Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବୌଦ୍ଧଜିଲ୍ଲା ଗ୍ରୀନ ଜୋନରେ : ଚିନ୍ତା ବଢାଉଛନ୍ତି ବାହାରୁ ଫେରୁଥିବା ସରକାରୀ କର୍ମଚାରୀ
ବୈାଦ୍ଧ:ବୌଦ୍ଧଜିଲ୍ଲା ପ୍ରଶାସନ ଓ ପୋଲିସର ଦିନରାତି ପରିଶ୍ରମ ଯୋଗୁଁ ବୌଦ୍ଧଜିଲ୍ଲାରେ କରୋନା ସଂକ୍ରମଣ ଆଜିଯାଏଁ ହୋଇନାହିଁ । ସେଥିପାଇଁ ଜିଲ୍ଲାକୁ ଗ୍ରୀନଜୋନ ଅନ୍ତର୍ଭୁକ୍ତ କରିଛନ୍ତି ସରକାର । ୨୦ ତାରିଖରୁ ଲକ୍ଡାଉନକୁ ଟିକିଏ କୋହଳ କରିଛି ଜିଲ୍ଲା ପ୍ରଶାସନ । ଏହା ଜିଲ୍ଲାବାସୀଙ୍କୁ!-->…
Read More...
Read More...
ଦାରିଙ୍ଗିବାଡ଼ି ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ଦାରିଙ୍ଗିବାଡ଼ି ବ୍ଲକ୍ ସିମନବାଡ଼ି ଅଞ୍ଚଳରେ କାଳ ବୈଶାଖୀର ତାଣ୍ଡବ । କାଳ ବୈଶାଖୀ ନେଇ ପାଣିପାଗ ବିଭାଗ ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ସତର୍କ ସୂଚନା ଦିଆଯାଇଥିଲା । ଏହାର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଛି ।
!-->!-->!-->!-->!-->…
Read More...
Read More...
ରାଜ୍ୟରେ ପୁଣି ୫ ନୂଆ ପଜିଟିଭ ଚିହ୍ନଟ, ସମସ୍ତେ ବାଲେଶ୍ୱରର
ଭୁବନେଶ୍ୱର : ଆଜି ପୁଣି ରାଜ୍ୟରେ ଆଉ ୫ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ୫ ପଜିଟିଭ ବାଲେଶ୍ୱର ଜିଲ୍ଲାର ବୋଲି ଉଲ୍ଲେଖ କରାଯାଇଛି । ବାଲେଶ୍ୱରରେ ଏ ପର୍ଯ୍ୟନ୍ତ ୮ଜଣ ପଜିଟିଭ ଚିହ୍ନଟ ହୋଇଥିବା!-->…
Read More...
Read More...
କରୋନା ମୁକାବିଲା ପାଇଁ ପିଏମ୍ କେୟାରସ୍କୁ ୧କୋଟି ଦାନ କଲେ ଓସିଏ ସଭାପତି
ଭୁବନେଶ୍ୱର : ମହାମାରୀ କରୋନା ମୁକାବିଲା ପାଇଁ ବହୁତ ଅର୍ଥର ଆବଶ୍ୟକ ପଡୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ନିଜ ସାମର୍ଥ୍ୟ ଅନୁସାରେ ପିଏମ୍ କେୟାରସ୍ ଫଣ୍ଡକୁ ଦାନ କରିବାକୁ ଆହ୍ୱାନ କରିଥିଲେ । ଏଥିରେ ଅନୁପ୍ରାଣିତ ହୋଇ ଓଡିଶା କ୍ରିକେଟ ଆସୋସିଏସନ (ଓସିଏ) ସଭାପତି!-->…
Read More...
Read More...
କରୋନା ଯୋଦ୍ଧାରେ ସାମିଲ୍ ବାଲିଗୁଡ଼ାର ମା’ ବିମଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା
ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଗୁଳିମରା ସାହିର ମା' ବିମଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାଙ୍କ ସ୍ବାଗତଯୋଗ୍ୟ ପଦକ୍ଷେପ । ନିଜ ଖର୍ଚ୍ଚରେ ମାସ୍କ ତିଆରି କରି ଲୋକଙ୍କୁ ବାଣ୍ଟିବାସହ ସଚେତନ କରାଉଛନ୍ତି ଅଞ୍ଚଳବାସୀଙ୍କୁ ମା' ବିମଳା ସ୍ବୟଂ ସହାୟକ ଗୋଷ୍ଠୀର ମହିଳାମାନେ ।!-->…
Read More...
