Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କେନ୍ଦ୍ର ରେଳମନ୍ତ୍ରୀଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଏନ.ଭାସ୍କର ରାଓ : ବିଭିନ୍ନ ରେଳ ପ୍ରକଳ୍ପକୁ ତ୍ୱରାନ୍ନିତ କରିବା…
ରାୟଗଡ : ନୂତନ ରାୟଗଡ ରେଳ ଡିଭିଜନକୁ କାର୍ଯ୍ୟକ୍ଷମ କରିବା ଏବଂ ଜିଲ୍ଳାରେ ରେଳ ଯୋଗାଯୋଗ ସହ ରେଳପଥ ବିକାଶ ସମେତ କଳାହାଣ୍ଡି ଜିଲ୍ଳାରେ ଇଲେକ୍ଟ୍ରି ଲୋକମୋଟେଭି ୱାଗନ କାରଖାନା ଏବଂ ରାଜ୍ୟର ରାଜଧାନୀ ଭୁବନେଶ୍ୱରକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ପରିବର୍ତ୍ତନ କରିବା ପାଇଁ ରାଜ୍ୟସଭା ସାଂସଦ!-->…
Read More...
Read More...
ଧୋଇଗଲା ତମିଆଁ-ମୁଦଲସର ଅସ୍ଥାୟୀ ରାସ୍ତା
ବଲାଙ୍ଗୀର: ଧୋଇଗଲା ତମିଆଁ-ମୁଦଲସର ସେତୁ ନିକଟସ୍ଥ ଅସ୍ଥାୟୀ ରାସ୍ତା । ବିଛିନ୍ନ ହେଲେ ୧୨ରୁ ଅଧିକ ଗାଁ ଅଧିବାସୀ । ସୂଚାଇ ଦିଆଯାଏ ଯେ, ନିମ୍ନମାନର କାମ ହେତୁ ଢଳିଥିବା ପୋଲ ମରାମତି ବେଳେ ଭାଙ୍ଗିବା କାରଣରୁ ଶ୍ରମିକ ମୃତ୍ୟୁ ଅଘଟଣ ଘଟିଥିଲା । ୭କୋଟି ପ୍ରାୟ ଅଟକଳରେ ଧାର୍ଯ୍ୟ ସମୟ ସୀମାରେ!-->…
Read More...
Read More...
ଆଜି ଅପରାହ୍ନରେ ଅନଲକ୍ ନେଇ ଏସ୍ଆରସି କରିପାରନ୍ତି ବଡଘୋଷଣା
ଭୁବନେଶ୍ୱର : ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ, ସଟଡାଉନ ଓ ଅନ୍ୟ କରୋନା କଟକଣା ବଳବତର ରହିଛି । ତେବେ ଆଜି ଅଗଷ୍ଟ ମାସ ପାଇଁ ଗାଇଡ଼ଲାଇନ ଜାରି କରାଯିବ । ଅପରାହ୍ନ ସାଢେ଼ ୩ଟାରେ ଏନେଇ ଏସଆରସି ପ୍ରଦୀପ କୁମାର ଜେନା ସୂଚନା ପ୍ରଦାନ କରିବେ ।
ରାଜ୍ୟରେ ଏବେ!-->!-->!-->…
Read More...
Read More...
କନ୍ଧମାଳ ମିଡିଆ ଫୋରମ ପକ୍ଷରୁ ମନ୍ତ୍ରୀଙ୍କୁ ଦାବୀପତ୍ର
ଫୁଲବାଣୀ,୩୦/୭ - ରାଜ୍ୟ ପଞ୍ଚାୟତରାଜ ଓ ନଗର ଉନ୍ନୟନମନ୍ତ୍ରୀ ପ୍ରତାପ ଜେନାଙ୍କୁ ସ୍ଥାନୀୟ ସର୍କିଟହାଉସ ଠାରେ ଭେଟି ଏକ ଦାବିପତ୍ର କନ୍ଧମାଳ ମିଡ଼ିଆ ଫୋରମ ଫୁଲବାଣୀ ପକ୍ଷରୁ ଦିଆଯାଇଛି। ଏହି ଦାବିପତ୍ରରେ ମିଡ଼ିଆ ଫୋରମର ନୂତନ କାର୍ଯ୍ୟାଳୟ ନିର୍ମାଣ ପାଇଁ ଅର୍ଥ ଅନୁଦାନ ଯୋଗାଇ ଦେବାପାଇଁ!-->…
Read More...
