Browsing Category

ରାଜ୍ୟ

କାଳବୈଶାଖୀର ତାଣ୍ଡବ : ଅନେକ ଘରର ଚାଳଛପର ଉଡିଗଲା

ବୈାଦ୍ଧ:ଗତକାଲି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବ ବୌଦ୍ଧସବର ସମେତ ଆଖପାଖ ଗ୍ରାମ ମାନଙ୍କରେ ଦେଖିବାକୁ ମିଳିଛି । ସନ୍ଧ୍ୟା ପ୍ରାୟ ୭ଟା ସମୟରେ ଟିକିଏ ବର୍ଷାସହ ଜୋରରେ ପବନ ହେବାରୁ ବୌଦ୍ଧସହରର ବିଭିନ୍ନ ୱାର୍ଡରେ ଅନେକ ଗଛଡାଳ ଭାଙ୍ଗିପଡିଥିବା ଦେଖିବାକୁ ମିଳିଛି । ସେହିପରି
Read More...

ଲକ୍‌ଡାଉନର ସଦୁପଯୋଗ : ପରିବାର ମିଶି ଖୋଳିଦେଲେ ୨୦ଫୁଟର କୂଅ

ବୈାଦ୍ଧ:ଲକ୍‌ଡାଉନରେ ଜୀବିକା ହରାଇ ଶ୍ରମଜୀବୀ ପରିବାରମାନେ ଘରେବସି ସରକାରୀ ସହାୟତାକୁ ଚାତକପରି ଅନେଇ ବସିଥିବାବେଳେ ଏ କ୍ଷେତ୍ରରେ କିଛି ଅଲଗାକରି ଦେଖାଇଛନ୍ତି ଗୋଟିଏ ପରିବାର । ପରିବାରର ସମସ୍ତ ସଦସ୍ୟ ମିଶି ନିଜ ଘରପାଖରେ ଲକ୍‌ଡାଉନ ସମୟରେ ୨୦ ଫୁଟ୍ ଗଭୀରର ଏକ କୂଅ ଖୋଳି ଉଦାହରଣ
Read More...

ଜିଲ୍ଲା ଆଇନସେବା ପ୍ରାଧିକରଣଙ୍କ ପ୍ରୟାସରେ ଅଗ୍ନିଶ୍ରମ ବିଭାଗ ଦ୍ଵାରା ଜିଲ୍ଲା କୋର୍ଟ ବିଶୋଧୀକରଣ

କୋଭିଡ-୧୯ ବା କରୋନା ଭାଇରସ ଏକ ବିଶ୍ଵ ମହାମାରୀ ରୂପ ନେଇଥିବା ବେଳେ ସରକାରଙ୍କ ଦ୍ଵାରା ବିଭିନ୍ନ ପଦକ୍ଷେପ ନିଆ ଯାଉଥିବା ବେଳେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ମଧ୍ୟ ସ୍ଥାନୀୟ ଅଗ୍ନିଶ୍ରମ ବିଭାଗ ଙ୍କ ସହାୟତା ରେ ପାରଳାଖେମୁଣ୍ଡି ସ୍ଥିତ ସମସ୍ତ ଜିଲ୍ଲା କୋର୍ଟ ପରିସର
Read More...

କରୋନା କଥା – 5 : କରୋନା ଟୀକା ପରୀକ୍ଷା !

ବ୍ରିଟେନ୍ ପାଇଁ ଆଜି ଏକ ଏତିହାସିକ ଦିନ ! ସାରାବିଶ୍ୱ ମଧ୍ୟ ଆଜି ଦିନର ସଫଳତାର ଅପେକ୍ଷାରେ ପ୍ରାର୍ଥନା କରୁଛି lଆଜିଠାରୁ ଆରମ୍ଭ ହୋଇଛି ମହାମାରୀ କରୋନା ପ୍ରତିଷେଧକ ପାଇଁ ଗବେଷଣା ପ୍ରସୂତ ଟୀକାର ମାନବ ପ୍ରୟୋଗ ! କିଛିଦିନ ଭିତରେ ଏହାର ଫଳ ଜଣାପଡିବ ଓ ସାରା ବିଶ୍ୱକୁ କରୋନା ମୁକାବିଲା
Read More...

