Browsing Category

ରାଜ୍ୟ

ପଶ୍ଚିମ ଓଡି଼ଶାରେ ପଙ୍ଗପାଳ ଭୟ

ଭୁବନେଶ୍ୱର: ପାକିସ୍ତାନ ପଟୁ ଭାରତରେ ପ୍ରବେଶ କରିଥିବା ପଙ୍ଗପାଳମାନେ ଖୁବଶୀଘ୍ର ଓଡିଶାରେ ପହଞ୍ଚିବେ । ଏମାନେ ବିଶେଷକରି ଉଷ୍ଣ ବାତାବରଣକୁ ଅଧିକ ମାତ୍ରାରେ ଅକୃଷ୍ଟ ହେଉଥିବାରୁ ପଶ୍ଚିମଓଡିଶାକୁ ପ୍ରଥମେ ଏମାନଙ୍କର ଆଗମନ ହେବ ବୋଲି ଅନୁମାନ କରାଯାଉଛି । ପ୍ରାଣୀ ବିଶେଷଜ୍ଞମାନଙ୍କ ମତରେ
Read More...

ମନ୍ କି ବାତ୍‌ରେ ଓଡି଼ଶାକୁ ପ୍ରଶଂସା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ନିୟମିତ ରେଡିଓ କାର୍ଯ୍ୟକ୍ରମ "ମନ୍ କି ବାତ୍‌'ରେ ଆଜି ଦେଶର ବିଭିନ୍ନ ବର୍ଗର ଲୋକମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଲକଡାଉନ କଟକଣାକୁ ପାଳନ କରିଥିବାରୁ ସେ ଏଭଳି କୃତଜ୍ଞତା ଜଣାଇଛନ୍ତି । ବିଶେଷକରି ଲକଡାଉନ ସମୟରେ ଉଲ୍ଲେଖନୀୟ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇ ବାଇକ ଆରୋହୀ ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ପାଲା ବୃଦ୍ଧି ଗ୍ରାମପଞ୍ଚାୟତ ଅଳି ମାଡା ଗ୍ରାମର ଦୁଇ ଭାଇ ପ୍ରଦୀପ ବାଗାର ବୟସ 28 ଓ ନରେଶ ବାଗାର ବୟସ 25 ଫୁଲବାଣୀରୁ ମାର୍କେଟ କରି ଫିରିଙ୍ଗିଆ ରାସ୍ତାରେ ନିଜ ଗ୍ରାମକୁ ମୋଟର ସାଇକେଲ ଯୋଗେ ନିଜ ଗ୍ରାମକୁ ଫେରୁଥିବା ସମୟରେ ବିଶି ପଡ଼ା
Read More...

ମହାନଦୀରେ ବୁଡି ଦୁଇଭାଇ ମୃତ

ବୌଦ୍ଧ,: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ଅରଖପଦର ଗ୍ରାମରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି । ମଧ୍ୟାହ୍ନରେ ମହାନଦୀକୁ ଦୁଇ ସମ୍ପର୍କୀୟ ଭାଇ ଗାଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁ ଘଟିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ହରଭଙ୍ଗା ଥାନା ଅରଖପଦର ଗ୍ରାମର ଦୁଇ ସମ୍ପର୍କୀୟ ଭାଇ ଆଶିଷ
Read More...

ଗଜପତିରେ ପୁଣି ୧୬ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ଆଉ ୧୬ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା ।ସେମାନେ ସମସ୍ତେ ମହାରାଷ୍ଟ୍ର ଫେରନ୍ତା ଅଟନ୍ତି । ଚିହ୍ନଟ ହୋଇଥିବା ଆକ୍ରାନ୍ତମାନେଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିଲେ । ସେଠାରୁ ସେମାନଙ୍କର ସ୍ୱାବ
Read More...

ଗଜପତି ଜିଲ୍ଲାବାସୀ ମିଳିତ ଭାବେ ଗାଇଲେ ବନ୍ଦେ ଉତ୍କଳ ଜନନୀ

ପାରଳାଖେମୁଣ୍ଡି : ପାରଳାଖେମୁଣ୍ଡି ପୌର ପରିଷଦ ପକ୍ଷରୁ ସ୍ଥାନୀୟ ରାଜଦାଣ୍ଡରେ ବନ୍ଦେ ଉତ୍କଳ ଜନନୀ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇ ଯାଇଛି । ପୌର ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ବି ଭେଙ୍କେଟ ରାମଣା, ୱାଇ ଯୁଧିଷ୍ଠିର ଏବଂ
Read More...

