Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ବ୍ୟାପକ ଜନବିରୋଧ ପରେ ଫେରାଇ ଦିଆଗଲା ରାଉରକେଲାରୁ ଭୀମସାରକୁ ୬ ସନ୍ଦିଗ୍ଧ କରୋନା ରୋଗୀ ପଠାଯାଇଥିଲା
ସମ୍ବଲପୁର: ଓଡିଶା ରାଜ୍ୟ ସହିତ ସମଗ୍ର ଦେଶରେ ବର୍ତ୍ତମାନ କରୋନା ସମସ୍ତଙ୍କ ଚିନ୍ତା ବଢାଉଛି । ରାଜ୍ୟର କିଛି ଜିଲ୍ଲାରେ କରୋନା ପଜିଟିଭ ଚିହ୍ନଟ ହେବା ପ୍ରକ୍ରିୟା ଅବ୍ୟାହତ ରହିଛି କିନ୍ତୁ ସୌଭାଗ୍ୟକ୍ରମେ ଏଠାରେ ସମ୍ବଲପୁର ଜିଲ୍ଲାରେ ଏପର୍ଯ୍ୟନ୍ତ ଗୋଟିଏ ହେଲେ ମାମଲା ପ୍ରକାଶକୁ ଆସିନାହିଁ!-->…
Read More...
Read More...
ବଟିଆଦାୟ ଅଭିଯୋଗରେ ୩ ଗିରଫ : କରୋନା ସଂକଟ ସମୟରେ ଅପରାଧର ଅଭିନବ ପନ୍ଥା
ସମ୍ବଲପୁର: ଆସନ୍ତା ୩ ତାରିଖରୁ ବାହାରେ ଫସିଥିବା ଲୋକଙ୍କ ଫେରିବା ପାଇଁ ବାଟ ଖୋଲୁଛି ଏହି ସୁଯୋଗର ଫାଇଦା ନେଇ ଅପରାଧର ଅଭିନବ ପନ୍ଥା ମଧ୍ୟ କିଛି ଅପରାଧୀ ଖୋଜି ପାଇଛନ୍ତି । ଲକଡାଉନ ପରେ ରାଜ୍ୟ ବାହାରେ ଥିବା ଲୋକଙ୍କ ପାଇଁ ସରକାର ବିଭିନ୍ନ ସୁବିଧାର ଘୋଷଣା କରିଛନ୍ତି । ହେଲେ କିଛି ଲୋକେ!-->…
Read More...
Read More...
ଏମ୍ସିଏଲ୍ ଟ୍ରାଇବାଲ୍ ଗ୍ରୁପ୍ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୩୦ ହଜାର ଟଙ୍କାର ଚେକ୍ ପ୍ରଦାନ
ସମ୍ବଲପୁର: ମହାନଦୀ କୋଲ୍ ଫିଲ୍ଡସ ଲିମିଟେଡ୍, ଜଗନ୍ନାଥ କ୍ଷେତ୍ର ତାଳଚେରର ଅନନ୍ୟା ମହିଳା ମଣ୍ଡଳ ତରଫରୁ ମହାମାରୀ କରୋନାରେ ସଂକ୍ରମିତ ହେଉଥିବା ଲୋକମାନଙ୍କୁ ସହାୟତା ଦେବା ପାଇଁ ୫୦ ହଜାର ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ଅନନ୍ୟା ମହିଳା ମଣ୍ଡଳର!-->…
Read More...
Read More...
ବୁଟୁପାଲି-ବଘିଆପଡା ରାସ୍ତା : ଅଧପନ୍ତରିଆ କାମ ଯୋଗୁଁ ଜନ ଅସନ୍ତୋଷ
ବୌଦ୍ଧ:ଜାତୀୟ ରାଜପଥ ୫୭ର ବୁଟୁପାଲି ଠାରୁ ବଘିଆପଡାକୁ ଯାଇଥିବା ୧୮ କି.ମି ପୂର୍ତ୍ତ ବିଭାଗ ରାସ୍ତାରେ ଯାତାୟାତ କରିବା କଷ୍ଟକର ହୋଇପଡୁଛି । ରାସ୍ତା ପ୍ରଶସ୍ତିକରଣ ନାମରେ ବିଭିନ୍ନ ଜାଗାରେ ରାସ୍ତାକୁ ଖୋଳିଦେଇ କାମନକରି ହାତବାନ୍ଧି ବସିରହିଛି ଠିକାସଂସ୍ଥା ଏଆର୍ଏସ୍ଏସ୍ । ଯାହାଫଳରେ ଏ!-->…
Read More...
Read More...
ଘର ମୁହାଁ ପ୍ରବାସୀ, କଟକଣାକୁ ବେଖାତିର : କ୍ୱାରେଣ୍ଟାଇନର ସବୁ ଖର୍ଚ୍ଚ ବହନ କରିବେ ସରକାର
ଭୁବନେଶ୍ୱର : ରାଜ୍ୟ ସରକାର ପ୍ରବାସୀ ଓଡିଆଙ୍କ ପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି । ଗୁଜୁରାଟ, କେରଳ, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଆଦି ରାଜ୍ୟରୁ ସେମାନେ ଯେପରି ସୁବ୍ୟବସ୍ଥିତ ଢଙ୍ଗରେ ଆସିବେ, ଏ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରାଷ୍ଟ୍ର ଓ ଗୁଜୁରାଟର!-->…
Read More...