Read More...
ଜୁଡିଆ ଘାଟିରେ ପଥରଖଣ୍ଡ ପଡି ଟ୍ରକ ଦୁର୍ଘଟଣାଗ୍ରସ୍ତ
କେନ୍ଦୁଝର,୩୦/୭- କେନ୍ଦୁଝର ସହରଠାରୁ ମାତ୍ର ୨/୪ କି.ମି ଦୂରତାରେ ଜୁଡ଼ିଆଘାଟିରେ ଆଜି ଏକ ବଡ଼ ଦୁର୍ଘଟଣା ଘଟୁଘଟୁ ଟଳିଗଲା ବୋଲି ଆଲୋଚନା ହେଉଛି । ନଂ ୪୯ ରାଜପଥର ନିର୍ମାଣ କାର୍ଯ୍ୟ ମୋଣ୍ଟେକାଲୋ ଲି: ଦ୍ୱାରା ଚାଲିଥିବା ସମୟରେ ଜୁଡ଼ିଆ ଘାଟିର ପାହାଡ଼କୁ ଅତ୍ୟଧିକ ଉଚ୍ଚତାରୁ କାଟି!-->…
Read More...
Read More...
କ.ନୂଆଗାଁରେ ବିଜେଡ଼ିର ଦୁଇ ବରିଷ୍ଠ ପର୍ଯ୍ୟବେକ୍ଷକ,ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ବିଧାୟକ ଓ ନେତୃବୃନ୍ଦଙ୍କୁ ଦେଲେ…
ବାଲିଗୁଡ଼ା,୩୦/୭: ମାନ୍ୟବର ପଞ୍ଚାୟତିରାଜ, ପାନୀୟଜଳ, ଆଇନ୍, ଗୃହ ଓ ନଗର ଉନ୍ନୟନ ବିଭାଗ ତଥା ପର୍ଯ୍ୟବେକ୍ଷକ କନ୍ଧମାଳ ଓ ବଡ଼ମ୍ବା ବିଧାୟକ ତଥା କନ୍ଧମାଳ ପର୍ଯ୍ୟବେକ୍ଷକ ଦେବୀପ୍ରସାଦ ମିଶ୍ରଙ୍କ ଦିନିକିଆ କ.ନୂଆଗାଁ ଗସ୍ତ । ସ୍ଥାନୀୟ ପୂର୍ତ୍ତବିଭାଗ ଡାକବଙ୍ଗଳାରେ ପ୍ରଥମେ ଦିବଙ୍ଗତ!-->…
Read More...
Read More...
ଗୁଣ୍ଟୁର ଦୁର୍ଘଟଣା : ମୁଖ୍ୟମନ୍ତ୍ରୀଙ୍କ ଶୋକ, ଦୁଇ ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା
ଭୁବନେଶ୍ୱର:ଆନ୍ଧ୍ର ପ୍ରଦେଶ ର ଗୁଣ୍ଟୁର ର ଏକ ମାଛ ଫାର୍ମରେ ବିଦ୍ଯୁତ ଦୁର୍ଘଟଣାରେ ଗୁଣୁପୁରର ଛଅ ଜଣ ଶ୍ରମିକ ପ୍ରାଣ ହରାଇଥିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହ!-->…
Read More...
Read More...
ରାଜ୍ୟରେ ଦ୍ୱିତୀୟ “ଏମ୍ସ’ ହସ୍ପିଟାଲ କାର୍ଯ୍ୟକ୍ଷମ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର
ସମ୍ବଲପୁର:ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ(ଏମ୍ସ)ର ଆଉ ଏକ ଶାଖା ପଶ୍ଚିମ ଓଡ଼ିଶାରେ ସ୍ଥାପନ କରିବା ପାଇଁ ପ୍ରଧାନମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ ଓ ସେଦିଗରେ କାର୍ଯ୍ୟ ଯଥେଷ୍ଟ ଆଗେଇ ଥିଲେ ମଧ୍ୟ ଏହା ଆରମ୍ଭ କରାଯାଉ ନାହିଁ । ଏଥିପାଇଁ ସୁନ୍ଦରଗଡ଼ ଠାରେ ଭବନ ନିର୍ମାଣ କାର୍ଯ୍ୟ!-->…
Read More...
Read More...