Browsing Category

ରାଜ୍ୟ

ଗଛ ଉପରେ କ୍ୱାରେଣ୍ଟାଇନରେ ରହିଲେ ଯୁବକ, ମେଡିକାଲ ଟିମ୍ ପ୍ରତିଦିନ ଆସି ଚେକଅପ୍ କରୁଛନ୍ତି

କରୋନା ଭାଇରସକୁ ନେଇ ଏବେ ସହରଠାରୁ ଗାଁ ସବୁଠି ଭୟର ବାତାବାରଣ । ଏହି ସମୟରେ ଏବେ ଏମିତି ଏକ ଖବର ଆସିଛି ଯାହା ଶୁଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହେବେ । ରାଜସ୍ଥାନର ଭୀଳବାଡି ଜିଲ୍ଲାର ଶେରପୁର ଗ୍ରାମର ନିବାସୀ ୨୪ ବର୍ଷିୟ ଯୁବକ କମଲେଶ ମୀଣା ୪ ଦିନ ପୂର୍ବରୁ ଅଜମେରରୁ ଚାଲିଚାଲି ଚାନି ନିଜ
Read More...

ଚଳିତ ମାସ ଶେଷ ସୁଦ୍ଧା ଦିନକୁ ୩ ହଜାର ନମୁନା ଟେଷ୍ଟ

ଭୁବନେଶ୍ୱର: ରାପିଡ୍ ଟେଷ୍ଟ କିଟ୍‌ରେ ତୃଟି ଦେଖାଯିବା ପରେ ତାକୁ ନେଇ ରାଜ୍ୟ ସରକାର ଚିନ୍ତାରେ ପଡ଼ିଥିଲେ ମଧ୍ୟ ତୃଟି ସୁଧାରି ଚଳିତ ମାସ ଶେଷ ସୁଦ୍ଧା ରାଜ୍ୟରେ ଦିନକୁ ତିନି ହଜାର ନମୁନା ଟେଷ୍ଟ କରିବା ପାଇଁ ପଦକ୍ଷେପ ଗ୍ରହଣ କରିଛନ୍ତି । କରୋନା ମୁକାବିଲା ପାଇଁ ଏ ନେଇ ରାଜ୍ୟ ସରକାରଙ୍କ
Read More...

ପୁଣି ଆଉ ୪ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,: ଗୁରୁବାର ରାଜ୍ୟରେ ପୁଣି ଆଉ ଚାରୋଟି ନୂଆ ପଜିଟିଭ୍ ସାମ୍ନାକୁ ଆସିଛି । ଯାହାକୁ ନେଇ ସମଗ୍ର ରାଜ୍ୟରେ ଏକ ପ୍ରକାର ଭୟର ବାତାବରଣ ସୃଷ୍ଟି ହୋଇଛି । ନୂଆ ଚାରୋଟି ପଜିଟିଭ୍ ଯାଜପୁର ଜିଲ୍ଳାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ୱେବସାଇଟରେ ସୂଚନା ଦିଆଯାଇଛି । ଫଳରେ
Read More...

୩ ଜିଲ୍ଲାର କୋଭିଡ୍ ହସ୍ପିଟାଲ ସ୍ଥିତି ସମୀକ୍ଷା କଲେ ଉନ୍ନୟନ କମିଶନର ଓ ୫-ଟି ସଚିବ

ଭୁବନେଶ୍ୱର : ଗୁରୁବାର ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ର ଓ ମୁଖ୍ୟମନ୍ତ୍ରୀଙ୍କ ସଚିବ ତଥା ୫-ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍ ନବରଙ୍ଗପୁର, ଜୟପୁର ଓ ମାଲକାନଗିରି ଗସ୍ତ କରି କୋଭିଡ୍ ହସ୍ପିଟାଲର ସ୍ଥିତି ସମ୍ପର୍କରେ ସମୀକ୍ଷା କରିଛନ୍ତି । ସେମାନେ ପ୍ରତି କୋଭିଡ୍
Read More...

