Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ଦାରିଙ୍ଗବାଡ଼ିରେ ପୁଣି ଜନନୀ ଯନ୍ତ୍ରଣା ଯନ୍ତ୍ରଣାରେ ଛଟପଟ ପ୍ରସୂତୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର…
ଦାରିଙ୍ଗବାଡ଼ି,୩୧/୧୦: ଦାରିଙ୍ଗବାଡ଼ି ବ୍ଲକରେ ପୁଣି ଥରେ ଆଜି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି l ଜଣେ ପ୍ରସୂତୀ ପ୍ରସବ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ବେଳେ ଡାକ୍ତର ଖାନାରେ ଡାକ୍ତର ନଥିବାରୁ ପ୍ରସବ ନେହବା କାରଣରୁ ଅର୍ଥ ଅଭାବରୁ ଯନ୍ତ୍ରଣାରେ ଛଟ ପଟ ହୋଇ ଘରକୁ!-->…
Read More...
Read More...
ରୋହିତ କୁମାର ଦାସଙ୍କ ସ୍ମୁତିଚାରଣ କଲେ କର୍ମଚାରୀ
ଦାରିଙ୍ଗବାଡ଼ି,୩୧/୧୦: ଆରକେଡି କଂଷ୍ଟ୍ରକସନର ଏମଡି ରୋହିତ କୁମାର ଦାସ ଗତ ୧୭ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ବେଳେ ଦାସଙ୍କ ଶୁଦ୍ଧିକ୍ରିୟା ଅବସରରେ ଦାରିଙ୍ଗବାଡ଼ି ଆରକେଡି କଂଷ୍ଟ୍ରକସନ କ୍ୟାମ୍ପର କର୍ମଚାରୀଙ୍କ ପକ୍ଷରୁ ବୁଧବାର ଦିନ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି!-->!-->!-->…
Read More...
Read More...
ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ
କଣ୍ଟାବାଞ୍ଜି (ହିଁ. ପ୍ର )- ତୁରୀକେଲା ବ୍ଲକ ଅନ୍ତର୍ଗତ ମାଂଝୀ ପଡା ପ୍ରାଥମିକ ବିଦ୍ୟାଳୟ ପରିସର ରେ ଲୌହ ପୁରୁଷ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 146 ତମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ!-->!-->!-->…
Read More...
Read More...
କଂଗ୍ରେସ ପକ୍ଷରୁ କିଷାନ ଅଧିକାର ଦିବସ ଓ ସତ୍ୟାଗ୍ରହ ପାଳିତ
ବୌଦ୍ଧ,୩୧/୧୦ - ବୌଦ୍ଧ ଜିଲ୍ଲା କଂଗ୍ରେସ କମିଟି ତରଫରୁ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଇନ୍ଦିରାଗାନ୍ଧୀଙ୍କ ପୂଣ୍ୟତିଥି ଅବସରରେ ଆଜି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ କିଷାନ ଅଧିକାର ଦିବସ ଓ ସତ୍ୟାଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କଂଗ୍ରେସ କମିଟି!-->…
Read More...
Read More...
ବୌଦ୍ଧ ସହରରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ
ବୌଦ୍ଧ,୩୧/୧୦ - କୋଭିଡ କଟକଣାରେ ବୌଦ୍ଧ ସହରରେ ୩ ଗୋଟି ସ୍ଥାନରେ କୁମାର ପୁର୍ଣ୍ଣିମା ଅବସରରେ ପବିତ୍ର ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହୋଇଯାଇଛି । ବୌଦ୍ଧ ସହର ଏନ.ଏ. ସି. ଛକସ୍ଥିତ ଲକ୍ଷ୍ମୀ ବଜାର ତରଫରୁ ଆୟୋଜିତ ଗଜଲକ୍ଷ୍ମୀ ପୂଜାରେ କର୍ତ୍ତା ଭାବରେ ପ୍ରମୋଦ ପରିଡା ବସିଥିବା ବେଳେ ପୂଜକ!-->…
Read More...