Read More...
କରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବୌଦ୍ଧଜିଲ୍ଲା ରାଇସ ମିଲର୍ସ ଆସୋସିଏସନ ତରଫରୁ ୩ଲକ୍ଷ ଟଙ୍କାର…
ବୌଦ୍ଧ: ମହାମାରୀ କରୋନାର ମୁକାବିଲା ପାଇଁ ବିଭିନ୍ନ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ପ୍ରତିଦିନ ସହାୟତା ରାଶି ପ୍ରଦାନ କରାଯାଉଥିବାବେଳେ ଆଜି ବୌଦ୍ଧଜିଲ୍ଲା ରାଇସ ମିଲର୍ସ ଆସୋସିଏସନ ତରଫରୁ ୩ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି । ରାଣୀସତୀ ପେଡି ପ୍ରୋସେସିଂ!-->…
Read More...
Read More...
ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦେଶକଙ୍କ ଦାରିଙ୍ଗବାଡି ଗସ୍ତ :ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କଲେ
ଦାରିଙ୍ଗବାଡି ,କରୋନା ପାଇଁ ରାଜ୍ୟରେ ଲକଡାଉନ ଜାରି ହୋଇଥିବା ବେଳେ ସମସ୍ତ ପ୍ରକାରର ଉନ୍ନୟନ ମୂଳକ କାର୍ଯ୍ୟକୁ ସମ୍ପୂର୍ଣ ଭାବରେ ବନ୍ଦ କରାଯାଇଥିଲା ତେବେ ୨ୟ ପର୍ଯ୍ୟାୟ ଲକଡାଉନ ଜାରିହେବା ପରେ କିଛିଟା କଟକଣା କୋହଳ କରାଯାଇ ମନରେଗା ଏବଂ ଉନ୍ନୟନ କାର୍ଯ୍ୟ ସାମାଜିକ ଦୁରତ୍ଵା ସହିତ ମାସ୍କ!-->…
Read More...
Read More...
ସବୁ ରାଜ୍ୟକୁ କେନ୍ଦ୍ରର ନିର୍ଦ୍ଦେଶ : ଲକଡାଉନକୁ କଡାକଡି ଭାବେ ପାଳନ କର
ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ମାମଲା ବଢୁଥିବାରୁ କେନ୍ଦ୍ର ସରକାର ସ୍ୱତନ୍ତ୍ର ଗାଇଡଲାଇନ ଜାରି କରିଛନ୍ତି । ଲକଡାଉନକୁ ଆହୁରି କଡାକଡି ଭାବେ ପାଳନ କରିବା ଲାଗି ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଆଜି ନିର୍ଦ୍ଦେଶ ଦେଇଛନ୍ତି । ଏ ସଂପର୍କରେ ସବୁ ରାଜ୍ୟର ସରକାରଙ୍କ ନିକଟକୁ କେନ୍ଦ୍ର!-->…
Read More...
Read More...
Corona press meet 20 April 2020
https://www.facebook.com/1086601544703037/videos/239324170481187
Read More...
Read More...
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉଦଘାଟିତ ହେଲା ପାରାଦ୍ୱୀପ କୋଭିଡ-୧୯ ହସ୍ପିଟାଲ
ପାରାଦ୍ୱୀପ: ପାରାଦ୍ୱୀପରେ ଆଜିଠାରୁ କୋଭିଡ ହସ୍ପିଟାଲ ଆରମ୍ଭ ହୋଇଛି । ପାରାଦ୍ୱୀପ ବିଜୁ ଯାତ୍ରୀ ନିବାସରେ ହୋଇଥିବା ଏହି ଗୋଭିଡ ହସ୍ପିଟାଲ ପାରାଦ୍ୱାପ ବନ୍ଦର, ଜିଲ୍ଲା ପ୍ରଶାସନ ଓ ସ୍ୱାସ୍ଥ୍ୟ ବିଭାଗର ତ୍ରିପାକ୍ଷିକ ଚୁକ୍ତି ଅନୁସାରେ କରାଯାଇଛି । ଏହାକୁ ଆଜି ମୁଖ୍ୟମନ୍ତ୍ରୀ ନବୀନ!-->…
Read More...
Read More...