Read More...
W.A.R.D ସଂସ୍ଥା ପକ୍ଷରୁ ଶୁଖିଲା ରାସନ ସାମଗ୍ରୀ ବଣ୍ଟନ
ରାଇକିଆ: ଆଜି କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକର ବେରେଡାକିଆ ଏବଂ ସୁଗଡ଼ବାଡ଼ି ଗ୍ରାମପଞ୍ଚାୟତ ଅଞ୍ଚଳରେ ରହୁଥିବା ଦିନ ମଜୁରିଆଙ୍କ ଆର୍ଥିକ ସ୍ଥିତିକୁ ସୁଦୃଢ କରିବାକୁ, ଗୁଞ୍ଜ ସଂସ୍ଥାର ପ୍ରତିଷ୍ଠାତା-ଅଂଶୁ ଗୁପ୍ତାଙ୍କ ନିର୍ଦେଶ କ୍ରମେ ଗୁଞ୍ଜ ସଂସ୍ଥା ଓଡ଼ିଶା ଶାଖାର ମୁଖ୍ୟ- ସୁରେଶ!-->…
Read More...
Read More...
ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ, ୪ ଜଣ ରାଉରକେଲା ନାଲାରୋଡ଼ର
ରାଉରକେଲା : ଆଜି ସକାଳେ ରାଜ୍ୟରେ ଆଉ ୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସୁନ୍ଦରଗଡ଼ରୁ ୪ ଜଣ ଓ ଭଦ୍ରକରୁ ୩ ଜଣ ପଜିଟିଭ୍ ଚିହ୍ନଟ ହୋଇଛି । ଫଳରେ ସୁନ୍ଦରଗଡ଼ରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଓ ଭଦ୍ରକରେ ୧୯କୁ ବୃଦ୍ଧି ପାଇଛି । ଏବେ ୮୦ ଜଣ ଚିକିତ୍ସିତ!-->…
Read More...
Read More...
ମଧୁବାବୁଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳିତ
ବିଜୁ ଜନତା ଦଳ ପାରାଦୀପ ଓ ବିଜୁ ପଟ୍ଟନାୟକ ମେମୋରିଆଲ ଟ୍ରଷ୍ଟ ପାରାଦୀପ ତରଫରୁ ମଧୁବାବୁ ଙ୍କ ଜନ୍ମଜୟନ୍ତୀ ଉତ୍ସବ ପାଳିତ I ଏହି ଅବସରରେ ଶ୍ରୀ ଯୁକ୍ତ ବସନ୍ତ ବିଶ୍ଵାଳ (ସଭାପତି, ବିଜୁ ଜନତା ଦଳ ପାରାଦୀପ) କୁମର୍ ବର ନାୟକ (ଉପ ସଭାପତି) ଆଲୋକ ମହାପାତ୍ର (ଯୁବ ସଭାପତି) ସୁରେଶ ଚନ୍ଦ୍ର!-->…
Read More...
Read More...
କରୋନା ସଚେତନ ପାଇଁ ଚିତ୍ରଶିଳ୍ପୀଙ୍କ ନିଆରା ପ୍ରୟାସ : ଚିତ୍ର ମାଧ୍ୟମରେ ବାଣ୍ଟୁଛନ୍ତି ସଚେତନର ବାର୍ତ୍ତା
ବାଲିଗୁଡ଼ା: ସଚେତନତା ପାଇଁ ଚିତ୍ର ଶୀଳ୍ପୀଙ୍କ ନିଆରା ପ୍ରୟାସ । କରୋନା ଯୁଦ୍ଧରେ ଏହି ଯୋଦ୍ଧାଙ୍କ ଅସ୍ତ୍ର ସାଜିଛି ରଙ୍ଗ ଆଉ ତୁଳୀ । ଗାଁ ଗାଁ ବୁଲି କାନ୍ଥରେ ଚିତ୍ର ଆଙ୍କି ଲୋକଙ୍କୁ ସଚେତନତାର ବାର୍ତ୍ତା ବାଣ୍ଟୁଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଲଣ୍ଡାଗାଁ ର ଯୁବ!-->…
Read More...
Read More...
ଅନ୍ଧ ବିଶ୍ୱାସରେ ମାସେ ଯାଏଁ ଝାଡ଼ଫୁଙ୍କ : କୁକୁର କାମୁଡ଼ିବାର ମାସେ ପରେ ଡାକ୍ତରଖାନାରେ ଭର୍ତ୍ତି, ଚିକିତ୍ସାଧୀନ…
ଦାରିଙ୍ଗବାଡ଼ି :ଜଣେ ୮ବର୍ଷର ଝିଅକୁ କୁକୁର କାମୁଡିବା ଦିନଠାରୁ ୧ମାସ ଧରି ଡାକ୍ତରଖାନାକୁ ନେବା ପରିବର୍ତ୍ତେ ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ଝାଡଫୁଙ୍କ କରିବା ସେହି ଝିଅ ର ଜୀବନ ନେଇଯାଇଛି ଏହିଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ର ଦୁର୍ଗମ ପଞ୍ଚାୟତ ଗୁମିକିଆ ର!-->…
Read More...
Read More...