Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କରୋନା ମୁକାବିଲା ପାଇଁ ଦରମା ଟଙ୍କା ଦାନ କଲେ ବିଧାୟକ
ପାଟଣାଗଡ: ବିଶ୍ୱ ମହାମାରୀ କରୋନା ମୁକାବିଲା ପାଇଁ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟମନ୍ତ୍ରୀ ରିଲିଫ ଫଣ୍ଡକୁ ନିଜ ଦରମା ଟଙ୍କାରୁ ୧ଲକ୍ଷ ୫୦ ହଜାର ଟଙ୍କା ପାଟଣାଗଡ ଉପଜିଲ୍ଲାପାଳ ସୋମାନଥ ପ୍ରଧାନଙ୍କ ମଧ୍ୟମରେ ଚେକ୍ ଦ୍ୱାରା ପ୍ରଦାନ କରିଛନ୍ତି । ସେହିପରି ଘସିରାମ ଅଗ୍ରୱାଲ!-->…
Read More...
Read More...
ଭଦ୍ରକରେ ସ୍ଥିତି ନୀରିକ୍ଷଣ କଲା ଡ୍ରୋନ କ୍ୟାମେରା
ଭଦ୍ରକ : ଭଦ୍ରକ ଜିଲ୍ଲାରେ ୩୨ ପଞ୍ଚାୟତ ସର୍ଭେଇଲାନ୍ସ ନୀରିକ୍ଷଣରେ ରହିଛି । ସଂପୃକ୍ତ ଅଞ୍ଚଳମାନଙ୍କର ସନ୍ଦିଗ୍ଧଙ୍କ ଗତିବିଧିକୁ ଜିଲ୍ଲା ପ୍ରଶାସନ ଡ୍ରୋନ କ୍ୟାମେରାରେ ନୀରିକ୍ଷଣ କରୁଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଯୁକ୍ତ ସୁପରଭାଇଜିଂ ଅଧିକାରୀ ଏହିସବୁ ଅଞ୍ଚଳ ଗସ୍ତ କରି ସ୍ଥିତି!-->…
Read More...
Read More...
ପୁରୁଣାକଟକ ଅଧିଷ୍ଠାତ୍ରୀ ଦେବୀ ମାଁ ଭୈରବୀ
ବୌଦ୍ଧ: ବୌଦ୍ଧଜିଲ୍ଲାର ପୁରୁଣାକଟକ ଠାରେ ବିରାଜିତା ଦେବୀ ମାଁ ଭୈରବୀ କରୁଣାମୟୀ ଜଗଜ୍ଜନନୀଙ୍କ ମହିମାର ପଟାନ୍ତର ନାହିଁ । ଭକ୍ତର ଆକୁଳ ଡାକକୁ କର୍ଣ୍ଣରେ ଶୁଣି ଅବହେଳା କରିପାରିନ୍ତି ନାହିଁ ବୋଲି ଲୋକଙ୍କ ବିଶ୍ୱାସ ରହିଛି । ସେଥିପାଇଁ ପ୍ରତିଦିନ ଅନେକ ମାଁଙ୍କ ଶରଣାପନ୍ନ ହେବାପାଇଁ!-->…
Read More...
Read More...
ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ଭାଇରସ୍ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗୁରୁବାର ରାଜ୍ୟରେ ଆଉ ୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତ ଯାଜପୁରର ବୋଲି ଜଣାପଡ଼ିଛି। ଏହାକୁ ମିଶାଇ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨ରେ ପହଞ୍ଚିଥିବା!-->…
Read More...
Read More...
ଗଛରେ ପିଟିହେଲା ବାଇକ, ୨ ମୃତ
ବୌଦ୍ଧ: ଗତକାଲି ରାତି ପ୍ରାୟ ୧୧ଘଣ୍ଟା ସମୟରେ ଜାତୀୟ ରାଜପଥ ନଂ ୫୭ର ବାସୁଦେବପାଲି ନିକଟରେ ସଡକ ଦୁର୍ଘଟଣାରେ ୨ଜଣ ଯୁବକଙ୍କ ଶୋଚନୀୟ ମୃତ୍ୟୁ ଘଟିିଛି । ମିଳିଥିବା ସୂଚନା ମୁତାବକ ସୋନପୁର ସହର ମଝିପଡାର ୨ଜଣ ଯୁବକ ବୌଦ୍ଧପଟରୁ ସୋନପୁର ଆଡକୁ ଯାଉଥିବା ବେଳେ ବାସୁଦେବପାଲି ମାଉଳୀମନ୍ଦିର!-->…
Read More...
Read More...