ଭଦ୍ରକରେ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ଶୁକ୍ରବାର ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୦ରେ ପହଞ୍ଚିଛି। ଚିହ୍ନଟ ହୋଇଥିବା ଆକ୍ରାନ୍ତ ଜଣକ ଭଦ୍ରକ ଜିଲା ବାସୁଦେବପୁର ଅଞ୍ଚଳର ବୋଲି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଓ୍ବେବ୍‌ସାଇଟ ସୂଚନାରୁ
Read More...

ଭଦ୍ରକ, ବାଲେଶ୍ୱର ଓ ଯାଜପୁର ସଟଡାଉନ ଘୋଷଣା

ଭୁବନେଶ୍ୱର :ଆଜି ରାତ୍ରି 10ଘଣ୍ଟାରୁ ଆସନ୍ତା 26ତାରିଖ ସକାଳ 10ଟା ପର୍ଯନ୍ତ 60ଘଣ୍ଟା ସଟଡାଉନ ଘୋଷଣା କରିଛନ୍ତି ରାଜ୍ୟ ସରକାର I ଭୁବନେଶ୍ୱର ସଟଡାଉନର ସଫଳତା ଏଠାରେ ପରୀକ୍ଷଣ କରାଯିବ ବୋଲି କହିଛନ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠି I ଏହି ଜିଲ୍ଲାର ଜନ ସାଧାରଣ ସଟଡାଉନ ସମୟରେ ଘରୁ ନ
Read More...

ଗଛ ଉପରେ କ୍ୱାରେଣ୍ଟାଇନରେ ରହିଲେ ଯୁବକ, ମେଡିକାଲ ଟିମ୍ ପ୍ରତିଦିନ ଆସି ଚେକଅପ୍ କରୁଛନ୍ତି

କରୋନା ଭାଇରସକୁ ନେଇ ଏବେ ସହରଠାରୁ ଗାଁ ସବୁଠି ଭୟର ବାତାବାରଣ । ଏହି ସମୟରେ ଏବେ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ରାଜସ୍ଥାନର ଭୀଳବାଡି ଜିଲ୍ଲାର ଶେରପୁର ଗ୍ରାମର ନିବାସୀ ୨୪ ବର୍ଷିୟ ଯୁବକ କମଲେଶ ମୀଣା ୪ ଦିନ ପୂର୍ବରୁ ଅଜମେରରୁ ଚାଲିଚାଲି ଚାନି ନିଜ
Read More...

ଚଳିତ ମାସ ଶେଷ ସୁଦ୍ଧା ଦିନକୁ ୩ ହଜାର ନମୁନା ଟେଷ୍ଟ

ଭୁବନେଶ୍ୱର: ରାପିଡ୍ ଟେଷ୍ଟ କିଟ୍‌ରେ ତୃଟି ଦେଖାଯିବା ପରେ ତାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଥିଲେ ମଧ୍ୟ ତୃଟି ସୁଧାରି ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ଦିନକୁ ତିନି ହଜାର ନମୁନା ଟେଷ୍ଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ମୁକାବିଲା ପାଇଁ ଏ ନେଇ ରାଜ୍ୟ ସରକାରଙ୍କ
Read More...

ପୁଣି ଆଉ ୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,: ଗୁରୁବାର ରାଜ୍ୟରେ ପୁଣି ଆଉ ଚାରୋଟି ନୂଆ ପଜିଟିଭ୍ ସାମ୍ନାକୁ ଆସିଛି । ଯାହାକୁ ନେଇ ସମଗ୍ର ରାଜ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ନୂଆ ଚାରୋଟି ପଜିଟିଭ୍ ଯାଜପୁର ଜିଲ୍ଳାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୱେବସାଇଟରେ ସୂଚନା ଦିଆଯାଇଛି । ଫଳରେ
Read More...

୩ ଜିଲ୍ଲାର କୋଭିଡ୍ ହସ୍ପିଟାଲ ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିଶନର ଓ ୫-ଟି ସଚିବ

ଭୁବନେଶ୍ୱର : ଗୁରୁବାର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ନବରଙ୍ଗପୁର, ଜୟପୁର ଓ ମାଲକାନଗିରି ଗସ୍ତ କରି କୋଭିଡ୍ ହସ୍ପିଟାଲର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସେମାନେ ପ୍ରତି କୋଭିଡ୍
Read More...