Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୂର୍ବତନ ହରଭଙ୍ଗା ବି. ଇ. ଓ. ସନାତନ ଗାଆଣଙ୍କ ପରଲୋକ
ବୌଦ୍ଧ,୩୦/୩ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକର ପୂର୍ବତନ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନାତନ ଗାଆଣଙ୍କ ଆଜି ଅପରାନ୍ହ ପ୍ରାୟ ଘ.3.10 ମିନିଟ ସମୟରେ ନିଜ ଗ୍ରାମ ଢେଙ୍କାନାଳ ଜିଲ୍ଲା ଖଳପାଳରେ ହୃଦଘାତରେ ପରଲୋକ ଗମନ କରିଥିବା ଜଣାପଡିଛି l ସେ ପ୍ରାୟ 4 ବର୍ଷ ଧରି ହରଭଙ୍ଗା ବି.ଇ.ଓ. ଭାବେ!-->!-->!-->…
Read More...
Read More...
କରୋନା କଟକଣାରେ ହୋଲିପର୍ବ ପାଳିତ
ବୌଦ୍ଧ/ଜହ୍ନାପଙ୍କ,୩୦/୩- ବୌଦ୍ଧ ବ୍ଳକ ଅନ୍ତର୍ଗତ ଜହ୍ନାପଙ୍କ ଅଂଚଳରେ ହୋଲି ପର୍ବ କୋରନା କଟକଣା ମଧ୍ୟରେ ସୋମବାର ପାଳିତ ହୋଇଯାଇଛି । କଟକଣା ପାଇଁ ଗୋଷ୍ଠୀ ବା ଦଳଖେଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିଲା । ନିଜ ନିଜ ପରିବାର ମଧ୍ୟରେ ଖେଳ ହୋଇଥିଲା । ଗୋଟିଏ ପରିବାରୁ ଅନ୍ୟ ପରିବାରକୁ କେହି!-->…
Read More...
Read More...
ବିଜୁ ଛାତ୍ର ଜନତା ଦଳ ତରଫରୁ ରକ୍ତଦାନ ଶିବିର
ଫୁଲବାଣୀ,୩୦/୩ : କନ୍ଧମାଳ ଜିଲ୍ଲା ଫୁଲବାଣୀ ରକ୍ତଭଣ୍ଡାର ବିଜୁ ଛାତ୍ର ଜନତା ଦଳ ତରଫରୁ ଓଡିଶା ମୋ ପରିବାର ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପବିତ୍ର ରକ୍ତଦାନ ଶିବିରକୁ ମାନ୍ୟବର କନ୍ଧମାଳ ସାଂସଦ ଡ଼ଃ ଅଚ୍ୟୁତ ସାମନ୍ତ ଶୁଭ ଉଦଘାଟନ କରିଥିଲେ ଏବଂ!-->…
Read More...
Read More...
ଶ୍ରୀ ଧବଳେଶ୍ୱରଙ୍କ ପୀଠରୁ ପାରଂପରିକ ପୂଜାବିଧି ପରେ ଦଣ୍ଡ ଉଠିଲା
ବୌଦ୍ଧ,୩୦/୩ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ଧଳପୁର ଗ୍ରାମରେ ମହାନଦୀ କୂଳରେ ଥିବା ଶ୍ରୀ ଧବଳେଶ୍ୱରଙ୍କ ଶୈବପୀଠରୁ ପବିତ୍ର ଦଣ୍ଡଯାତ୍ରା ଆରମ୍ଭ ହୋଇଛି । ଗତକାଲି ରାତିରେ ପାରଂପରିକ ପୂଜାବିଧି ଅନୁଷ୍ଠିତ ହୋଇ ତେର ଭୋକ୍ତା, ସେବାୟତ ଓ ଭକ୍ତ ମାନଙ୍କ ଉପସ୍ଥିତିରେ ଦଣ୍ଡ ଉଠିଥିବା!-->…
Read More...
Read More...
ବନ୍ଧୁକ ମୁନରେ ୨୧ଲକ୍ଷ ଲୁଟ ଘଟଣାର ଅବଶିଷ୍ଟ ୨ଡକାୟତ ଗିରଫ
ସୋନପୁର, ୩୦/୩- ଗତ ୧୭ ତାରିଖରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ବାଘଲପୁର ଠାରେ ବନ୍ଧୁକ ମୁନରେ ୨୧ ଲକ୍ଷ ଟଙ୍କା ଲୁଟ ଘଟଣାର ଅବଶିଷ୍ଟ ୨ଜଣ ଡ଼କାୟତ ଧରା ପଡିଛନ୍ତି । ତାଙ୍କ ଠାରୁ ଲୁଟ ହୋଇଥିବା ୨ଲକ୍ଷ ୮୬ ହଜାର ଟଙ୍କା ମଧ୍ୟ ଜବତ ହୋଇଛି । ଡକାୟତ ଦୁଇ ଜଣ ହେଲେ ରାଜେନ୍ଦ୍ର!-->…
Read More...
