Browsing Category

ଖେଳ

ମାମୁଁଙ୍କୁ ଜୋତା ବିକି ପୁଣି ସାହାଯ୍ୟର ହାତ ବଢ଼ାଇଲେ ଗଲ୍ଫର

ନୂଆଦିଲ୍ଲୀ : ନିକଟରେ ୧୦୨ଟି ଟ୍ରଫି ବିକ୍ରି କରି ସେଥିରୁ ଆସିଥିବା ୪.୩୦ ଲକ୍ଷ ଟଙ୍କା ପିଏମ୍ କେୟାର୍ସ ଫଣ୍ଡ୍‌କୁ ଦାନ କରିଥିବା ୧୫-ବର୍ଷୀୟ ଗଲ୍ଫର ଅର୍ଜୁନ ଭଟ୍‌ଇ ପୁଣିଥରେ ନିଜର ପୁରୁଣା ଜୋତାକୁ ଅକ୍ସନ କରି ୩.୩ ଲକ୍ଷ ଟଙ୍କାର ସହାୟତା କରିଛନ୍ତି । ଗତ ୨୦୧୮ ଜୁନିଅର୍ ୱାର୍ଲ୍ଡ
Read More...

୨୦୦୨ ନାଟୱେଷ୍ଟ ଫାଇନାଲରେ ଗାଙ୍ଗୁଲିଙ୍କ ପରାମର୍ଶକୁ କ’ଣ ପାଇଁ ମାନିନଥିଲେ କୈଫ

ନୂଆଦିଲ୍ଲୀ : ୨୦୦୨ ମସିହା ଲର୍ଡ୍ସ ଗ୍ରାଉଣ୍ଡରେ ଚାଲିଥାଏ ନାଟୱେଷ୍ଟ ସିରିଜ୍‌ର ଫାଇନାଲ୍ ମ୍ୟାଚ୍ । ଇଂଲଣ୍ଡ ପକ୍ଷରୁ ଭାରତ ପାଇଁ ଟାର୍ଗେଟ୍ ଦିଆଯାଇଥାଏ ବିଶାଳ ୩୨୬ ରନ୍ । ପଡ଼ିଆରେ ଥାଆନ୍ତି ଯୁବରାଜ ସିଂଙ୍କ ସହିତ ମହମ୍ମଦ କୈଫ । ଏ ଦୁହେଁ କ୍ରିଜ୍‌କୁ ଆସିବା ପୂର୍ବରୁ ଭାରତ ହରାଇ ସାରିଥାଏ
Read More...

ଦୁଇ ଗୁରୁଙ୍କ କଥା କହିଲେ ସାମି

ନୂଆଦିଲ୍ଲୀ : ଆଜି ମୁଁ ଯଦି ଦେଶର ଜଣେ ଭଲ ପେସର ଭାବେ ଗଣାହୋଇଥାଏ ତେବେ ପାକିସ୍ତାନ ୱାସିମ୍ ଆକ୍ରମ ଓ ଭାରତୀୟ ପେସର ଜାହିର ଖାଁଙ୍କୁ ମୁଁ ଧନ୍ୟବାଦ ଦେବି ବୋଲି କହିଛନ୍ତି ଭାରତୀୟ ପେସର ମହମ୍ମଦ ସାମି । ସେ ଏକ ଇନଷ୍ଟେଗ୍ରାମ ଜରିଆରେ ମନୋଜ ତିୱାରୀଙ୍କ ନିକଟକୁ ପଠାଇ ଏହା ଉଲ୍ଲେଖ
Read More...

ମହାମାରୀ ଆସିବ ବୋଲି ମୋତେ ଜଣାଥିଲା: ଅଖତର

କରାଚୀ : ଭିନ୍ନ ଭିନ୍ନ ମନ୍ତବ୍ୟ ପାଇଁ ପାକ୍ କ୍ରିକେଟର ସୋଏବ୍ ଅଖତର ଗତ କିଛିଦିନ ଧରି ଚର୍ଚ୍ଚାରେ ରହିଆସିଛନ୍ତି । ଏବେ ସେ ଏଭଳି ଆଉ ଏକ ଦାବି କରିଛନ୍ତି, ଯାହାକୁ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଅଖତାର କହିଛନ୍ତି ଯେ, ଆଜକୁ ୧୧ ବର୍ଷ ତଳେ ମୁଁ ସମସ୍ତଙ୍କୁ ସତର୍କ କରାଇ
Read More...

ଟି-୨୦ ବିଶ୍ୱକପ୍ ନେଇ ଚୟନ କମିଟିକୁ ଆର୍ଥର କ’ଣ କହିଲେ

କରାଚୀ : ଟି-୨୦ ବିଶ୍ୱକପ୍ ପାଇଁ ପାକିସ୍ତାନ ଟିମ୍‌ରେ ମହମ୍ମଦ ଅମିରଙ୍କୁ ବାଦ୍ ଦିଆଯାଇପାରେ ବୋଲି ଚର୍ଚ୍ଚା ହେବା ପରେ ସେଥିନେଇ ପୂର୍ବତନ ପାକ୍ କୋଚ୍ ମାଇକ୍ ଆର୍ଥର ତାଙ୍କର ପ୍ରତିକ୍ରିୟା ରଖିଛନ୍ତି । ସେ ପାକିସ୍ତାନ କ୍ରିକେଟ୍ ବୋର୍ଡ଼କୁ ସତର୍କ କରାଇ ଦେଇ କହିଛନ୍ତି ଯେ, ଚୟନ କମିଟି ଯଦି
Read More...

