Browsing Category

ଖେଳ

ବିଶ୍ୱକପ ୨୦୨୨ ଆୟୋଜନ ପାଇଁ ଲାଞ୍ଚ ଅଭିଯୋଗକୁ ଖଣ୍ଡନ କଲା କତ୍ତାର

କତ୍ତାର: କତ୍ତାରରେ ବିଶ୍ୱକପ୍ ଫୁଟବଲ ୨୦୨୨ ଆୟୋଜନ ପାଇଁ ଫିଫାକୁ ଏହି ଦେଶ ଲାଞ୍ଚ ଦେଇଥିଲା ବୋଲି ଗୁରୁତର ଅଭିଯୋଗ ଆସିଥିଲା । ଏଭଳି ଖବର ଗଣମାଧ୍ୟମରେ ପ୍ରକାଶ ପାଇବା ପରେ କତ୍ତାର ଜାତୀୟ ଫୁଟବଲ ସଂଘ ଏବଂ ସରକାର ତାହାକୁ ଖଣ୍ଡନ କରିଛନ୍ତି । ସରକାର କହିଛନ୍ତି ଯେ, ଦେଶକୁ ବଦନାମ କରିବା
Read More...

କରୋନା ପୀଡ଼ିତଙ୍କୁ ସାହାଯ୍ୟ ପାଇଁ ଟ୍ରଫି ବିକିଲେ ଗଲ୍ଫ ଖେଳାଳି

ନୂଆଦିଲ୍ଲୀ : ସାରା ବିଶ୍ୱକୁ କବିଳିତ କରି ରଖିଥିବା ମହାମାରୀ କରୋନା ପାଇଁ ସବୁ ମହଲ ସାହାଯ୍ୟ ସହଯୋଗର ହାତ ବଢ଼ାଇଛନ୍ତି । ସେଥିରୁ ଭାରତୀୟ ବିଭିନ୍ନ ବର୍ଗର ଖେଳାଳି ମଧ୍ୟ ସାହାଯ୍ୟର ହାତ ବଢ଼ାଇଛନ୍ତି । କରୋନା ପୀଡ଼ିତଙ୍କ ସାହାଯ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ଫଣ୍ଡକୁ ଦାନ ଦେବା ପାଇଁ
Read More...

ଅସହାୟଙ୍କୁ ଖାଦ୍ୟ ବାଣ୍ଟିବେ ଟେନିସ ଖେଳାଳି

ସିଡନୀ: କରୋନା ଭାଇରସ ସଂକ୍ରମଣ ଯୋଗୁଁ ବିଭିନ୍ନ ଦେଶରେ ଲକଡାଉନ ଲାଗୁ କରାଯାଇଛି । ବହୁ ଗରିବ ଓ ଅସହାୟ ଲୋକମାନେ ଜୀବିକା ହରାଇ ଘରେ ବସିଛନ୍ତି । ରୋଜଗାର ନଥିବାରୁ ସେମାନେ ଖାଦ୍ୟ ପାଇପାରୁନାହାନ୍ତି । ଏଭଳି ସମୟରେ ସେମାନଙ୍କୁ ସାହାଯ୍ୟ କରିବା ପାଇଁ ବହୁ ଖେଳାଳି ଓ କ୍ରୀଡାକ୍ଲବ ଆଗେଇ
Read More...

ବିନା ଦର୍ଶକରେ ଆଇପିଏଲ ଖେଳାଯାଉ : ହରଭଜନ

ଅମୃତସର : ଆଇପିଏଲକୁ ନେଇ କ୍ରିକେଟର ହରଭଜନ ସିଂ ପ୍ରବଳ ବ୍ୟସ୍ତ ହୋଇପଡିଛନ୍ତି । ସେ ଦୀର୍ଘଦିନ ଧରି ପଡିଆ ବାହାରେ ଅଛନ୍ତି । ଖେଳିବା ପାଇଁ ବ୍ୟାକୁଳ ହୋଇଉଠିଲେଣି । ସୋସିଆଲ ମିଡିଆ ଜରିଆରେ ସେ କହିଛନ୍ତି ଯେ, ଆଇପିଏଲକୁ ବନ୍ଦ କରାନଯାଉ । ଆଇପିଏଲ ଯେମିତି ହେଉଥିଲା ସେହିଭଳି ଭାବରେ ହେଉ ।
Read More...

ଦିଲ୍ଲୀ ସରକାରଙ୍କୁ ୫୦ ଲକ୍ଷ ଦାନ କରିବେ ଗମ୍ଭୀର

ନୂଆଦିଲ୍ଲୀ : ନିକଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ତଥା ଦିଲ୍ଲୀର ବିଜେପି ସାଂସଦ ଗୌତମ ଗମ୍ଭୀର ପ୍ରଧାନମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ଦୁଇ ବର୍ଷର ଦରମା ଦାନ କରିଥିବା ବେଳେ ଆଜି ପୁଣି ଦିଲ୍ଲୀ ସରକାରଙ୍କୁ ୫୦ ଲକ୍ଷର ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି । ଦିଲ୍ଲୀ ସରକାର ଏହି ସହାୟତା
Read More...

