Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧ ପାଇଁ ଗୌରବ ଆଣିଲା ବିଡିପିଏଲ୍
ବୌଦ୍ଧ,୨୯/୧- ସରକାରଙ୍କ ଇଥାନଲ୍ ମିଶ୍ରିତ ପେଟ୍ରୋଲ୍ କାର୍ଯ୍ୟକ୍ରମରେ ଯୋଗଦେଇ ବୌଦ୍ଧଜିଲ୍ଲାର ଶିଳ୍ପାୟନ ଚେହେରା ବୌଦ୍ଧ ଡେଷ୍ଟିଲାରୀ ଆଜି ନିଜ କାରଖାନା ପରିସରରେ ନୂତନ ଭାବେ ସ୍ଥାପିତ ଦିନପ୍ରତି ୧୫ ହଜାର ଲିଟର କ୍ଷମତା ବିଶିଷ୍ଟ ଶସ୍ୟଭିତିକ ଏଥାନଲ୍ ପ୍ଲାଣ୍ଟରୁ (ଆଇଓସିଏଲ୍)!-->…
Read More...
Read More...
ଯୁବ କଳାକାର ନରସିଂହ ଚରତିଙ୍କୁ ଜାତୀୟ କଳା ତିଳକ ସମ୍ମାନ
ପାରଳାଖେମୁଣ୍ଡି,୨୯/୧- କଟକ ମହୋତ୍ସବ ଅଲ୍ ଇଣ୍ଡିଆ ଡ୍ୟାନ୍ସ , ମ୍ୟୁଜିକ ଆଣ୍ଡ ରିସାଇଟେସନ୍ ଫେଷ୍ଟିଭାଲରେ ଗଜପତି ଜିଲ୍ଲାର କାଶୀନଗର ବ୍ଲକ କେ.ସୀତାପୁର ଗ୍ରାମର ଯୁବ କଳାକାର ନରସିଂହ ପ୍ରସାଦ ଚରତିଙ୍କୁ ଜାତୀୟ କଳା ତିଳକ ସମ୍ମାନ ମିଳିଛି । କରୋନା କଟକଣା ଯୋଗୁଁ ଏହି ପ୍ରତିଯୋଗିତା!-->…
Read More...
Read More...
ଭୀମ ପାହାଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ବୌଦ୍ଧ,୨୯/୧- ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ମଥୁରା ଗ୍ରାମ ପଞ୍ଚାୟତ କେଳାକଟା ଗ୍ରାମରେ ଚାଲିଥିବା ଭୀମ ପାହାଡ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜି ଉଦଯାପିତ ହୋଇଯାଇଛି । ଆଜି ଉଦଯାପନୀ ମ୍ୟାଚରେ ମେହେର ସ୍ପୋର୍ଟିଂ ଓ ଏମ.ସି.ସି. ଷ୍ଟ୍ରମ୍ ମଧ୍ୟରେ ମୁହାମୁହିଁ ହୋଇଥିଲେ ତିନି ଫର୍ମାଟ!-->…
Read More...
Read More...
କୃଷକଙ୍କ ସମସ୍ୟା ନେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରିଲା ବି.ଜେ.ପି.
ବୌଦ୍ଧ,୨୯/୧- - ଖରିଫ ଧାନ ବିକ୍ରୟ ବେଳେ ଚାଷୀ ଭୋଗୁଥିବା ବିଭିନ୍ନ ସମସ୍ୟାକୁ ନେଇ ଆଜି ବୌଦ୍ଧଜିଲ୍ଲା ବିଜେପି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦେବା ସହ ଘେରାଉ କରିଥିଲା । ବୌଦ୍ଧ ଜିଲ୍ଲାରେ ଚଳିତବର୍ଷ ଜାନୁଆରୀ ମାସରୁ ମଣ୍ଡି ବନ୍ଦ ହେବା ଅବସ୍ଥାକୁ ଚାଲିଆସିଛି ।!-->…
Read More...
Read More...
ମୋଟର ଚାଳକ ସଂଘ ପକ୍ଷରୁ ଦାବିପତ୍ର ପ୍ରଦାନ
ବାଲିଗୁଡ଼ା ,୨୯/୧: କନ୍ଧମାଳ ଜିଲ୍ଲା କୋଟଗଡ଼ ମଟର ଚାଳକ ସଙ୍ଘ ପକ୍ଷରୁ ସ୍ଥାନୀୟ ହନୁମାନ ବାଟିକାଠାରେ ଏକ ଜରୁରୀ କାଳୀନ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଭାରତ ନାୟକ ସଭାପତିତ୍ବ କରି ସଙ୍ଘର ନିଷ୍ପତି ଅନୁଯାୟୀ ଏକ ସଙ୍ଘ ଗୃହ ନିର୍ମାଣ ନିମନ୍ତେ ସ୍ଥାନ ଯୋଗାଇଦେବା ପାଇଁ 2018ରେ ଏକ!-->…
Read More...
Read More...