Read More...
ପାରଳାଖେମୁଣ୍ଡି ଗୌରୀ ଆମ୍ମା ପୂଜା ଆରମ୍ଭ
ପାରଳାଖେମୁଣ୍ଡି,୩୧/୧୦- ଗଜପତି ଜିଲ୍ଲାରେ ପୁରପଲ୍ଲୀରେ ଗୌରୀ ଆମ୍ମା ପୂଜା ସକାଶେ ସହରର ମୂର୍ତ୍ତି କାରିଗରମାନେ ମୂର୍ତ୍ତିନିର୍ମାଣ ଚାଲିଥିବାର ଦେଖିବାକୁ ମିଳିଛି । ସହରର କଟିକିଆ ସାହି ଚିତ୍ରକାର ସାହିର ମୂର୍ତ୍ତି କାରିଗରମାନେ ମୂର୍ତ୍ତି ନିର୍ମାଣ କରିଥାନ୍ତି । ଜିଲ୍ଲାର ପୁରପଲ୍ଲୀରେ!-->…
Read More...
Read More...
ଗଜପତିରେ ଆଜି ୮ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି,୩୧/୧୦- ଗଜପତିରେ ଆଜି ପୁଣି ୮ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଳକରୁ ଜଣେ, ମୋହନା ବ୍ଳକରୁ ୨ ଜଣ, ରାୟଗଡ ବ୍ଲକରୁ ଜଣେ, ନୂଆଗଡ଼ ବ୍ଳକରୁ ଜଣେ, ପାରଳା ପୌରପରିଷଦରୁ ୩ ଜଣ ଚିହ୍ନଟ ହୋଇଛନ୍ତି । କରୋନା ଚିହ୍ନଟ!-->…
Read More...
Read More...
ଆଜି ବୌଦ୍ଧ ଜିଲ୍ଲାରେ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂଖ୍ୟାହେଲା ୨୫୭୨
ବୌଦ୍ଧ,୩୧/୧୦ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୧୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ!-->…
Read More...
Read More...
ଇନ୍ଦିରାଗାନ୍ଧୀଙ୍କ ମହାପ୍ରୟାଣ ଦିବସ ପାଳିତ
ପାରଳାଖେମୁଣ୍ଡି,୩୧/୧୦ - ଗଜପତିଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ କଂଗ୍ରେସ କାର୍ଯ୍ୟଳୟରେ ପୂର୍ବତ୍ତନ ପ୍ରଧାନମନ୍ତୀ ସ୍ବର୍ଗୀୟ ଇନ୍ଦିରା ଗାନ୍ଧୀଙ୍କ ମହାପ୍ରୟାଣର ଦିବସ ପାଳନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ତଥା ମହନା ବିଧାୟକ ଦାଶରଥି ଗମାଙ୍ଗ, ଜାଖବ!-->…
Read More...
Read More...
ପ୍ରବୀଣ ତୁମେ ଗଲା ପରେ… ସ୍ମରଣିକା ଉନ୍ମଚିତ
ବିଶିଷ୍ଟ ନାଟ୍ୟକାର ମଞ୍ଚ ନିର୍ଦ୍ଦେଶକ କଳାକାର ପ୍ରବୀଣ ପଣ୍ଡା ଙ୍କ ସ୍ମୁତି ଉଦ୍ଦେଶ ରେ ପାରଳାଖେମୁଣ୍ଡର କରଣ ସାହି ସ୍ଥିତ ବିଜୟ କ୍ଲବ ପରିସରରେ ସ୍ମରଣିକା ଉନ୍ମଚିତ ହୋଇଯାଇଛି। ସ୍ବର୍ଗତ ପ୍ରବୀଣ ପଣ୍ଡା ଏକାଧାରରେ ଜଣେ ମଞ୍ଚ କଳାକାର, ନିର୍ଦ୍ଦେଶକ, ସାଂସ୍କୃତିକ ସଂଗଠକ ଥିଲେ। ଆଜି ତାଙ୍କ!-->…
Read More...
Read More...