ମନରେଗା ଯୋଜନାରେ ଗାଁ ସାଥୀଙ୍କୁ ଉପେକ୍ଷା !

ବୌଦ୍ଧ:ଲକ୍‌ଡାଉନ କୋହଳ ହେବାପରେ ବୌଦ୍ଧଜିଲ୍ଲାର ସମସ୍ତ ବ୍ଲକରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା (ମନରେଗା) ଅନୁଦାନରେ ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ମନରେଗା ଯୋଜନାର କାର୍ଯ୍ୟ ପରିଚାଳନା ପାଇଁ ସରକାର ଗାଁ ଗାଁରେ ଗ୍ରାମସାଥୀ ପଦବୀ ସୃଷ୍ଟି କରିଥିଲେ
Read More...

ସମ୍ବଲପୁରରେ ନବମ କରୋନା ରୋଗୀ ଚିହ୍ନଟ

ସମ୍ବଲପୁର :ଆଜି ସମ୍ବଲପୁର ଜିଲ୍ଲାରେ ନବମ କରୋନା ରୋଗୀ ରୂପେ ଜଣେ ୨୨ବର୍ଷୀୟ ଯୁବକକୁ ଚିହ୍ନଟ କରାଯାଇଛି । ଗୁଜରାଟ ର ଅହମଦାବାଦରୁ ଏଠାକୁ ଆସିଲା ପରେ ତାକୁ ରେଢାଖୋଲ ଉପଖଣ୍ଡ ସ୍ଥିତ ସରକାରୀ କ୍ବାରେଣ୍ଟାଇନ କେନ୍ଦ୍ର ଲୁହାପଙ୍କ ଟିଏମସି ରେ ଅନୁଧ୍ୟାନ ପାଇଁ ରଖାଯାଇଥିଲା । ପରୀକ୍ଷା ପରେ
Read More...

ଶେଷ ପର୍ଯ୍ୟାୟରେ ପୁରୀକୁ ଗଲା ୬୦ଖଣ୍ଡ କାଠ

ବୌଦ୍ଧ:ପୁରୀ ରଥଯାତ୍ରା ପାଇଁ ପୂର୍ବରୁ ୩ଟି ପର୍ଯ୍ୟାୟରେ ବୌଦ୍ଧ ବନଖଣ୍ଡରୁ ରଥକାଠ ଯାଇଥିବାବେଳେ ଶୁକ୍ରବାର ଦିନ ଶେଷ ପର୍ଯ୍ୟାୟରେ ଆଉ ୬୦ଖଣ୍ଡ ରଥକାଠ ୨ଟି ଟ୍ରକରେ ପୁରୀ ଅଭିମୁଖେ ଯାଇଥିବା ଜଣାପଡିଛି । ମନମୁଣ୍ଡା ରେଞ୍ଜ ଅନ୍ତର୍ଗତ ଗୁନ୍ଦୁଳିଆ ସେକସନରୁ ପୂର୍ବରୁ ସଂଗୃହିତ ହୋଇ
Read More...

ଥଣ୍ଡା ପାନୀୟ ବୋଝେଇ ଟ୍ରକ ଦୁର୍ଘଟଣା

ବୌଦ୍ଧ:ଜାତୀୟ ରାଜପଥ ନମ୍ବର ୫୭ର ବାମଣ୍ଡା ନିକଟବର୍ତ୍ତୀ କଟାତଳ ଛକ ନିକଟରେ ଆଜି ଏକ ଥଣ୍ଡାପାନୀୟ ବୋଝେଇ ଟ୍ରକ ଦୁର୍ଘଟଣା ହୋଇଛି । ୪ଟି ଟ୍ରକରେ ଥଣ୍ଡାପାନୀୟ ବୋଝେଇ ହୋଇ ଆସୁଥିବାବେଳେ ରାତିପ୍ରାୟ ୩ଘଣ୍ଟା ସମୟରେ ତନ୍ମଧ୍ୟରୁ ଗୋଟିଏ ଟ୍ରକ ଭାରସାମ୍ୟ ହରାଇ କଟାତଳ ଛକ ନିକଟରେ ରାସ୍ତାକଡକୁ
Read More...