Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
କୋଭିଡ ପାସର ଅପବ୍ୟବହାର : ଗଞ୍ଜେଇ ଚାଲାଣ କରୁଥିଲେ, କାର୍ ଜବତ ସହ ଜଣେ ଗିରଫ
ବାଲିଗୁଡ଼ା: ଗୋଟିଏ ପଟେ କରୋନାକୁ ନେଇ ସାରା ବିଶ୍ବ ଆତଙ୍କିତ । ଅନ୍ୟପଟେ ଚୋର ଖୋଜୁଛି ଗଳାବାଟ । ଲକ୍ ଡାଉନ୍ ଯୋଗୁଁ ରାଜ୍ୟସାରା ଗାଡ଼ି ମୋଟର ଚଳାଚଳ ବନ୍ଦ ରହିଥିବା ବେଳେ ଗଞ୍ଜେଇ ଚୋରାଚାଲାଣ କରିବାକୁ ନୁଆ ଟେକ୍ନିକ୍ ଆରମ୍ଭ କରିଛନ୍ତି ଗଞ୍ଜେଇ ମାଫିଆ । ଏଭଳି ଘଟଣା ଦେଖିବାକୁ ମିଳିଛି!-->…
Read More...
Read More...
ରାଜ୍ୟରେ ସେଞ୍ଚୁରି ଡେଇଁଲା କରୋନା : ସୁନ୍ଦରଗଡରେ ନୂଆ ୩ ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର : ରାଜ୍ୟରେ କରୋନା ପଜିଟିଭ ସଂଖ୍ୟା ସେଞ୍ଚୁରି ଡେଇଁଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ରବିବାର ସକାଳୁ ଦେଇଥିବା ସୂଚନା ଅନୁଯାୟୀ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୩ରେ ପହଞ୍ଚିଛି । ସୁନ୍ଦରଗଡରେ ପୁଣି ୩ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ସଦ୍ୟ ସୂଚନା ଅନୁଯାୟୀ ସକ୍ରିୟ ସଂଖ୍ୟା!-->…
Read More...
Read More...
ସାଂସଦଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିକୁ ୩ଲକ୍ଷ ଟଙ୍କା ପ୍ରଦାନ
ସମ୍ବଲପୁର: କରୋନା ଦ୍ୱାରା ବର୍ତ୍ତମାନ ସମଗ୍ର ବିଶ୍ୱ ସଂକ୍ରମିତ ଭୟଭୀତ ଓ ଆତଙ୍କିତ । ବିଶ୍ୱର ୨ଶହରୁ ଅଧିକ ଦେଶ କୋଭିଡ-୧୯ରେ ଚାପରେ ଥିବାରୁ ଅଧିକାଂଶ ଲକଡାଉନ ପାଳନ କରୁଛନ୍ତି । ଭାରତ ମଧ୍ୟ ଏହାର କବଳରୁ ବର୍ତ୍ତିପାରିନାହିଁ । ଗତ ମାର୍ଚ୍ଚ ୨୫ରୁ ଭାରତ ସଂପୂର୍ଣ୍ଣ ଲକଡାଉନରେ ରହିଛି ।!-->…
Read More...
Read More...
ରୋହିତଙ୍କ ସର୍ବକାଳୀନ ଶ୍ରେଷ୍ଠ 5 ବ୍ୟାଟ୍ସମ୍ୟାନ
ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ ଟିମର ଓପନର ରୋହିତ ଶର୍ମା ନିଜର ସର୍ବକାଳୀନ ଶ୍ରେଷ୍ଠ ୫ଜଣ ବ୍ୟାଟ୍ସମ୍ୟାନଙ୍କ ନାମ ଘୋଷଣା କରିଛନ୍ତି । ଯେଉଁଥିରେ ଧୁରନ୍ଧର ବ୍ୟାଟ୍ସମ୍ୟାନ ଯୁବରାଜ ସିଂଙ୍କୁ ସ୍ଥାନ ଦେଇନଥିବା ବେଳେ ଏହି ୫ଜଣଙ୍କୁ ସେ ସ୍ଥାନ ଦେଇଛନ୍ତି । ସ୍ଥାନ ପାଇଥିବା ଖେଳାଳିମାନେ ହେଲେ!-->…
Read More...
Read More...
ଗଜପତିରେ ବଢ଼ିଲା ଅନ୍ତଃରାଜ୍ୟ ସୀମା ସୁରକ୍ଷା
ଗଜପତି ଜିଲ୍ଲା ଅନ୍ତଃରାଜ୍ୟ ସୀମାରେ ସୁରକ୍ଷା ବ୍ୟବସ୍ଥା ବଢ଼ାଇ ଦିଆଯାଇଛି। ଗଜପତି ଜିଲ୍ଲାରୁ ଆନ୍ଧ୍ର କୁ ଯିବାକୁ ଥିବା ସମସ୍ତ ମୁଖ୍ୟ ରାସ୍ତାକୁ ସିଲ କରିଦିଆଯିବା ପରେ ମଧ୍ୟ ଅନେକ ଲୋକ ଗଳା ବାଟ ଦେଇ ଯାତାୟାତ କରୁଥିବାର ଜିଲ୍ଲା ପ୍ରଶାସନ ଜାଣିବା ପରେ ଆନ୍ଧ୍ର କୁ ସଂଯୋଗ କରୁଥିବା ସମସ୍ତ!-->…
Read More...