ଭାରସାମ୍ୟ ହରାଇ ବସ୍ ଦୁର୍ଘଟଣା, 5 ଗୁରୁତର
ବୌଦ୍ଧ,୨୯/୧ - ଜାତୀୟ ରାଜପଥ ନମ୍ବର 57ର ମନମୁଣ୍ଡା ଥାନା ମସିଣାପଡା ମେହେରୁଣୀ ନାଳ ନିକଟରେ ଡ଼ଲଫିନ ନାମକ ଏକ ଘରୋଇ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି | ମିଳିଥିବା ସୂଚନା ଅନୁଯାୟୀ ଆଜି ଭୋର 3 ଘଣ୍ଟା ସମୟରେ କଟକରୁ ରାୟପୁର ଯାଉଥିବା ଘରୋଇ ବସ୍ ଡଲଫିନ୍ ଓଡ଼ି 05 ଏ. ଏଲ. 7165 ମସିଣା ପଡା!-->…
Read More...
Read More...
ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ବଲାଙ୍ଗୀର ଷ୍ଟେସନଠାରେ ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ
ବଲାଙ୍ଗୀର,୨୮/୦୧: ପୂର୍ବତଟ ରେଳପଥ ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ଆଜି ବଲାଙ୍ଗୀର ଷ୍ଟେସନରେ ଏକ ପୂର୍ଣ୍ଣ ମାପର ମିଳିତ ବିପର୍ଯ୍ୟୟ ପରିଚାଳନା ଅଭ୍ୟାସ ଆୟୋଜନ କରାଯାଇଥିଲା । ଏହି ଅଭ୍ୟାସ ଅବସରରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ବଳ (ଏନଡିଆରଏଫ), ଓଡିଶା ବିପର୍ଯ୍ୟୟ ରାପିଡ୍ ଆକ୍ସନ ଫୋର୍ସ,!-->…
Read More...
Read More...
ଡ଼ମ୍ଫର୍ ଧକ୍କାରେ ୪ ଗୋରୁ ମୃତ, ୨ ଗୋରୁ ସମେତ ୩ ଶଗଡିଆ ଆହତ
ପାଟଣାଗଡ,୨୮/୧: ବଲାଙ୍ଗିର ଜିଲ୍ଳା ପାଟଣାଗଡ ଭଇଁଷା କଲେଜ୍ ଛକ ଠାରେ ଆଜି ଭୋର ରେ ଭଇଁଷା ଗାଁ ରୁ ଧବଳ ପଡା କୁ ପାଳ ଆଣିବାକୁ ଯାଉଥିବା ସମୟରେ ବିପରୀତ ଦିଗରୁ ଏକ ଡ଼ମ୍ଫର୍ ଓ ଡି ୦୩ ଜି ୪୭୯୯ ପିଟି ଥିଲା ଫଳରେ ଘଟଣା ସ୍ଥଳରେ ୪ଗୋରୁ ମୃତ ହୋଇଥିବା ବେଳେ ୨ ଗୋରୁ ଆହତ ହୋଇଛନ୍ତି।ଓ ୩ ଜଣ!-->…
Read More...
Read More...
ଚାଷୀଙ୍କ ବିଭିନ୍ନ ଦାବି ନେଇ ଭୁବନେଶ୍ଵର ଯାଉଥିବା 60 ଯୁବକଙ୍କୁ ସ୍ବାଗତ
ବୌଦ୍ଧ,୨୮/୧ - ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ରାଜ୍ୟ କୃଷିମନ୍ତ୍ରୀଙ୍କୁ ଭେଟିବାକୁ ସାଇକେଲରେ ନୂଆପଡ଼ା ଜିଲ୍ଲା ଖଡ଼ିଆଳରୁ ବାହାରିଥିବା ଯୁବକ ମାନଙ୍କୁ ଆଜି ଜନ ଅଧିକାର ସୁରକ୍ଷା ମଞ୍ଚ ବୌଦ୍ଧ ପକ୍ଷରୁ ସ୍ବାଗତ କରାଯାଇଥିଲା l ରାଜ୍ୟ ଦଳିତ ଅଧିକାର ମଞ୍ଚ ସଭାପତି କମଳ ଚରଣ ତାଣ୍ଡି ଓ!-->!-->!-->…
Read More...
Read More...
ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ଗଣତନ୍ତ୍ର ଦିବସ ପାଳିତ
ଆଠମଲ୍ଲିକ: ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କିଆକଟା ପଞ୍ଚାୟତ ଅଧିନସ୍ଥ କାଦପଡା ଗ୍ରାମର ଗୋଷ୍ଠୀ କେନ୍ଦ୍ର ପରିସରରେ ଜୟ ଜଗନ୍ନାଥ ୟୁଥ୍ ଆସୋସିଏସନ ପକ୍ଷରୁ ୭୨ତମ ଗଣତନ୍ତ୍ର ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗ୍ରାମର ସୁଯୋଗ୍ୟ ସନ୍ତାନ ତଥା ସିଆର୍ପିଏଫ୍!-->…
Read More...
Read More...