Browsing Category

ଖେଳ

ମୁଥେୟାଙ୍କ ବୋଲିଂରେ ମୁଁ ଭୟଭୀତ ହୋଇଯାଏ: ଯୁବରାଜ

ନୂଆଦିଲ୍ଲୀ: ଗୋଟିଏ ଓଭରରେ ଛଅଟି ଛକା ମାରିବା ଏବଂ ପଡ଼ିଆକୁ ଓହ୍ଲାଇଲେ ଦର୍ଶକଙ୍କ କରତାଳିରେ ଷ୍ଟାଡ଼ିୟମ କମ୍ପି ଉଠିବା ଭଳି ବ୍ୟାଟ୍ସମ୍ୟାନ୍ ହେଉଛନ୍ତି ଯୁବରାଜ ସିଂ । ୨୦୦୭ରେ ଟି-୨୦ ବିଶ୍ୱକପ୍ ଓ ୨୦୧୧ରେ ବିଶ୍ୱକପ୍‌ରେ ଜିତିବା ତାଙ୍କର ଭୂମିକା ଯଥେଷ୍ଟ ଅଧିକ । ମିଡିଲ୍ ଅର୍ଡ଼ରରେ ବ୍ୟାଟିଂ
Read More...

କରୋନା ଯୋଦ୍ଧାଙ୍କ ପାଇଁ ଲଣ୍ଡା ହେଲେ ୱାର୍ଣ୍ଣର, କୋହଲିଙ୍କୁ ଦେଲେ ଚ୍ୟାଲେଞ୍ଜ

ସିଡନୀ : ବର୍ତ୍ତମାନ ସାରା ବିଶ୍ୱରେ କରୋନା ସଂକ୍ରମିତଙ୍କ ଚିକିତ୍ସାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ନିଜ ଜୀବନକୁ ବାଜି ଲଗାଇ ଅହରହ ସେବା କରୁଛନ୍ତିା ସୁରକ୍ଷା କର୍ମୀମାନେ ମଧ୍ୟ ଏହି ସେବାରେ ନିୟୋଜିତ ଅଛନ୍ତି । ସେମାନଙ୍କର ଏଭଳି ମହାନ୍ କାର୍ଯ୍ୟକୁ ଅଷ୍ଟ୍ରେଲିଆର ଓପନିଂ
Read More...

ଆଇସିସି ନିଷ୍ପତ୍ତି ଉପରେ ନିର୍ଭର କରୁଛି ଆଇପିଏଲ

ନୂଆଦିଲ୍ଲୀ : ବର୍ତ୍ତମାନ କରୋନା ଭାଇରସ ସଂକ୍ରମଣ ଯୋଗୁଁ ବହୁ ବିଶ୍ୱସ୍ତରୀୟ କ୍ରୀଡା ଇଭେଣ୍ଟକୁ ସ୍ଥଗିତ କିମ୍ବା ବାତିଲଲ କରାଯାଇଛି । କ୍ରିକେଟର ସବୁଠୁ ବ୍ୟୟବହୁଳ ଓ ଆକର୍ଷଣୀୟ ଇଭେଣ୍ଟ ଆଇପିଏଲକୁ ମଧ୍ୟ ସ୍ଥଗିତ ରଖାଯାଇଛି । ବିସିସିଆଇ ଆସନ୍ତା ଅକ୍ଟୋବରରୁ ନଭେମ୍ବର ଭିତରେ ଆଇପିଏଲ୍
Read More...

କରୋନା ମୁକାବିଲା : କୁସ୍ତି ମହାସଂଘ ୧୧ଲକ୍ଷ ଦାନ କଲା, ପୁନମ ଓ ମିତାଲି ବି ବଢାଇଲେ ସହାୟତାର ହାତ

ନୂଆଦିଲ୍ଲୀ : ଭାରତୀୟ କୁସ୍ତି ମହାସଂଘର ଅଧ୍ୟକ୍ଷ ବୃଜଭୂଷଣ ଶରଣ ମହାସଂଘ ପକ୍ଷରୁ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ୧୧ଲକ୍ଷ ଟଙ୍କା ଦାନ କରିବାକୁ ଘୋଷଣା କରିଛନ୍ତି । ସେହିପରି ମହିଳା କ୍ରିକେଟର ମିତ୍ତାଲି ରାଜ ୧୦ଲକ୍ଷ ଓ ପୁନମ ଯାଦବ ୨ଲକ୍ଷ ଟଙ୍କା ଦେବାକୁ ଘୋଷଣା
Read More...

