Browsing Category

ରାଜ୍ୟ

ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଳୁ ୩ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନ ଆଉ ଜଣେ ଚିହ୍ନଟ ହୋଇଛନ୍ତି । ସେ ଯାଜପୁର ଜିଲ୍ଲାର ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଏହି କରୋନା ପଜିଟିଭ
Read More...

ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ

ସମ୍ବଲପୁର: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ମଧ୍ୟାହ୍ନ ୧.୩୫ଟା ସମୟରେ ସମ୍ବଲପୁର କୋଭିଡ ହସ୍ପିଟାଲ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହାର ଅଧଘଣ୍ଟା ପରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସେ ଏହାର
Read More...

ଭାରତ ସରକାରଙ୍କ ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ:…

ଭୁବନେଶ୍ୱର, : "ଇନଟାଞ୍ଜିବଲ କଲଚରାଲ ହେରିଟେଜ' ତାଲିକାରେ ଭାରତ ସରକାର ଓଡ଼ିଶାର ୩ଟି ସାଂସ୍କୃତିକ ପରମ୍ପରାକୁ ସାମିଲ କରିଥିବାରୁ ଏହି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି
Read More...

ଲକଡାଉନ ନିୟମର କଡ଼ାକଡ଼ି ଅନୁପାଳନ ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲକଡାଉନ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନିର୍ବାଚିତ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି । ଭିଡ଼ିଓ କନଫରେନ୍ସିଂ ଜରିଆରେ ସରପଞ୍ଚମାନେ ବ୍ଲକସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଡ଼ି ହୋଇଥିଲେ । ଲୋକସେବା ଭବନରେ
Read More...

ରନ୍ଧାଖାଦ୍ୟର ମାନ ଓ ପରିମାଣକୁ ନେଇ ହିତାଧିକାରୀ ଅସନ୍ତୁଷ୍ଟ

ବୌଦ୍ଧ: ଲକ୍‌ଡାଉନ ସମୟରେ ଅସହାୟ, ନିରାଶ୍ରୟ ଓ ଭିନ୍ନକ୍ଷମ ମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟକୁ ନେଇ ହିତାଧିକାରୀମାନେ ସବୁଠି ଅସନ୍ତୁଷ୍ଟ । ରନ୍ଧାଖାଦ୍ୟର ମାନ ଓ ପରିମାଣକୁ ନେଇ କେଉଁଠି ହିତାଧିକାରୀ ପାଟି ଖୋଲୁଥିବାବେଳେ କେଉଁଠି ନିରାଶ୍ରୟମାନଙ୍କୁ ଦୁଇବେଳା ଖାଦ୍ୟ ମିଳୁନଥିବା
Read More...

ଘରେ ରହୁଥିବା ସଙ୍ଗରୋଧ ବ୍ୟକ୍ତିମାନଙ୍କ ପାଇଁ ଜିଲ୍ଲାସ୍ତରରେ କଲ ସେଣ୍ଟର

ଗଜପତି ଜିଲ୍ଲାରେ ଦେଶ ଓ ରାଜ୍ୟ ବାହାରୁ ଆସି ପ୍ରାୟ ପାଞ୍ଚ ହଜାର ବ୍ୟକ୍ତି ଘରେ ସଂଙ୍ଗରୋଧରେ ରହି ଆସୁଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ସଙ୍ଗରୋଧରେ ରହି ଆସୁଥିବା ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପକୁ ଯାଞ୍ଚ କରିବା ପାଇଁ ଜିଲ୍ଲା ସ୍ତରରେ ଏକ କଲ ସେଣ୍ଟର
Read More...