Read More...
ବିଧାୟକ ବୁଲିରେ ସଙ୍ଗରୋଧ କେନ୍ଦ୍ର
ପାଟଣାଗଡ-ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ବେଲପଡା ବ୍ଲକର ବାରଖମାର, ମଣ୍ଡଳ, ତେନ୍ତୁଲିମୁଣ୍ଡା,ଯୁବା ଆଦି ପଞ୍ଚାୟତ ଗୁଡିକରେ ଖୋଲିଥିବା ସଙ୍ଗରୋଧ କେନ୍ଦ୍ର ପରିଦର୍ଶନ କରିଛନ୍ତି I ବାହାର ରାଜ୍ୟରୁ ଶ୍ରମିକମାନେ ଫେରିଲେ ସେମାନଙ୍କ ରହିବା,ଖାଇବା ଓ ଚିକିତ୍ସା ବ୍ୟବସ୍ଥା କିପରି ହେବ!-->…
Read More...
Read More...
ପୁରୀ ରଥ ନିର୍ମାଣ ପାଇଁ ବୌଦ୍ଧରୁ ଗଲା ଦ୍ୱିତୀୟ ପର୍ଯ୍ୟାୟ ରଥକାଠ
ବୌଦ୍ଧ : ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶ୍ରୀ ଜଗନ୍ନାଥଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧ ବନଖଣ୍ଡରୁ ଆଜି ଦ୍ୱିତୀୟ ପର୍ଯ୍ୟାୟ ରଥକାଠ ପୁରୀ ଅଭିମୁଖେ ଯାଉଛି । ପୂର୍ବରୁ ବୌଦ୍ଧ ବନଖଣ୍ଡ ଅନ୍ତର୍ଗତ ହରଭଙ୍ଗା ବ୍ଲକ ମାଧପୁର ଅଂଚଳରୁ ଦୁଇଟି ଟ୍ରକରେ ଅସନ କାଠ ବୋଝେଇ ହୋଇ ଯାଇଥିଲା । ଆଜି!-->…
Read More...
Read More...
କରୋନା ମହାମାରୀ ମୁକାବିଲାରେ ଯୋଗ ଦେବା ପାଇଁ ସ୍ୱେଚ୍ଛାସେବୀଙ୍କୁ ରାଜ୍ୟ ସରକାରଙ୍କ ଆହ୍ୱାନ
ଭୁବନେଶ୍ୱର: ରାଜ୍ୟରେ କରୋନା ମହାମାରୀ ମୁକାବିଲାରେ ସ୍ୱେଚ୍ଛାସେବୀଙ୍କୁ ଯୋଗ ଦେବା ପାଇଁ ରାଜ୍ୟ ସରକାର ଆହ୍ୱାନ କରିଛନ୍ତି । ଆଜି ଏ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହପ।।ତ୍ର ଏକ ୱେବସାଇଟର ଉନ୍ମୋଚନ କରିଛନ୍ତି । ଏହି ୱେବସାଇଟ୍ଟି ହେଲା!-->…
Read More...
Read More...
ଶ୍ରୀମନ୍ଦିରରେ ହେବ ଅସ୍ଥାୟୀ ପୁଷ୍କରିଣୀ, ମଦନମୋହନ ଖେଳିବେ ଚାପ
ଭୁବନେଶ୍ୱର: ଆସନ୍ତାକାଲି ଅକ୍ଷୟ ତୃତୀୟ ଓ ଚନ୍ଦନ ଯାତ୍ରା ଆରମ୍ଭ ହେଉଛି । ତେବେ କରୋନା ମହାମାରୀ ପାଇଁ ଏସବୁ ଯାତ୍ରାକୁ ବିଧିମତେ ପାଳନ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ନିଷ୍ପତ୍ତି କରିଛି । ମହାପ୍ରଭୁଙ୍କ ନୀତିକାନ୍ତି ନେଇ ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପଞ୍ଚମହାଦେବ କମିଟି ସହ!-->…
Read More...
Read More...
ୟୁପିରେ 30ଜୁନ୍ ଯାଏ ସାର୍ବଜନିକ ସଭା ଉପରେ ରୋକ୍ ଲଗାଇଲେ ଯୋଗୀ ସରକାର
କରୋନା ଭାଇରସ କାରଣରୁ ସାରା ଦେଶ ଏକମାସରୁ ଅଧିକ ଦିନ ହେଲାଣି ଲକଡାଉନରେ ରହିଛି । ଏକମାସ ବିତିଯିବା ପରେ ଏବେ ଉତ୍ତରପ୍ରଦେଶରେ ଦୋକାନ ଖୋଲିବାକୁ ବିଚାରବିମର୍ଷ ଚାଲିଛି । ସିଏମ୍ ଯୋଗୀ ଆଦିତ୍ୟ ନାଥ ନିଜର କୋର କମିଟି ବୈଠକରେ ସ୍ପଷ୍ଟ ମତ ଦେଇଛନ୍ତି ଯେ, ରାଜ୍ୟରେ ୩୦ ଜୁନ ଯାଏଁ କୌଣସି ଠାରେ!-->…
Read More...
Read More...