କରୋନା ପରିସ୍ଥିତି ମଧ୍ୟରେ ଅଲିମ୍ପିକ୍ସ ପାଇଁ ରେସଲର ସୁଶିଲ କୁମାର ପ୍ରସ୍ତୁତିରେ ବ୍ୟସ୍ତ

ନୂଆଦିଲ୍ଲୀ : ଦେଶରେ କରୋନା ଜନିତ ଭୟାବହ ପରିସ୍ଥିତି ସତ୍ତ୍ୱେ ଭାରତୀୟ ରେସଲର ସୁଶିଲ କୁମାର ଟୋକିଓ ଅଲମ୍ପିକ୍ସ ପାଇଁ ଜୋରଦାର ଉଦ୍ୟମ ଚଳାଇଛି । ସୋସିଆଲ ମିଡିଆ ଜରିଆରେ ସେ କହିଛନ୍ତି ଯେ, ଅଲିମ୍ପିକ୍ସ କାର୍ଯ୍ୟକ୍ରମ ସ୍ଥଗିତ ରହିଛି । କିନ୍ତୁ ବାତିଲ ହୋଇନାହିଁ । ଅଲିମ୍ପିକ୍ସ ପାଇଁ
Read More...

ବର୍ତ୍ତମାନ ଲୋକଙ୍କ ଜୀବନ ରକ୍ଷା ସବୁଠୁ ବଡ କର୍ତ୍ତବ୍ୟ : ଅଞ୍ଜୁମ୍‌

ନୂଆଦିଲ୍ଲୀ : ଭାରତ ମହାବିପଦରେ ସମ୍ମୁଖୀନ ହୋଇଛି । ପ୍ରତିଦିନ ଲୋକେ କରୋନା ରୋଗରେ ପ୍ରାଣ ହରାଉଛନ୍ତି । ତେଣୁ ପରବର୍ତ୍ତୀ ପ୍ରତିଯୋଗିତା କାର୍ଯ୍ୟକ୍ରମ ଗୁଡିକ ଉପରେ ଧ୍ୟାନ ଦେବା ପରିବର୍ତ୍ତେ ପ୍ରତ୍ୟେକ ଖେଳାଳି ଦେଶର ଲୋକମାନଙ୍କ ଜୀବନ ରକ୍ଷା ଉପରେ ଧ୍ୟାନ ଦେବା ଉଚିତ୍ । କାରଣ କରୋନାରୁ
Read More...

କରୋନା ଯୋଦ୍ଧାଙ୍କୁ ସମର୍ଥନ ଜଣାଇଲେ କୋହଲି

ନୂଆଦିଲ୍ଲୀ ବର୍ତ୍ତମାନ କରୋନା ଭାଇରସ୍ ବିରୋଧରେ ଡାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଅଗ୍ନିଶମ ସେବାବାହିନୀ, ପୁଲିସ କର୍ମଚାରୀମାନେ ଦିନରାତି ସଂଘର୍ଷ କରୁଛନ୍ତି । ସେମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କର ସେବା କରୁଛନ୍ତି । ତେଣୁ ଦେଶବାସୀ ମିଳିତ ଭାବେ ସେମାନଙ୍କୁ ସମର୍ଥନ ଜଣାଇବା
Read More...

ଦରମା କାଟ୍ ପ୍ରସ୍ତାବକୁ ଗାଭାସ୍କରଙ୍କ ବିରୋଧ

ମୁମ୍ବାଇ : କରୋନା ଯୋଗୁଁ ଅନେକ କ୍ରିକେଟ ଇଭେଣ୍ଟ ବାତିଲ ହୋଇଯାଇଥିବାରୁ ଖେଳାଳିମାନଙ୍କ ଦରମା କାଟ୍ ପାଇଁ ଭାରତୀୟ କ୍ରିକେଟର ଆସୋସିଏସନ(ଆଇସିଏ) ଦେଇଥିବା ଦରମା କାଟ୍ ପ୍ରସ୍ତାବକୁ କିମ୍ବଦନ୍ତୀ କ୍ରିକେଟର ସୁନିଲ ଗାଭାସ୍କର ଦୃଢ ବିରୋଧ କରିଛନ୍ତି । ଏଭଳି ଏକ ସମୟରେ ଖେଳାଳିମାନଙ୍କ ବେତନ
Read More...

ବିଧାୟକଙ୍କ ସହଯୋଗରେ ମାସ୍କ୍ ବଣ୍ଟନ

ପାଟଣାଗଡ଼: ବେଲପଡ଼ା ବ୍ଲକରେ ଜରୁରୀକାଳୀନ ପରିସ୍ଥିତିରେ କାମ କରୁଥିବା ବ୍ୟାଙ୍କ, ପୁଲିସ୍‌, ଡାକ୍ତରଖାନା, ବ୍ଲକ, ତହସିଲ ଭଳି ଆଦି କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ସହଯୋଗରେ ମାସ୍କ୍ ବଣ୍ଟନ କରାଯାଇଛି । ଏଥିରେ ଦୁର୍ଯ୍ୟୋଧାନ କୁମ୍ଭାର, ଗରେଶ
Read More...