣା । ଲଗାଣ ଓ ମୂଷଳଧାରାରେ ବର୍ଷାରେ କାନ୍ଥ ଭୁଶୁଡ଼ି ୧୨ ଜଣଙ୍କର ମୃତ୍ୟୁ ଘଟିଛି । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ଅଛନ୍ତି । ଦୀର୍ଘ ସମୟର ଉଦ୍ୟମ ପରେ ଉଦ୍ଧାର କାର୍ଯ୍ୟ ପ୍ରାୟ!-->…
Read More...
Read More...
ଏସିଓ ଶିଖର ସମ୍ମିଳନୀରେ ମୋଦୀଙ୍କ ଅଭିଭାଷଣ :
ଭାରତ ହେବ ବିଶ୍ୱର ସର୍ବବୃହତ ଉତ୍ପାଦନ ହବ
ନୂଆଦିଲ୍ଲୀ,୧୬/୯ : ପାରସ୍ପରିକ ସହଯୋଗ ଯେତେ ବ୍ୟାପକ,ସୁଦୃଢ ଓ ସକରାତ୍ମକ ହେବ,ସଂପର୍କ ସେତିକି ଉନ୍ନତ ହେବ ଏବଂ ବିକାଶ ସମୃଦ୍ଧ ହେବ । ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଏକ ଗୁରୁତ୍ୱପୂର୍ଣ୍ଣ ସଙ୍ଗଠନ । ସଦସ୍ୟ ରାଷ୍ଟ୍ରମାନଙ୍କ ମଧ୍ୟରେ ସହଯୋଗ ଆହୁରି ସୁଦୃଢ ହେଉ ବୋଲି ଭାରତ ଚାହେଁ ।!-->…
Read More...
Read More...
ଭୁଶୁଡ଼ିଲା କାନ୍ଥ, ୯ ମୃତ
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲକ୍ଷ୍ନୌ ଅନ୍ତର୍ଗତ ଦିଲକୁଶା ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୯ ଜଣଙ୍କ ଜୀବନ ଯାଇଛି। ସେହିପରି ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଏକାଧିକ ମହିଳା ଓ ଶିଶୁ ରହିଥିବା ଜଣାପଡ଼ିଛି।ଉତ୍ତର ପ୍ରଦେଶର ବିଭିନ୍ନ ସ୍ଥାନରେ ଗତ ୨୪!-->…
Read More...
Read More...
ଭାରତ ଆୟୋଜନ କରିବ ଜି-୨୦ ଶିଖର ସମ୍ମିଳନୀ
ନୂଆଦିଲ୍ଲୀ : ଆସନ୍ତାବର୍ଷ ଭାରତ ଜି-୨୦ ନେତାମାନଙ୍କର ଶିଖର ସମ୍ମିଳନୀ ଆୟୋଜନ କରିବ । ଚଳିତବର୍ଷ ଡିସେମ୍ବର ପହିଲାରୁ ଏହା ଜି-୨୦ର ଅଧ୍ୟକ୍ଷ ଦାୟିତ୍ୱ ବହନ କରିବ । ଭାରତ ସରକାର କରିଥିବା ଘୋଷଣା ଅନୁସାରେ, ଡିସେମ୍ବର ୧, ୨୦୨୨ରୁ ନଭେମ୍ବର ୩୦, ୨୦୨୩ ପର୍ଯ୍ୟନ୍ତ ଭାରତ ହାତରେ ରହିବ ୧୯ଟି!-->…
Read More...
Read More...
ରୁଷ ରାଷ୍ଟ୍ରପତିଙ୍କୁ ହତ୍ୟା ଉଦ୍ୟମ
ମସ୍କୋ: ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉପରେ ଏକ ହତ୍ୟା ଉଦ୍ୟମ ହୋଇଥିଲା । ତେବେ ସେଥିରୁ ସେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ତେବେ ଏହି ପ୍ରୟାସ କେବେ ହୋଇଥିଲା ତାହା କିନ୍ତୁ ଜଣା ପଡିନାହିଁ । ଚଳିତ ବର୍ଷ ଫେବ୍ରୁଆରିରେ ରୁଷିଆ ୟୁକ୍ରେନ ଉପରେ ଆକ୍ରମଣ କରିବା ପରଠାରୁ ରୁଷ!-->…
Read More...
Read More...