Read More...
ଆବାସ ଯୋଜନାର ଘର ବଂଟନରେ ଅନିୟମିତତା ଅଭିଯୋଗ
ବୌଦ୍ଧ,୩୦/୩ - ବୌଦ୍ଧବ୍ଲକ୍ ପଦ୍ମନପୁର୍ ଗ୍ରାମ ପଂଚାୟତ ଦାମୋଦରପୁର୍ ଗ୍ରାମରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓ ବିଜୁ ପକ୍କା ଘର ବଂଟନରେ ଅନିୟମିତତା ଅଭିଯୋଗ କରି ଘର ପାଇବାରୁ ବଂଚିତ ହେଉଥିବା ହିତାଧିକାରୀ ବୌଦ୍ଧ ବିଡିଓଙ୍କ ଦ୍ୱାରସ୍ଥ ହୋଇଥିବା ଦେଖିବାକୁ ମିଳିଥିଲା । ସେମାନେ!-->…
Read More...
Read More...
ମାଓ ସାମଗ୍ରୀ ଜବତ
ଫୁଲବାଣୀ,୩୦/୩ : କନ୍ଧମାଳ ପୋଲିସକୁ ମିଳିଛି ସଫଳତା । ଗତ ୨୮.ତାରିଖରେ କନ୍ଧମାଳ ପୋଲିସ ଖବରପାଇ ସନ୍ଧ୍ୟା ସମୟରେ ଏସ ଓ ଜି ଓ ଡିଭିଏଫ ଗୋଚ୍ଛାପଡା ଥାନା ଅନ୍ତର୍ଗତ ରାଇଘର ଗ୍ରାମର ଜଙ୍ଗଲରେ ମିଳିତ ଭାବେ କୁମ୍ବିଂ କରିଥିଲେ । ଯାହାଫଳରେ ମାଓ ଓ ପୋଲିସ ମୁହାଁମୁହିଁ ହୋଇଥିଲେ । ପୋଲିସ ତରଫରୁ!-->…
Read More...
Read More...
ବିବାହ ଭୋଜିରେ ଗଣ୍ଡଗୋଳ, ସପ୍ତାହେ ପରେ ବି ଧରାପଡି ନାହାନ୍ତି ଆସାମୀ
ବୌଦ୍ଧ,୩୦/୩ – ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଲୁଣିବାହାଲ୍ ଗ୍ରାମରେ ଗତ ୨୦ ତାରିଖରେ ଏକ ବିବାହ ଭୋଜିରେ ହୋଇଥିବା ଗଣ୍ଡଗୋଳ ଓ ଆକ୍ରମଣ ଘଟଣାର ଅଭିଯୁକ୍ତମାନେ ସପ୍ତାହେ ବିତି ଯାଇଥିଲେ ମଧ୍ୟ ଧରା ପଡିନଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଲୁଣିବାହାଲ!-->…
Read More...
Read More...
ବସନ୍ତ ମିଳନ କବିତା ଆସର ଅନୁଷ୍ଠିତ
ବୌଦ୍ଧ,୩୦/୩ - ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ପକ୍ଷରୁ ବୌଦ୍ଧ ଟାଉନ୍ହଲ୍ ପରିସରରେ ଆୟୋଜିତ ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଅବସରରେ ଉଦଯାପନୀ ଦିବସରେ ବସନ୍ତ ମିଳନ କବିତା ଆସର ଅନୁଷ୍ଠିତ ହୋଇଥିଲା । ବରିଷ୍ଠ ସାହିତ୍ୟିକ ହରିହର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କବିତା ଆସରରେ!-->…
Read More...
Read More...
ଗୁଜ ପାହାଡରେ ନିଆଁ ଲିଭାଇଲେ ବନ କର୍ମଚାରୀ ଓ ଗ୍ରାମବାସୀ
ବୌଦ୍ଧ ,୩୦/୩- ବୌଦ୍ଧଜିଲ୍ଲା ମନମୁଣ୍ଡା ରେଞ୍ଜ ଗୁନ୍ଦୁଲିଆ ଫରେଷ୍ଟ ଅନ୍ତର୍ଗତ ଭରୁଆ ଗ୍ରାମରେ ଥିବା ଗୁଜ ପାହାଡରେ ଗତକାଲି ସନ୍ଧ୍ୟାରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା l ଗ୍ରାମ୍ୟ ବନ ସୁରକ୍ଷା ସମିତିର କର୍ମକର୍ତ୍ତା, ଗ୍ରାମବାସୀ ଓ ବନ କର୍ମଚାରୀ ମାନଙ୍କ ମିଳିତ ଉଦ୍ୟମରେ ନିଆଁକୁ!-->…
Read More...
Read More...