Browsing Category

ରାଜ୍ୟ

ମହିମା ସନ୍ୟାସୀଙ୍କୁ ସାହାଯ୍ୟର ହାତ ବଢାଇଲେ ବିଧାୟକ ସୁଧୀର ସାମଲ

ଢେଙ୍କାନାଳ: ସାରାବିଶ୍ୱକୁ ମହାମାରୀ କରୋନା କାୟା ବିସ୍ତାର କରିଛି । ଏଥିରୁ ନିସ୍ତାର ପାଇବା ପାଇଁ ଭାରତ ସରକାର ଓ ଓଡିଶା ସରକାର ଲକ୍‌ଡାଉନର ନିର୍ଦ୍ଦେଶ ଦେଇଛନ୍ତି । ସାରା ରାଜ୍ୟରେ ଲକଡାଉନ ନିୟମ କଡାକଡି ରହିଥିବାବେଳେ ଏଥିରୁ ବାଦ୍‌ପଡିନି ଢେଙ୍କାନାଳ ଜିଲ୍ଲା । ଢେଙ୍କାନାଳ ଜିଲ୍ଲାର
Read More...

ବିଶିଷ୍ଟ ନାଟ୍ୟକାର ବିଜୟ ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର : ଚଳଚିତ୍ର, ନାଟ୍ୟ ଜଗତରେ ପାଞ୍ଚ ଦଶନ୍ଧି ଧରି ଜଣାଶୁଣା ଲୋକପ୍ରିୟ ସଂଳାପକାର ବିଜୟ ମିଶ୍ର ଆଜି ଅପରାହ୍ନରେ ପରଲୋକ ଗମନ କରିଛନ୍ତି I ମୃତ୍ୟୁ ବେଳକୁ ତାଙ୍କୁ 83ବର୍ଷ ହୋଇଥିଲା I ଜୀବନକାଳ ମଧ୍ୟରେ ସେ ବହୁ ଯଶ ଲାଭ କରିଥିଲେ I ତାଙ୍କ ମୃତ୍ୟୁରେ ରାଜ୍ୟରେ ଶୋକର ଛାୟା ଖେଳି
Read More...

ସପ୍ତାହିକ ହାଟରେ ମା ମାଉଳୀ ଯୁବକ ସଂଘ ପକ୍ଷରୁ ମାସ୍କ ବଣ୍ଟନ

ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ କନ୍ଧପଡା ପଞ୍ଚାୟତ ର ବେଲାଦୁଲା ର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ ମା ମାଉଳୀ ଯୁବକ ସଂଘ ପକ୍ଷରୁ ଗାଁ ର ସାପ୍ତାହିକ ହାଟରେ ମାସ୍କ ବଣ୍ଟନକରାଯାଇଛି । ହାଟ କୁ ଆସୁଥିବା ସମସ୍ତ ଚାଷୀ ଙ୍କୁ ମାସ୍କ ଦିଆ ଯାଇଛି । ଏହା ପୂର୍ବରୁ ମଧ୍ୟ ଅନେକ ଗାଁ ରେ ପୋଲିସ ଅଧିକାରୀ
Read More...

ସରକାର କା ମାଲ୍ ଦରିଆମେ ଡାଲ୍ : ବିଘଟନ ଅବସ୍ଥାରେ ଜୈବ ବିଘଟକ ଆବର୍ଜନା କୁଣ୍ଡ

ବୌଦ୍ଧ : ପରିବେଶକୁ ସଫସୁତୁରା ରଖିବା ପାଇଁ ସରକାର ସ୍ୱଚ୍ଛ ଭାରତ ଯୋଜନା କରିଛନ୍ତି । ବାହାରୁଥିବା ଆବର୍ଜନାଗୁଡିକୁ ଜୈବିକ ପଦ୍ଧତିରେ ବିଘଟନ କରିବା ପାଇଁ ସରକାର ଲକ୍ଷଲକ୍ଷ ଟଙ୍କା ରାଜକୋଷରୁ ଖର୍ଚ୍ଚ କରୁଛନ୍ତି । ମାତ୍ର ପରିଚାଳନାଗତ ଅବ୍ୟବସ୍ଥା ଓ ଦୁର୍ନୀତି ଯୋଗୁଁ ତାହାର ସୁଫଳ
Read More...

ଓଡିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭୁବନେଶ୍ୱରରେ ପହଞ୍ଚିଲେ

ଭୁବନେଶ୍ୱର : ଓଡିଶା ହାଇକୋର୍ଟର ପରିବର୍ତ୍ତୀ ନୂଆ ମୁଖ୍ୟ ବିଚାରପତି ଜଷ୍ଟିସ ମହମ୍ମଦ ରଫିକ୍ ଭୁବନେଶ୍ୱରରେ ପହଞ୍ଚିଛନ୍ତି । ଭୁବନେଶ୍ୱରରେ ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ଉଲ୍ଲେଖଯୋଗ୍ୟ ଯେ, ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଜଷ୍ଟିସ
Read More...

