Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବା ପାଇଁ “ବନ୍ଦେ ଉତ୍କଳଜନନୀ,” ସଙ୍ଗୀତ ପରିବେଷଣ
ଭୁବନେଶ୍ବର :ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ କ୍ରମେ ଓ ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ମାର୍ଗଦର୍ଶନରେ କରୋନା ଯୋଦ୍ଧା ଙ୍କୁ ଉତ୍ସାହିତ କରିବା ପାଇଁ ଭିଏସସନଗର ଅଞ୍ଚଳରେ ଟିମ୍ ପ୍ରକାଶ ତ୍ରିପାଠୀ ଓ ଜୟମାୟୁଥ୍_କ୍ଲବ୍ ମିଳିତ ସହଯୋଗରେ ମା ତାରିଣୀ ମନ୍ଦିର ପରିସରରେ ଓ ପ୍ରଭୁଜୀ!-->…
Read More...
Read More...
ପ୍ରଶାନ୍ତି ବିହାର ଓ ଶିଖରଚଣ୍ତିରେ କରୋନା ଯୋଦ୍ଧାଙ୍କୁ ଜଣାଇଲେ ସମ୍ମାନ
ଭୁବନେଶ୍ବର : ଆଜି ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ, ଏହି କରୋନା ରୂପି ରାକ୍ଷସ କବଳରେ ଆମଦେଶ ଓ ଉତ୍କଳ ଜନୀ ମଧ୍ୟ ଆକ୍ରାନ୍ତ । ଏହି କରୋନା ରାକ୍ଷସ ନିରୀହ ଜନତାଙ୍କୁ ଗ୍ରାସ କରିଛି । ତେବେ କରୋନା ସଂକ୍ରମଣକୁ ପ୍ରତିହତ କରିବାପାଇଁ ଯୋଦ୍ଧା ସାଜିଥିବା ପୁଲିସ ବାହିନୀ,!-->…
Read More...
Read More...
ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ମାଧ୍ୟମରେ କରୋନା ଯୋଦ୍ଧାଙ୍କୁ ସମ୍ମାନ
ଫୁଲବାଣୀ:ଶନିବାର ସନ୍ଧ୍ୟା ୫ଟା୩୦ମିନିଟ ରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଆହ୍ୱାନ କ୍ରମେ ଆମ କରୋନା ଯୋଦ୍ଧାମାନଙ୍କୁ ସମ୍ମାନ ପ୍ରଦର୍ଶନ ସହ ଉତ୍ସାହିତ କରିବା ଲକ୍ଷ୍ୟରେ କନ୍ଧମାଳ ଜିଲ୍ଲାପାଳ ଡ଼ଃ, ବୃନ୍ଦା ଡ଼ି ,ଏସପି ପ୍ରତୀକ ଗୀତା ସିଂ, ଙ୍କ ନିର୍ଦ୍ଧେଶ କ୍ରମେ ସମସ୍ତ!-->…
Read More...
Read More...
୭୩ କେଜି ଗଞ୍ଜେଇ ସହ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ି ଓ ଗୋଟିଏ ମୋଟରସାଇକେଲ ଜବତ, ଚାରିଜଣ ଚାଲାଣକାରୀ ଗିରଫ
ବାଲିଗୁଡ଼ା: ଗଞେଇ ଚୋରାଚାଲାଣ ବେଳେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ପୋଲିସ୍ ପକ୍ଷରୁ ଚଢ଼ାଉ । ୭୩କେଜି ଗଞ୍ଜେଇ ସହ ଗୋଟିଏ ଟାଟା ମ୍ୟାଜିକ୍ ଗାଡ଼ି ଓ ଗୋଟିଏ ମୋଟରସାଇକେଲକୁ ଜବତ କରିଛି ତୁମୁଡ଼ିବନ୍ଧ ପୋଲିସ୍ । ଏଥିସହିତ ଚାରିଜଣ ଚାଲାଣକାରୀ ଗିରଫକରି କୋର୍ଟଚାଲାଣ କରିଛି ପୋଲିସ୍ । ସୂଚନା!-->…
Read More...
Read More...