ସାଇକେଲରେ ସମ୍ବଲପୁରରୁ ପଶ୍ଚିମବଙ୍ଗ ଯାଉଥିଲେ, ବାଟରେ ଏମିତି ଘଟିଲା

ରାଉରକେଲା : - ପାଞ୍ଚ ଜଣଙ୍କୁ ଆଶ୍ରୟସ୍ଥଳୀକୁ ପଠାଇଲେ ପୋଲିସ । ସମ୍ବଲପୁରରୁ ସାଇକେଲ ଯୋଗେ ପଶ୍ଚିମବଙ୍ଗକୁ ଯାଉଥିବା ପାଞ୍ଚ ଜଣଙ୍କୁ ଅଟକ ରଖି ସେମାନଙ୍କୁ ଆଶ୍ରୟସ୍ଥଳୀକୁ ପଠାଇଛି ପୋଲିସ। ମଙ୍ଗଳବାର ରାତିରେ ଏମାନେ ରାଉରକେଲା ପହଞ୍ଚିବା ପରେ କିଛି ସ୍ବେଛାସେବୀ ସେମାନଙ୍କୁ ଖାଇବାକୁ
Read More...

ସହାୟତା ନପାଇ ନିର୍ମାଣ ଶ୍ରମିକ ହତାଶ

ବୌଦ୍ଧ:ନିର୍ମାଣ ଶ୍ରମିକମାନଙ୍କୁ ଲକ୍‌ଡାଉନ ସମୟରେ ୧୫ଶହ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିବା କାର୍ଯ୍ୟ ବର୍ତ୍ତମାନ ବୌଦ୍ଧଜିଲ୍ଲାରେ ଚାଲିଛି । ପଞ୍ଜିକୃତ ନିର୍ମାଣ ଶ୍ରମିକଙ୍କ ଯେଉଁ ତାଲିକାକୁ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପ୍ରସ୍ତୁତ କରିଛି ସେଥିରେ ଅନେକ ତ୍ରୁଟି ରହିଥିବାରୁ
Read More...

ପିଏମ୍ କେୟାର୍ସକୁ ମିଳିତ ଦାନ କଲେ ଖୁଣ୍ଟିଗୋରା ପଞ୍ଚାୟତର ୧୫ଟି ଏସ୍‌ଏଚ୍‌ଜି ଗ୍ରୁପ୍‌

ବୌଦ୍ଧ : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରା ଗ୍ରାମ ପଞ୍ଚାୟତର ୧୫ଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମିଳିତ ଭାବରେ କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ କେୟାର୍ସ ଫଣ୍ଡକୁ ୬ ହଜାର ଟଙ୍କା ଦାନ କରି ସହାୟତାର ହାତ ବଢ଼ାଇଛନ୍ତି । ଖୁଣ୍ଟିଗୋରା ଭଳି ଜିଲ୍ଲାର ଏକ ଉପାନ୍ତ ଅଞ୍ଚଳରେ ମହିଳାମାନେ
Read More...

କରୋନା ମୁକାବିଲା ପାଇଁ ୩ ବରିଷ୍ଠ ସଚିବଙ୍କୁ ୩ ଜିଲ୍ଳା ଦାୟିତ୍ୱ

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ଉତ୍ତର ଓଡ଼ିଶାର ସଂକ୍ରମଣ ପ୍ରବଣ ଭଦ୍ରକ, ବାଲେଶ୍ୱର ଓ ଯାଜପୁର ଜିଲ୍ଲାର କରୋନା ସ୍ଥିତି ସମ୍ଭାଳିବା ପାଇଁ ତିନିଜଣ ବରିଷ୍ଠ ସଚିବଙ୍କୁ ଦାୟିତ୍ୱ ଦେଇଛନ୍ତି । ବାଲେଶ୍ୱର ଜିଲ୍ଲାପାଇଁ କୃଷି ବିଭାଗର ସ୍ୱତନ୍ତ୍ର ସଚିବ ଏସ୍‌କେ ବଶିଷ୍ଠ,
Read More...

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ରିପବ୍ଳିକ୍ ଟିଭି ମୁଖ୍ୟଙ୍କ ଗିରଫ କଲେ ଦାବି

ଭୁବନେଶ୍ୱର : ରିପବ୍ଲିକ୍ ଟିଭିର ମୁଖ୍ୟ ଅର୍ଣ୍ଣବ ଗୋସ୍ୱାମୀଙ୍କ ବିରୋଧରେ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର ବଲାଙ୍ଗୀର ଟାଉନ୍ ଥାନାରେ ଏତଲା ଦେଇଛନ୍ତି । ଜାତୀୟ ଗଣମାଧ୍ୟମରେ ଏକ ଟିଭି ସୋ\'ରେ ଆଲୋଚନା ବେଳେ ଅର୍ଣ୍ଣବ ଅପମାନଜନକ ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟିକଲା ଭଳି
Read More...