ସୁପ୍ରିମକୋର୍ଟରେ ପ୍ରଥମ ଘଟଣା :
ସିଜେଆଇଙ୍କ ମାମଲା ତାଲିକାଭୁକ୍ତି ବ୍ୟବସ୍ଥାକୁ ବେଞ୍ଚଙ୍କ ସମାଲୋଚନା
ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଇତିହାସରେ ଏକ ବିରଳ ଘଟଣା ଘଟିଛି । ପ୍ରଧାନ ବିଚାରପତି ଜଷ୍ଟିସ ୟୁୟୁ ଲଳିତଙ୍କ ଦ୍ୱାରା ହୋଇଥିବା ମାମଲାଗୁଡ଼ିକର ତାଲିକାକରଣ ବା ଲିଷ୍ଟିଂ ବ୍ୟବସ୍ଥାକୁ ବିରୋଧ କରିଛନ୍ତି କୋର୍ଟର ଏକ ଦୁଇ ଜଣିଆ ବେଞ୍ଚ । ଏନେଇ ବେଞ୍ଚ କଡ଼ା ସମାଲୋଚନା କରିଛନ୍ତି । ଏ ଘଟଣା ଏବେ!-->…
Read More...
Read More...
ଉଡ଼ାଣ ପୂର୍ବରୁ ବିମାନରେ ଲାଗିଗଲା ନିଆଁ
ନୂଆଦିଲ୍ଲୀ: ଆଜି ଏକ ବିମାନ ଉଡ଼ାଣ ପୂର୍ବରୁ ସେଥିରେ ନିଆଁ ଲାଗିଯାଇଥିଲା । ତେବେ ଯାତ୍ରୀମାନଙ୍କର କୌଣସି କ୍ଷତି ହୋଇନାହିଁ । ମସ୍କଟରୁ କୋଚିନ ଆସିବାକୁ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନରେ ଏହି ଦୁର୍ଘଟଣା ଘଟିଛି । ଧୂଆଁ ବାହାରିବା ପରେ ବିମାନ ଉଡାଣ ବାତିଲ କରାଯାଇଛି । ଉଡାଣ ୩!-->…
Read More...
Read More...
ଲିଫ୍ଟ ଭୁଶୁଡ଼ି ୮ ଶ୍ରମିକ ମୃତ
ଅହମ୍ମଦାବାଦ : ଅହମ୍ମଦାବାଦରେ ଏକ ନିର୍ମାଣାଧୀନ କୋଠାର ଲିଫ୍ଟ ଭାଙ୍ଗିଯିବାରୁ ୮ ଜଣଙ୍କର ମୃତ୍ୟୁ ହୋଇଛି । ପୋଲିସର ସୂଚନା ମୁତାବକ ସମସ୍ତ ମୃତକ ସେଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଏହି ଦୁର୍ଘଟଣା ଆଜି ସକାଳେ ଏଠାରେ କୋଠାର କାମ ଚାଲୁଥିବା ବେଳେ ଶ୍ରମିକମାନେ ଲିଫ୍ଟ ସହାୟତାରେ!-->…
Read More...
Read More...
ମହାରାଣୀଙ୍କ ଅନ୍ତିମ ସଂସ୍କାର କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଲଣ୍ଡନ : ବ୍ରିଟେନର ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କର ଆସନ୍ତା ୧୯ ତାରିଖରେ ଶେଷକୃତ୍ୟ ହେବ । ସେଥିରେ ତାଙ୍କ ପରିବାର ସମେତ ରାଜନେତା ଏବଂ ବିଶ୍ୱ ନେତୃବୃନ୍ଦ ଯୋଗଦେବେ । ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବ୍ରିଟେନ ଗସ୍ତ!-->…
Read More...
Read More...
ଖାଇକୁ ଖସିଲା ବସ୍ ; ୧୧ ମୃତ, ୮ ଆହତ
ଜାମ୍ମୁ : ଜାମ୍ମୁ କାଶ୍ମୀରର ପୁଞ୍ଚ ଜିଲ୍ଲାର ବାରି ନିକଟରେ ଗଭୀର ଖାଇକୁ ଏକ ବସ୍ ଖସିଯିବା ଫଳରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ରୁ ଅଧିକ ଯାତ୍ରୀ ଆହତ ହୋଇଥିବା ଜଣାପଡିଛି । ବସଟି ସବଜିଆନରୁ ମାଣ୍ଡି ଆଡକୁ ଯାଉଥିଲା । ଘଟଣାର କିଛି ସମୟ ପରେ ସ୍ଥାନୀୟ ଲୋକ, ପୋଲିସ ଏବଂ ସେନା ଦ୍ୱାରା!-->…
Read More...
Read More...