Browsing Category

ରାଜ୍ୟ

ଅଙ୍ଗନୱାଡ଼ି ପାଚେରୀ ନିର୍ମାଣ କାର୍ଯ୍ୟରେ ଦୁର୍ନୀତି ଅଭିଯୋଗ ବିଭାଗୀୟ ଅଧିକାରୀ ତଦନ୍ତ କରି ଠିକ୍‌ ଭାବେ କାମ…

ବାଲିଗୁଡା଼/କେ.ନୂଆଗାଁ,୨୯/୯: ଅଙ୍ଗନୱାଡ଼ି କେନ୍ଦ୍ର ପାଚେରୀ ନିର୍ମାଣ କାମରେ ଦୁର୍ନୀତି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ୍‌ ବଣ୍ଡଗୁଡ଼ା ଗ୍ରାମ ପଞ୍ଚାୟତର ଚଞ୍ଚଳା ସାହିରୁ । ସୂଚନା ପ୍ରକାରେ ଏହି କାର୍ଯ୍ୟଟି ବିଭାଗୀୟ କାର୍ଯ୍ୟ ହୋଇଥିବା ବେଳେ ଚଞ୍ଚଳା
Read More...

ସମ୍ବଲପୁର ରେଳମଣ୍ଡଳରେ ସ୍ୱଚ୍ଛତା ପକ୍ଷ ଅବସରରେ ସ୍ୱଛ ନୀର ଅଭିଯାନ ଆୟୋଜିତ

ସମ୍ବଲପୁର : ପୂର୍ବତଟ ରେଳବାଇ ସମ୍ବଲପୁର ମଣ୍ଡଳରେ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ମଧ୍ୟରେ ସ୍ୱଚ୍ଛ ରେଳ, ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ଆୟୋଜନ କରାଯାଉଅଛି । ୨୮ ସେପ୍ଟେମ୍ବର ୨୦୨୦ରେ "ସ୍ୱଚ୍ଛନୀର' ଅଭିଯାନ ଆୟୋଜିତ ହୋଇଯାଇଛି ।ଏହି ଅବସରରେ ମଣ୍ଡଳର ବିଭିନ୍ନ ଷ୍ଟେସନରେ ଜଳ
Read More...

ସମ୍ବଲପୁରରେ ନୂଆ ୯୮ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର,୨୯/୯- ସମ୍ବଲପୁର ଜିଲ୍ଲାରେ ବିଗତ ୨୪ଘଣ୍ଟା ମଧ୍ୟରେ ୯୮ ଜଣ ନୂଆ ପଜିଟିଭ ରୂପେ ଚିହ୍ନଟ ହୋଇଛନ୍ତି । ଏହା ତୃତୀୟ ସପ୍ତାହ ହେଲା, ଜିଲ୍ଲାରେ ଦୈନିକ ଚିହ୍ନଟଙ୍କ ସଂଖ୍ୟା ଶହେରୁ ଊର୍ଦ୍ଧ୍ୱ କିମ୍ବା ପାଖାପାଖି ରହୁଛି, ଯାହାକି ନିଶ୍ଚିତ ରୂପେ ଚିନ୍ତାର ବିଷୟ । ଆଜିକାର ତାଜା ସ୍ଥିତି
Read More...

ବୌଦ୍ଧ: କୋଭିଡ ହସପିଟାଲରେ ଆଉ ଜଣଙ୍କ ମୃତ୍ୟୁ

ବୌଦ୍ଧ,୨୯/୯ - ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଉଜଣଙ୍କ ଜୀବନ ଯାଇଥିବା ଜଣାପଡିଛି । ମୃତକ ଜଣକ ବୌଦ୍ଧ ବ୍ଲକ୍‌ ବଘିଆପଡା ଗ୍ରାମ ପଂଚାୟତ ଅଂଚଳର ଓ ତାଙ୍କର ବୟସ ୬୫ ବର୍ଷ ବୋଲିଜଣାପଡିଛି । ସେ କରୋନା ପଜିଟିଭ ଚିହ୍ନଟ ହୋଇ ବୌଦ୍ଧ କୋଭିଡ ହସପିଟାଲରେ ଚିକିତ୍ସାଧୀନ
Read More...