କାଳବୈଶାଖୀର କରକାପାତରେ ଫସଲ, ପନିପରିବା ନଷ୍ଟ

ସମ୍ବଲପୁର: ଗତକାଲି ସନ୍ଧ୍ୟାରେ କାଳବୈଶାଖୀର ତାଣ୍ଡବରେ ସମ୍ବଲପୁରର ଅନେକ ଗ୍ରାମୀଣ ଅଞ୍ଚଳରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ଘଟିଛି । ବିଶେଷକରି ମଧ୍ୟମରୁ ବଡ ଆକାରର କରାମାଡ ଯୋଗୁଁ ବିଲରେ ଠିଆ ଧାନଫସଲ, ପନିପରିବା ଚାଷ, ଆମ୍ବ ପରି ଋତୁ ଫଳ ଆଦି କ୍ଷୟକ୍ଷତ ପହଞ୍ଚିଛି । ଅନେକ ସ୍ଥାନରେ ଘର
Read More...

ହ୍ୱାଟ୍ସଆପ୍‌ରେ କରୋନା ନ୍ୟୁଜ ଦେବେ ସରକାର

ଭୁବନେଶ୍ୱର :- ରାଜ୍ୟ ସରକାର ହ୍ୱାଟ୍ସଆପରେ କରୋନା ରୋଗ ସମ୍ବନ୍ଧୀୟ ସୂଚନା ଦେବେ । ଏହି ଆପ୍ ର ଏକ ସ୍ୱତନ୍ତ୍ର ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ଲୋକମାନଙ୍କୁ କରୋନା ସମ୍ବନ୍ଧରେ ପ୍ରତିଟି ଅପଟେଡ୍ ଦେବା ପାଇଁ ଏହା ଆରମ୍ଭ କରାଯାଇଛି । ଏହି ନମ୍ବରଟି ହେଲା
Read More...

ଉଜ୍ଜ୍ୱଳା ବିତରଣ କେନ୍ଦ୍ରରେ ଭିଡ ଯୋଗୁଁ ଉତ୍ତେଜନା

ସମ୍ବଲପୁର: ବାରମ୍ବାର ତାଗିଦ କଲାସତ୍ତ୍ୱେ ସ୍ଥାନୀୟ ଗେଟି ଟକିଜ ରୋଡସ୍ଥିତ ଉଜ୍ଜ୍ୱଳା ବିତରଣ କେନ୍ଦ୍ରଠାରେ ଭିଡ ଯୋଗୁଁ ଗଣ୍ଡଗୋଳ ହେଉଛି ଓ ସାମାଜିକ ଦୂରତା ନିୟମ ଭଙ୍ଗ ହେଉଛି । ଆଜି ସକାଳ ପ୍ରାୟ ୮ଟା ସମୟରେ ସେଠାରେ ଅନିୟନ୍ତ୍ରିତ ଭିଡ ଯୋଗୁଁ ପୁଣି ଉତ୍ତେଜନା ଦେଖାଯାଇଥିଲା । ଖାଉଟିମାନେ
Read More...

ଗରିବ ଅସହାୟ ଲୋକକୁ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ପକ୍ଷରୁ ଶୁଖିଲା ଖାଦ୍ୟ ସାମଗ୍ରୀ ବଣ୍ଟନ

ଆଜି ସମଗ୍ର ବିଶ୍ୱ କୁ କରୋନା ମହାମାରୀ କବଳିତ କରି ରଖିଛି।ସରକାର ଏଥିପାଇଁ ଲକ ଡାଉନ ଘୋଷଣା କରିଛନ୍ତି।ଏହି ଲକ ଡାଉନ ର ପ୍ରଭାବ ରାଜଧାନୀ ରେ ରହୁଥିବା ଗରିବ, ଖଟିଖିଆ, ଦିନ ମଜୁରିଆ ଙ୍କ ଉପରେ ମଧ୍ୟ ପଡିଛି, କାମ ଧନ୍ଦା ବନ୍ଦ, ରୋଜଗାର ବନ୍ଦ।, ଏଭଳି ଘଡି ସନ୍ଧି ମୁହୂର୍ତ୍ତରେ ସମର୍ପିତ
Read More...