ରେକର୍ଡ : ୨୪ ଘଣ୍ଟାରେ ୧୨୯ ପଜିଟିଭ ଚିହ୍ନଟ, ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୪୮କୁ ବୃଦ୍ଧି
ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ଦ୍ରୁତଗତିରେ ବଢିବାରେ ଲାଗିଛି । ରବିବାର ରେକର୍ଡ ସଂଖ୍ୟାକ ପଜିଟିଭ ଚିହ୍ନଟ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୧୨୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି, ଯାହା ଏକ ରେକର୍ଡ ବୋଲି କୁହାଯାଉଛି । ଆଗରୁ କେବେ ଏକାସାଙ୍ଗରେ ଏତେ ସଂଖ୍ୟାକ!-->…
Read More...
Read More...
କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ଯୋଡା ସହର କୋଣଅନୁକୋଣରେ ଗୁଞ୍ଜରିତ ହେଲା ‘ବନ୍ଦେ ଉତ୍କଳ ଜନନୀ.’
ସାରା ଓଡ଼ିଶା ଓ ପୂରା ଓଡ଼ିଆ ଜାତି ଗାଇଲା ‘ବନ୍ଦେ ଉତ୍କଳ ଜନନୀ’। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନକୁ ଗ୍ରହଣ କରି କୋଭିଡ ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ସହରରୁ ଗାଁ, କାର୍ଯ୍ୟାଳୟ ସବୁଠି ଗାନ କରାଯାଇଛି ‘ବନ୍ଦେ ଉତ୍କଳ ଜନନୀ।’ ଶନିବାର ସନ୍ଧ୍ୟା ୫.୩୦ ମିନିଟ୍ରେ ଓଡ଼ିଶାର!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ସମ୍ମାନ : କିଟ୍ କିସ୍ ଓ କିମ୍ସ ପକ୍ଷରୁ ବନ୍ଦେ ଉତ୍କଳ ଜନନୀ ଗାନ
ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀଙ୍କ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ଶନିବାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ କିମ୍ସ ପରିସରରେ କିଟ୍, କିମ୍ସ ଓ କିସ୍ର ପଦାଧିକାରୀ ଓ କର୍ମଚାରୀମାନେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ କରିଥିଲେ । ଏହି ଅବସରରେ କୋଭିଡ୍ ଯୋଦ୍ଧାମାନଙ୍କୁ ସମ୍ମାନ ଜଣାଇ!-->…
Read More...
Read More...
ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ “ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ଗାନ
ଭୁବନେଶ୍ୱର :ଆଜି 5ଟା 30ମିନିଟ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ "ବନ୍ଦେ ଉତ୍କଳ ଜନନୀ" ସଙ୍ଗୀତ ଗାନ କରାଯାଇଛି। ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ରାଜ୍ୟ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଥିଲେ ସାଢ଼େ 4କୋଟି ଓଡିଶାବାସୀ ରାଜ୍ୟ, ଦେଶ ଏବଂ!-->…
Read More...
Read More...
କରୋନା ଯୋଦ୍ଧାଙ୍କୁ ସମ୍ମାନ
ଟିଟିଲାଗଡ :ସ୍ଥାନୀୟ ରେଳ ଷ୍ଟେସନ ସମ୍ମୁଖରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଗାନ କରି କରୋନା ଯୋଦ୍ଧାଙ୍କୁ ସମ୍ମାନ ପ୍ରଦର୍ଶନ କରାଯାଇଥିଲା I ପ୍ରଶାସନ ତରଫରୁ ଆୟୋଜିତ କର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ମହିଳା ଶସକ୍ତିକରଣ ଓ ମିଶନ୍ ଶକ୍ତି ମନ୍ତ୍ରୀ ତଥା!-->…
Read More...
Read More...
ବୌଦ୍ଧରେ କରୋନା ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ସମୂହ ବନ୍ଦେ ଉତ୍କଳ ଜନନୀ ଗାନ
ବୌଦ୍ଧ: ବୌଦ୍ଧଜିଲ୍ଲା ସଦର ମହକୁମାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆଜି ସନ୍ଧ୍ୟା ୫ଘ. ୩୦ ମିନିଟ ସମୟରେ କରୋନା ଯୋଦ୍ଧାଙ୍କ ତ୍ୟାଗ ଓ ସଂକଳ୍ପକୁ ସମ୍ମାନ ଜଣାଇ ବନ୍ଦେ ଉତ୍କଳ ଜନନୀ ଗାନ କରାଯାଇଥିଲା ।
ବୌଦ୍ଧଜିଲ୍ଲା ଷ୍ଟାଡିୟମ ନିକଟରେ ଅନୁଷ୍ଠିତ!-->!-->!-->!-->!-->…
Read More...
Read More...