ଭୁବନେଶ୍ୱରରେ ଆଉଜଣେ କରୋନା ଆକ୍ରାନ୍ତ ହେଲେ ସୁସ୍ଥ

ଭୁବନେଶ୍ୱର : ଭୁବନେଶ୍ୱରରେ ଆଉଜଣେ କରୋନା ଆକ୍ରାନ୍ତ ଆଜି ସୁସ୍ଥ ହୋଇଥିବାର ଖବର ଆସିଛି । ରେଡ ଜୋନରୁ ଅରେଞ୍ଜ ଜୋନରେ ପହଞ୍ଚିଥିବା ଭୁବନେଶ୍ୱର ଆସନ୍ତା ଦିନରେ ଖୁବଶୀଘ୍ର ଗ୍ରୀନ ଜୋନରେ ପହଞ୍ଚିବ ବୋଲି ଆଶା କରାଯାଉଛି । ସୁସ୍ଥ ହୋଇଥିବା ଏହି ବ୍ୟକ୍ତିଜଣକ ଭୁବନେଶ୍ୱରର । ସେ ଏମ୍ସ
Read More...

ନୟାଗଡରେ ଅଖିମୁଠି ଅନୁକୂଳ କଲେ କୃଷିମନ୍ତ୍ରୀ ଡ. ଅରୁଣ ସାହୁ

ଭୁବନେଶ୍ୱର : ନୟାଗଡ ଜିଲ୍ଲାରେ ନୟାଗଡମଣି ତଥା ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ଅଖିମୁଠି ଅନୁକୂଳ କରିଛନ୍ତି । ରବିବାର ସେ ଦଳୀୟ କାର୍ଯ୍ୟାଳୟ ନିକଟରେ ସେ ସ୍ଥାନୀୟ ଜଣେ କୃଷକଙ୍କ ଜମିରେ ଆୟୋଜିତ ସଂକ୍ଷିପ୍ତ ଉତ୍ସବରେ ବିଧିବ୍ୟବସ୍ଥା ମଧ୍ୟରେ ପୂଜାପାଠ
Read More...

ଅକ୍ଷୟ ତୃତୀୟ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପବିତ୍ର ଅକ୍ଷୟ ତୃତୀୟ ଅବସରରେ ଓଡିଶାର ଅଗଣିତ କୃଷକମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇଛନ୍ତି । ଅଖିମୁଠି ଅନୁକୂଳ କରି ଚାଷବାସ କାର୍ଯ୍ୟରେ ଆଗେଇ ଯିବା ପାଇଁ ସେ ଶୁଭ ମନାସୀଛନ୍ତି । ନିଜର ଟ୍ୱିଟର ବାର୍ତ୍ତା ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ,
Read More...

ସୁନ୍ଦରଗଡ଼ ଜିଲ୍ଲାରେ ଆଉ ତିନିଗୋଟି ପଜିଟିଭ ଚିହ୍ନଟ : ସଂପୃକ୍ତ ଅଞ୍ଚଳ ସିଲ୍ କଲା ପ୍ରଶାସନ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ପୂର୍ବ ତିନି ଆକ୍ରାନ୍ତ ଚିକିତ୍ସିତ ହେବା ପରେ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ, ଆଜି ଆଉ ତିନିଗୋଟି କୋଭିଡ -19 ପଜିଟିଭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ତିନି ଆକ୍ରାନ୍ତଙ୍କ ମଧ୍ୟରେ ଜିଲ୍ଲାର ୪ ଓ ୫ ନମ୍ବର ଆକ୍ରାନ୍ତ ବିଶ୍ରା ବ୍ଲକ ଅନ୍ତର୍ଗତ
Read More...

ଅଖିମୁଠି ଅନୁକୂଳ କଲେ ଲୋଇସିଂହା ବିଧାୟକ

ବଲାଙ୍ଗୀର: ପଶ୍ଚିମଓଡିଶା ଏକ କୃଷିଭିତ୍ତିକ ଅଂଚଳ ଭାବେ ଜଣାଶୁଣା । କୃଷିର ଆଦ୍ୟପର୍ବ କୁହାଯାଉଥିବା ଅକ୍ଷୟ ତୃତୀୟ ତଥା ଅଖି ମୁଠି ଅନୁକୂଳ ଆଜି ଲକଡାଉନ ପାଇଁ ବିଶେଷ ଆଡମ୍ବର ସହକାର ପାଳନ ହୋଇପାରିନାହିଁ । କିନ୍ତୁ ଆବଶ୍ୟକ ସ୍ଥଳେ ସାମାଜିକ ଦୂରତା ଓ ମାସ୍କ ପରିଧାନ କରି ଏହି ପର୍ବକୁ
Read More...