Browsing Category

ରାଜ୍ୟ

ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଉଦଯାପିତ

ବୌଦ୍ଧ,୨୯/୩ - ବୌଦ୍ଧ ଟାଉନ୍‌ହଲ୍‌ ଠାରେ ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଦୁଇଦିନିଆ ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଏବଂ ପୁସ୍ତକ ଓ ପତ୍ର ପତ୍ରିକା ପ୍ରଦର୍ଶନୀ ଗତକାଲି ଉଦଯାପିତ ହୋଇ ଯାଇଛି । ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ସଭାପତି ଦିବ୍ୟ ଶଙ୍କର ରାଉତଙ୍କ
Read More...

ବ୍ଲେଡରେ ଆକ୍ରମଣ, ଜଣେ ଗୁରୁତର

ବୌଦ୍ଧ/ଜହ୍ନାପଙ୍କ,୨୯/୩ - ବୌଦ୍ଧ ଥାନା ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମକୁନ୍ଦପୁର୍‌ ଗ୍ରାମରେ ରବିବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି । ଜଣେ ବ୍ୟକ୍ତିଙ୍କୁ ବ୍ଲେଡରେ ଆକ୍ରମଣ କରିବାରୁ ସେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ
Read More...

କନ୍ଧମାଳ ଅବକାରୀ ବିଭାଗକୁ ମିଳିଛି ବଡ ସଫଳତା

ଫୁଲବାଣୀ,୨୮/୩:ଦିନକୁ ଦିନ ଗଞ୍ଜେଇ କାରବାର କନ୍ଧମାଳ ଜିଲ୍ଲାରେ ବୃଦ୍ଧି ପାଇବାରେ ଲାଗିଛି । ଵିଶେଷ କରି ପାଠପଢା ଶିକ୍ଷିତ ଯୁବକଙ୍କ ଏ କ୍ଷେତ୍ରରେ ବେଶି ମାତ୍ରାରେ ସଂଶ୍ଲିଷ୍ଟ ଥିବାର ଦେଖିବାକୁ ମିଳୁଛି ।ଏହାର ମୁଖ୍ୟ କାରଣ ବେରୋଜଗାରୀ । ଆଜି କନ୍ଧମାଳ ଅବକାରୀ ବିଭାଗ ଦୁଇଟି ଗାଡି ଉପରେ
Read More...

କମିରାରେ ଗ୍ରାମୀଣ ଡାକ ଜୀବନ ବୀମା ଓ ସଂଚୟ ମେଳା

ବୌଦ୍ଧ/ଜହ୍ନାପଙ୍କ,୨୮/୩ - ବୌଦ୍ଧବ୍ଳକ ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ କମିରା ଉଚ୍ଚ଼ ପ୍ରାଥମିକ ବିଦ୍ୟାଳୟ ପରିସରରେ ଫୁଲବାଣୀ ଡାକମଣ୍ଡଳ ଓ ବୌଦ୍ଧ ଡାକ ଉପମଣ୍ଡଳ ପକ୍ଷରୁ ଗ୍ରାମୀଣ ଡାକ ଜୀବନ ବୀମା ଓ ସଂଚୟ ଜମା ମେଳା ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଅତିଥିମାନେ ବିଦ୍ୟାଦାତ୍ରୀ
Read More...

ବିଜୁ ଜନତା ଦଳର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ

କଣ୍ଟାବାଞ୍ଜି,୨୮/୩- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ କ୍ଷେତ୍ର ତୁରିକେଲା ବ୍ଲକ ବିଜୁ ଜନତା ଦଳର ବ୍ଲକସ୍ତରୀୟ କର୍ମୀ ସମ୍ମିଳନୀ ମହୁଲବାହାଳୀ ଆମ୍ବ ବଗିଚା ପଡିଆରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ ସଭାପତି ଆଶାଦୁଲ୍ଲା ଖାଁଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସାଧାରଣ ସଂପାଦକ ଫିରୋଜ ଖାଁ
Read More...

କନ୍ଧମାଳରେ ଦଣ୍ଡ ଯାତ୍ରାକୁ ମିଳିଲା ଅନୁମତି, ବୌଦ୍ଧରେ କେବେ ?

ବୌଦ୍ଧ,୨୮/୩ - ଗଞ୍ଜାମ ପରେ କନ୍ଧମାଳ ଜିଲ୍ଲାପାଳ ଦଣ୍ଡଯାତ୍ରାକୁ ଅନୁମତି ଦେଇଥିବା ବେଳେ ବୌଦ୍ଧରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କେବେ ଅନୁମତି ଦେବେ ସେଥିପାଇଁ ଦଣ୍ଡ ଯାତ୍ରା ପାର୍ଟିର ଆୟୋଜକ, ଦଣ୍ଡୁଆ ଓ ଭକ୍ତ ମାନେ ଚାତକ ପରି ଅପେକ୍ଷା କରି ରହିଛନ୍ତି l ବୌଦ୍ଧ ଜିଲ୍ଲାରେ ଦଣ୍ଡ
Read More...