ଖୁବଶୀଘ୍ର ନୂଆ ଅଲିମ୍ପିକ୍ସ ତାରିଖ ଘୋଷଣା

ଟୋକିଓ :କରୋନା ଭାଇରସ୍ ସଂକ୍ରମଣର ଭୟାବହତାକୁ ଆଖି ଆଗରେ ରଖି ଟୋକିଓ ଅଲିମ୍ପିକ୍ସ ୨୦୨୦କୁ ସ୍ଥଗିତ ରଖାଯାଇଥିଲେ ମଧ୍ୟ ଏହାକୁ ଏକ ଭିନ୍ନ ତାରିଖରେ ଅନୁଷ୍ଠିତ କରାଇବା ଲାଗି ଉଦ୍ୟମ ଜାରି ରହିଛି । ଅଲିମ୍ପିକ୍ସ ପାଇଁ ଖୁବଶୀଧ୍ର ନୂଆ ତାଲିକା ଘୋଷଣା କରାଯିବ । ଚଳିତ ସପ୍ତାହର ଶେଷ ଆଡକୁ ଏହି
Read More...

କରୋନା ମୁକାବିଲା ପାଇଁ ସହାୟତା ରାଶି ଘୋଷଣା କଲେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଓ ତାଙ୍କର ପତ୍ନୀ ତଥା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା କରୋନା ଭାଇରସର ମୁକାବିଲା ପାଇଁ ସହାୟତା ହାତ ବଢାଇ ପ୍ରଧାନମନ୍ତ୍ରୀ କେୟର୍ସ ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛନ୍ତି । ଉଭୟେ କେତେ ଟଙ୍କା
Read More...

କରୋନା ମୁକାବିଲା ପାଇଁ ସହାୟତାର ହାତ ବଢାଇଲେ ରାହାଣେ, ଦେବେ ଏତିକି ଲକ୍ଷ

ମୁମ୍ବାଇ : କରୋନା ମହାମାରୀ ମୁକାବିଲା ପାଇଁ ଉଭୟ ରାଜ୍ୟ ସରକାର ଓ କେନ୍ଦ୍ର ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୧୪ ତାରିଖ ଯାଏଁ ଦେଶରେ ଲକଡାଉନ ଘୋଷଣା କରିଛନ୍ତି । ଏହି ମହାମାରୀ ରୋଗରୁ ଦେଶ ତଥା ରାଜ୍ୟକୁ ରକ୍ଷା କରିବା ପାଇଁ ସହାୟତାର
Read More...

କରୋନା ମୁକାବିଲା ପାଇଁ ‘ପିଏମ କେୟାରସ୍’ ଫଣ୍ଡକୁ ବିସିସିଆଇ ଦାନ କଲା ୫୧କୋଟି

ମୁମ୍ବାଇ : କରୋନା ଭାଇରସ୍ ପରିସ୍ଥିତିର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ପିଏମ କେୟାରସ୍’ ଫଣ୍ଡର ସ୍ଥାପନା କରିଥିବା ବେଳେ ସଂଗ୍ରାମରେ ସମସ୍ତେ ସହଯୋଗର ହାତ ବଢାଇଛନ୍ତି। ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୫୧ କୋଟି ଟଙ୍କା ସହଯୋଗ
Read More...

୭ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଉତ୍ତର ପଶ୍ଚିମ ବଙ୍ଗୋପସାଗରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୭ଟି ଜିଲ୍ଲା ଯଥା-ସୁନ୍ଦରଗଡ, ଝାରସୁଗୁଡା, ବରଗଡ, କଳାହାଣ୍ଡି, ବଲାଙ୍ଗୀର, ବୌଦ୍ଧ, ସୋନପୁର ଓ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ
Read More...

ନୂଆ ଅଧିନାୟକ ସନ୍ଧାନରେ ପଞ୍ଜାବ : ହଟିବେ ଅଶ୍ୱିନ

ନୂଆଦିଲ୍ଲୀ: ଅପ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ କ୍ୟାରିୟର ଆହୁରି ଅଧିକ ବିପର୍ଯ୍ୟସ୍ତ ହେବାର ସମ୍ଭାବନା ଦେଖାଦେଇଛି । ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଥିବା ଅଶ୍ୱିନ ଏବେ ଆଇପିଏଲ୍ ଫ୍ରାଞ୍ଚାଇଜ୍ କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ ଅଛନ୍ତି । ତେବେ ତାଙ୍କର ଖରାପ ପ୍ରଦର୍ଶନକୁ ଦେଖି
Read More...