ଓଡିଆ ଶ୍ରମିକଙ୍କୁ ନେଇ ଆସୁଥିବା ବସ୍ ବୌଦ୍ଧରେ ପହଞ୍ଚିଲା
ବୌଦ୍ଧ : ସୁରଟରୁ ଓଡିଆ ଶ୍ରମିକମାନଙ୍କୁ ନେଇ ଫେରୁଥିବା ୪ଟି ବସ୍ ଆଜି ସଂଧ୍ୟାରେ ବୌଦ୍ଧ ସହରରେ ପହଞ୍ଚିଥିଲା । ମହାନଦୀ ପୋଲ ନିକଟରୁ ବୌଦ୍ଧ ପୁଲିସ ବସଗୁଡିକୁ ପାଇଲଟିଂ କରି ଚାରିଛକ ଅଭିମୁଖେ ବାଟ କଢେଇ ନେଉଥିବା ଦେଖିବାକୁ ମିଳିଥିଲା । ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ପୁଲିସ ରାଣୀପଥର!-->…
Read More...
Read More...
କୋଶଲ ଯୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ରକ୍ତଦାନ ଶିବିର
ସୁବର୍ଣପୁର ଜିଲ୍ଲା ଅନ୍ତର୍ଗତ ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଯୁବ ସମନ୍ୱୟ ସମିତି ଉଲୁଣ୍ଡା ତରଫରୁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି । କୋରୋନା ମହାମାରୀରେ ହେଉଥିବା ରକ୍ତ ଭଣ୍ଡାର ରେ ରକ୍ତ ଅଭାବ ହେତୁ ଏ ଶିବିର କୁ କରାଯାଇ ଥିଲା ।ଏଥିରେ ସର୍ବମୋଟ 20 ୟୁନିଟ ରକ୍ତଦାନ କରା ଯାଇ!-->!-->!-->…
Read More...
Read More...
ଦେବଗଡ଼ରେ କରୋନା ଆକ୍ରନ୍ତ ଚିହ୍ନଟ; ହାଇଟେକ୍ କୋଭିଡ଼୍ ହସ୍ପିଟାଲ ରାଉରକେଲାକୁ ସ୍ଥାନାନ୍ତରିତ
ଦେବଗଡ଼ : ଆଜି ରାଜ୍ୟର ଝାରସୁଗୁଡ଼ା,ଦେବଗଡ଼ ଓ କେନ୍ଦୁଝର ଜିଲ୍ଲାରେ ତିନି କରୋନା ଆକ୍ରନ୍ତ ଚିହ୍ନଟ ହୋଇଥିବା ଜଣାପଡ଼ିଛି । ତିନି ଆକ୍ରାନ୍ତଙ୍କ ମଧ୍ୟରେ ଦୁଇଜଣ ପୁରୁଷ ଓ ଜଣେ ଯୁବତୀ ରହଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଅନୁଯାୟୀ ଦେବଗଡ଼ ଜିଲାର ତିଳେଇବଣି ବ୍ଲକ ଅନ୍ତର୍ଗତ!-->…
Read More...
Read More...
ଦାରିଙ୍ଗବାଡ଼ି ବ୍ଲକ ଅଧକ୍ଷା ଭାବରେ ଦାୟିତ୍ୱ ଗ୍ରହଣ କଲେ ରମାକାନ୍ତ ବଳିଆର ସିଂ
ଦାରିଙ୍ଗବାଡ଼ି : ଦାରିଙ୍ଗବାଡ଼ି ବ୍ଲକ ଅଧ୍ୟକ୍ଷା ସୁବେନ୍ତୀ ପ୍ରଧାନଙ୍କ ସଭ୍ୟପଦ୍ଦକୁ ମାନ୍ୟବର ହାଇକୋର୍ଟ ଗତ ମାର୍ଚ୍ଚ ମାସ ୧୩ତାରିଖରେ ଅସିଦ୍ଧ ଘୋଷଣା କରିଛନ୍ତି l ଏହାପରେ କନ୍ଧମାଳ ନିର୍ବାଚନ ଅଧିକାରୀ ତଥା ଜିଲାପାଳ ଡ. ବୃନ୍ଦା ଡି ଗତ ୨୪ତାରିଖରେ ଅଧକ୍ଷାଙ୍କ ପଦବୀକୁ ରଦ୍ଦ କରିବା ସହିତ!-->…
Read More...
Read More...
ରାଜ୍ୟ ରେ ପୁଣି ୩ ଆକ୍ରାନ୍ତ ଚିହ୍ନଟ
ଆଜି ପୁଣି ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି I ଏମାନେ ସମସ୍ତେ ବାଲେଶ୍ଵର ଜିଲ୍ଲାର ବୋଲି ଜଣାପଡ଼ିଛି I ଏହି ସୂଚନା ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଛି I ଏହି ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟ ରେ ୧୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି I ସମସ୍ତେ କ୍ବାରେଣ୍ଟାଇନରେ ଥିଲେ I ଏମାନଙ୍କ ର ବୟସ!-->…
Read More...
Read More...