ଫୁଲବାଣୀ ଓକିଲ ସଂଘର ନିର୍ବାଚନ, ସଭାପତି ସିଦ୍ଧେଶ୍ୱର, ସମ୍ପାଦକ ଅଜିତ

ଫୁଲବାଣୀ,୨୭/୩ - ସ୍ଥାନୀୟ ଫୁଲବାଣୀ ଓକିଲ ବାର ପରିସରରେ ଫୁଲବାଣୀ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆଜି ସକାଳ ୮ଟା ରୁ ଆରମ୍ଭ ହୋଇ ୩ଟା ରେ ଶେଷ ହୋଇଥିଲା । ସମୁଦାୟ ୧୩୧ଜଣ ଭୋଟର ମଧ୍ୟରୁ ୧୨୨ ଜଣ ଭୋଟର ଭୋଟ ଦେଇଥିଲେ। ସେଥି ମଧ୍ୟରୁ ସଭାପତି ପଦ ପାଇଁ ଦୁଇ ଜଣ ପ୍ରତିଦ୍ବନ୍ଦିତା କରୁଥିବା
Read More...

କାଠ ପଟା ଚୋରାଚାଲାଣ ବେଳେ ବନବିଭାଗ ପକ୍ଷରୁ ଚଢ଼ାଉ କାଠ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ, ଦୁଇଜଣ ଗିରଫ

ବାଲିଗୁଡ଼ା,୨୭/୩- କାଠ ପଟା ଚୋରାଚାଲାଣ ବେଳେ ବନ ବିଭାଗ ପକ୍ଷରୁ ଚଢ଼ାଉ । ବାଲିଗୁଡ଼ା ବନଖଣ୍ଡର ବେଲଘର ବନାଞ୍ଚଳର ପୂଜା ଘାଟି ନିକଟରେ ଚଢ଼ାଉ କରିଛି ବନବିଭାଗ l ଗୁଛୁକା ଗାଁ ରୁ ତୁମୁଡିବନ୍ଧ ଅଞ୍ଚଳକୁ କାଠ ପଟା ଚୋରା ଚାଲାଣ ବେଳେ ପିକ୍ଅପ୍ ଭ୍ୟାନ୍ ସମେତ 80 ଖଣ୍ଡ ପିଆଶାଳ ପଟା ଜବତ
Read More...

କିଓସ୍କ ବ୍ୟାଙ୍କରେ ଟଙ୍କା ହଡ଼ପ ଅଭିଯୋଗ ଯାଞ୍ଚ୍ ପରେ ବ୍ୟାଙ୍କ୍ ସିଲ୍ କଲା କୋଟଗଡ଼ ପୋଲିସ୍

ବାଲିଗୁଡ଼ା,୨୭/୩: କନ୍ଧମାଳ ଜିଲ୍ଲା କୋଟଗଡ଼ SBI କିଓସ୍କୋ ବ୍ୟାଙ୍କରେ ପୋଲିସ୍ ପକ୍ଷରୁ ଚଢ଼ାଉ । ବେଆଇନ୍ ଟଙ୍କା କାରବାର ଅଭିଯୋଗରେ ତାଲା ଭାଙ୍ଗି କମ୍ପୁଟର ସିଜ୍ କଲା କୋଟଗଡ଼ ପୋଲିସ | ସୂଚନା ପ୍ରକାରେ ଗତ ୧୨ତାରିଖରେ ପୃଥକ ପୃଥକ ଗ୍ରାମର ଦୁଇଜଣ ଲୋକ ମାର୍କଣ୍ଡ ନାୟକ ଓ ବିଜୟ ମଣ୍ଡଳମାଝୀ
Read More...

ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଓ ପୁସ୍ତକ ପତ୍ର ପତ୍ରିକା ପ୍ରଦର୍ଶନୀ ଉଦଘାଟିତ

ବୌଦ୍ଧ,୨୭/୩ - ବୌଦ୍ଧ ଟାଉନ୍‌ହଲ୍‌ ଠାରେ ଦୁଇଦିନିଆ ଷଷ୍ଠଦଶ ବୌଦ୍ଧ ପୁସ୍ତକ ମେଳା ଓ ପୁସ୍ତକ ପତ୍ର ପତ୍ରିକା ପ୍ରଦର୍ଶନୀ ଆଜି ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟଅତିଥି ଭାବରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଯୋଗଦେଇ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବେ ବୌଦ୍ଧର ବରିଷ୍ଠ
Read More...