ସଚିନ୍ ଚୌକା ମାରିବାର ରହସ୍ୟ ଖୋଲିଲେ

ନୂଆଦିଲ୍ଲୀ : ଅନ୍ତର୍ଜାତୀୟ କ୍ରିକେଟରେ ସବୁଠୁ ଅଧିକ ଚୌକା ମାରିଥିବାର ରେକର୍ଡ଼ ସଚିନ୍ ତେନ୍ଦୁଲକରଙ୍କ ନାମରେ ରହିଛି । ତାଙ୍କର ଏକାଧିକ ରେକର୍ଡ଼ ମଧ୍ୟରୁ ଏହା ଅନ୍ୟତମ । ନିଜର ଲମ୍ବା କ୍ୟାରିୟରରେ ସେ ଅନେକ ରେକର୍ଡ଼ ସୃଷ୍ଟି କରିଛନ୍ତି । ଟେଷ୍ଟ ହେଉ, ବା ଦିନିକିଆ, ରେକର୍ଡ଼ ସୃଷ୍ଟି
Read More...

ପୁରୁଣା ଫଟୋ ଦେଖି ଭାବବିହ୍ୱଳ ହେଲେ ଗାଙ୍ଗୁଲି

କୋଲକତା : ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ବହୁତ ଦିନ ତଳର ଏକ ପୁରୁଣା ଫଟୋ ଦେଖି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଖୁବ ଭାବବିହ୍ୱଳ ହୋଇପଡିଛନ୍ତି । ଏହି ଫଟୋରେ କ୍ରମାନ୍ୱୟରେ ସଚିନ ତେନ୍ଦୁଲକର, ନିଜେ ଗାଙ୍ଗୁଲ, ରାହୁଲ ଦ୍ରାବିଡ ଓ ଭିଭିଏସ୍ ଲକ୍ଷ୍ମଣ ଅଛନ୍ତି । ୱିଜ୍ ଡେନ୍ ଇଣ୍ଡିଆ
Read More...

ଚିନ୍ତାରେ ଅଷ୍ଟ୍ରେଲିଆ ଖେଳାଳି : ଆଉ ୪ ମାସ ପରେ ପାଣ୍ଠିଶୂନ୍ୟ ହୋଇଯିବ କ୍ରିକେଟ ବୋର୍ଡ

ସିଡନୀ : କରୋନା ସଂକ୍ରମଣ ଯୋଗୁଁ ଅଷ୍ଟ୍ରେଲିଆର କ୍ରିକେଟ ବୋର୍ଡ ବର୍ତ୍ତମାନ ଘୋର ଆର୍ଥିକ ସଂକଟର ସମ୍ମୁଖୀନ ହୋଇଛି । ବୋର୍ଡ ହାତରୁ ପାଣ୍ଠି କମିବା ଆରମ୍ଭ ହୋଇଗଲାଣି । କରୋନା ଯୋଗୁଁ ସବୁ କ୍ରିକେଟ କାର୍ଯ୍ୟକ୍ରମ ବନ୍ଦ ହୋଇଯାଇଥିବାରୁ ରାଜସ୍ୱ ସଂଗ୍ରହ ମଧ୍ୟ ପ୍ରଭାବିତ ହୋଇଛି । ବର୍ତ୍ତମାନ
Read More...

ମିଅାଁଦାଦଙ୍କ ବକ୍ତବ୍ୟ ମୋ ବାପାଙ୍କୁ ବହୁତ ଆଘାତ ଦେଇଥିଲା

ନୂଆଦିଲ୍ଲୀ: ୨୦୦୩-୦୪ରେ ଭାରତର ପାକିସ୍ତାନ ଗସ୍ତ ବେଳେ ତକôାଳୀନ ପାକିସ୍ତାନ କୋଚ୍ ଜାଭେଦ୍ ମିଅାଁଦାଦ୍ ଭାରତୀୟ ପେସର ଇର୍ଫାନ୍ ପଠାନଙ୍କୁ ଦେଇଥିବା ବକ୍ତବ୍ୟରେ ଇର୍ଫାନ୍ଙ୍କ ବାପାଙ୍କୁ ବହୁତ ଆଘାତ ଦେବା ସହ କ୍ରୋଧାନ୍ୱିତ କରିଥିଲା । ମିଅାଁଦାଦ୍ ଇର୍ଫାନ୍ଙ୍କୁ ଇଙ୍ଗିତ କରି କହିଥିଲେ ଯେ,
Read More...

ଗମ୍ଭୀର ଓ ଆଫ୍ରିଦୀଙ୍କ ମଧ୍ୟରେ ବଢୁଛି ବାଗ୍ ଯୁଦ୍ଧ

ନୂଆଦିଲ୍ଲୀ, (ସ୍ୱ.ପ୍ର): ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ ଆଫ୍ରିଦୀ ତାଙ୍କର ଆତ୍ମଜୀବନୀ ପୁସ୍ତକରେ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀରଙ୍କ ସଂପର୍କରେ ସଂପର୍କରେ କେତେକ କଟୁ ମନ୍ତବ୍ୟ ଦେବା ପରଠୁ ଏହି ଦୁଇ କ୍ରିକେଟରଙ୍କ ମଧ୍ୟରେ ବାଗ୍ ଯୁଦ୍ଧ ତେଜିବାରେ ଲାଗିଛି । ଆଫ୍ରିଦୀ ତାଙ୍କ
Read More...