ଆଜି ଅପରାହ୍ନରୁ ହରଭଙ୍ଗା ହେବ ସଟ୍‌ ଡାଉନ୍‌

ବୌଦ୍ଧ/ହରଭଙ୍ଗା,୨୯/୯ - ଗତକାଲି ହରଭଙ୍ଗା ଗ୍ରାମରୁ ୫ କରୋନା ପଜିଟିଭ ଚିହ୍ନଟ ହେବା ପରେ ହରଭଙ୍ଗା ଗ୍ରାମକୁ ସରପଞ୍ଚ ସୁମନଜୀ ଲାଲ୍‌ ଆଜି ଅପରାହ୍ନରୁ ହରଭଙ୍ଗାକୁ ସଟ୍‌ ଡାଉନ୍‌ ଘୋଷଣା କରିବାକୁ ନୋଟିସ ଜାରି କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ୨ ଘଣ୍ଟା ଠାରୁ ତା ୧.
Read More...

ସଙ୍କୀର୍ଣ୍ଣ ପୋଲରୁ ଖସିପଡିଲା ଟ୍ରକ, ଚାଳକ ମୃତ

ସମ୍ବଲପୁର,୨୯/୯- ପୋଲ ସଙ୍କୀର୍ଣ୍ଣ ଓ ରାସ୍ତା ବୁଲାଣିଆ ଥିବାରୁ ନିୟନ୍ତ୍ରଣ ହରାଇ ଟ୍ରକ ତଳକୁ ଖସି ପଡିଲା ଓ ଟ୍ରକ ଚାଳକର ଘଟଣାସ୍ଥଳରେ ମୃତ୍ୟୁ ଘଟିଛିା । ଏହି ମର୍ମନ୍ତୁଦ ଦୁର୍ଘଟଣା ସ୍ଥାନୀୟ ରେଢାଖୋଲ ଉପଖଣ୍ଡ ଅନ୍ତର୍ଗତ ଚନ୍ଦ୍ରପୁର ଗାଁ ନିକଟରେ ଘଟିଛି, ଯାହାକି ବ୍ଲକ ମୁଖ୍ୟାଳୟ
Read More...

ମୁଣ୍ଡିପଦର ଓ ମୁର୍ଷୁଣ୍ଢି ପାଇଁ ସ୍ୱତନ୍ତ୍ର ଧାନ କ୍ରୟ କେନ୍ଦ୍ର ପ୍ରତିଷ୍ଠା ଦାବି

ବୌଦ୍ଧ,୨୯/୯ - ବୌଦ୍ଧବ୍ଲକ୍‌ ମୁଣ୍ଡିପଦର ଗ୍ରାମ ପଂଚାୟତ ଓ ମୁର୍ଷୁଣ୍ଢି ଗ୍ରାମ ପଂଚାୟତର ଚାଷୀମାନଙ୍କ ପାଇଁ ସ୍ୱତନ୍ତ୍ର ଧାନ କ୍ରୟ କେନ୍ଦ୍ର ପ୍ରତିଷ୍ଠା କରିବା ପାଇଁ ସମ୍ପୃକ୍ତ ଅଂଚଳର ଚାଷୀମାନେ ଜିଲ୍ଲାପାଳଙ୍କ ନିକଟରେ ଦାବି କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ତାଲସରଡା
Read More...

ବୌଦ୍ଧ: ଆଜି ପୁଣି ୪୫ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୨୯/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୧୧ ଜଣ, ହରଭଙ୍ଗା ବ୍ଲକ୍‌ ଖଣ୍ଡହତା ଗ୍ରାମରୁ ୧ ଜଣ, ଛତ୍ରଙ୍ଗ
Read More...

ଭାରସାମ୍ୟ ହରାଇ କାର୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ବୌଦ୍ଧ,୨୯/୯ - ଆଜି ଭୋର ପ୍ରାୟ 4 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ବହିରା ଛକ ନିକଟରେ ଭାରସାମ୍ୟ ହରାଇ ଗୋଟିଏ କାର୍ ଦୁର୍ଘଟଣା ଘଟିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ସମ୍ବଲପୁର ଅଂଚଳର ଗୋଟିଏ କାର୍ ଓଡି 15 ଏମ 6336 ଭୁବନେଶ୍ବରରୁ ସୋନପୁର ଅଭିମୁଖେ ଫେରୁଥିବା ବେଳେ
Read More...

ମହୀଧର ରଣା କରୋନା ପଜିଟିଭ ଚିନ୍ହଟ

ବୌଦ୍ଧ,୨୮/୯- କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ତଥା ବୌଦ୍ଧ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ମହୀଧର ରଣା କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି l ବିଧାନସଭା ବସିବାର ଅବ୍ୟବହିତ ପୂର୍ବରୁ ସମସ୍ତ ବିଧାୟକ ମାନଙ୍କ କୋଭିତ ଟେଷ୍ଟ କରାଯାଇଥିଲା | ଏ ପରିପ୍ରେକ୍ଷୀରେ
Read More...