Browsing Category

ରାଜ୍ୟ

ଆମ ପଞ୍ଚାୟତକୁ କରୋନା ମନା

ଭଦ୍ରକ: କୋଭିଡ-୧୯କୁ ନେଇ ସବୁଠି ଆତଙ୍କ । ମହାମାରୀ କରୋନା ଭୂତାଣୁ ବିରୋଧରେ ଜାତି, ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଭାରତୀୟ ଏକ ହୋଇ ଲଢ଼େଇ ଜାରୀ ରଖିଛନ୍ତି । ଏଥିରୁ ବାଦ ପଡ଼ିନି ଭଦ୍ରକ ବ୍ଲକ୍‌ର କେଦାରପୁର ପଞ୍ଚାୟତ । ପୌରାଞ୍ଚଳ ଠାରୁ ମାତ୍ର ୬କିମି ଦୂରରେ ଅବସ୍ଥିତ ଏହି ପଞ୍ଚାୟତରେ
Read More...

ଢେଙ୍କାନାଳ ଜିଲ୍ଲା ରେଡକ୍ରସ ଓ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ସହାୟତା

ଢେଙ୍କାନାଳ:- କୋଭିଡ-୧୯ ଭଳି ମହାମାରୀକୁ ପ୍ରତିହତ କରିବାପାଇଁ ସାରାରାଜ୍ୟରେ ବିଭିନ୍ନ ବେସରକାରୀ ସଙ୍ଗଠନ, ଧାର୍ମିକ ଅନୁଷ୍ଠାନ ସରକାରଙ୍କୁ ସହାୟତାର ହାତ ବଢାଇଛନ୍ତି । ଏହି କ୍ରମରେ ମା ରାମଚଣ୍ଡି ସେବା ପରିଷଦ ତରଫରୁ ସଭାପତି ତଥା ଢେଙ୍କାନାଳର ବିଧାୟକ ସୁଧୀର କୁମାର ସାମଲ ଆଜି
Read More...

ବିର୍ସା ମୁଣ୍ଡା ଅଟୋସଂଘ ପକ୍ଷରୁ ରକ୍ତଦାନ ସହ ମାସ୍କ, ସାବୁନ୍ ଓ ଖାଦ୍ୟ ବଣ୍ଟନ।

ରାଇକିଆ: କରୋନା ମହାମାରୀ ମୁକାବିଲା ପାଇଁ ଅଣ୍ଟା ଭିଡିଛନ୍ତି ବିର୍ସା ମୁଣ୍ଡା ଅଟୋ ସଂଘର ସଦସ୍ୟ। କନ୍ଧମାଳ ଜିଲ୍ଲା ପୁଲିସର ନିର୍ଦ୍ଦେଶ କ୍ରମେ ରାଇକିଆ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ରବିବାର ଏକ ସ୍ବେଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଜିଲ୍ଲାରେ ରକ୍ତର ଅଭାବ ଦେଖା ଯାଇଥିବା
Read More...

କରୋନା ପ୍ରତିରୋଧକ ମାସ୍କ ଓ ସାନିଟାଇଜର ବଣ୍ଟନ

ଦ୍ଵିତୀୟ ବିଶ୍ଵଯୁଦ୍ଧ ପରେ କରୋନା ଏବେ ସମଗ୍ର ବିଶ୍ଵରେ ମହାମାରୀ ର ଭୂମିକା ନେଇଛି । ଏଥିପାଇଁ ଆମ ଦେଶ ଓ ରାଜ୍ୟ ମଧ୍ୟ ସଜାଗ ରହି ନିଷ୍ଠାର ସହ ସାମାଜିକ ଦୁରତ୍ଵ ରକ୍ଷା କରିବା କ୍ଷେତ୍ରରେ ଲକ୍ ଡାଉନ୍ ଜନିତ ପ୍ରତିବନ୍ଧକ ସମୟରେ ଖାଦ୍ୟ ଗଣ୍ଡିଏ ନ ପାଇ ଭୋକ ଉପାସ ରେ କାଳ କାଟୁଥିବା ଦିନ
Read More...

ରାଜ୍ୟରେ ପୁଣି ଜଣେ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଆଜି ସକାଳୁ ୩ଜଣ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅପରାହ୍ନ ଆଉ ଜଣେ ଚିହ୍ନଟ ହୋଇଛନ୍ତି । ସେ ଯାଜପୁର ଜିଲ୍ଲାର ବୋଲି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଚିହ୍ନଟ ହୋଇଥିବା ଏହି କରୋନା ପଜିଟିଭ
Read More...

ସମ୍ବଲପୁରରେ କାର୍ଯ୍ୟକ୍ଷମ ହେଲା କୋଭିଡ-୧୯ ହସ୍ପିଟାଲ

ସମ୍ବଲପୁର: ସବୁ ପ୍ରତୀକ୍ଷାର ଅନ୍ତ ଘଟାଇ ଆଜି ମଧ୍ୟାହ୍ନ ୧.୩୫ଟା ସମୟରେ ସମ୍ବଲପୁର କୋଭିଡ ହସ୍ପିଟାଲ ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହାର ଅଧଘଣ୍ଟା ପରେ ସ୍ଥାନୀୟ ଡିଆରଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ସ୍ୱତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ସେ ଏହାର
Read More...

ଭାରତ ସରକାରଙ୍କ ନିର୍ଣ୍ଣୟ ଓଡ଼ିଶାର ଅନନ୍ୟ, ଐତିହ୍ୟ ଓ ସାଂସ୍କୃତିକ ଚିହ୍ନକୁ ବିଶ୍ୱ ଦରବାରରେ ଉପସ୍ଥାପିତ କରିବ:…

ଭୁବନେଶ୍ୱର, : "ଇନଟାଞ୍ଜିବଲ କଲଚରାଲ ହେରିଟେଜ' ତାଲିକାରେ ଭାରତ ସରକାର ଓଡ଼ିଶାର ୩ଟି ସାଂସ୍କୃତିକ ପରମ୍ପରାକୁ ସାମିଲ କରିଥିବାରୁ ଏହି ଐତିହାସିକ ନିର୍ଣ୍ଣୟ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହ୍ଲାଦ ସିଂ ପଟେଲଙ୍କୁ ଧନ୍ୟବାଦ ଜଣାଇଛନ୍ତି
Read More...

ଲକଡାଉନ ନିୟମର କଡ଼ାକଡ଼ି ଅନୁପାଳନ ପାଇଁ ସରପଞ୍ଚମାନଙ୍କୁ ପରାମର୍ଶ ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଲକଡାଉନ ନିୟମକୁ କଡ଼ାକଡ଼ି ଭାବେ ଅନୁପାଳନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ସମସ୍ତ ନିର୍ବାଚିତ ସରପଞ୍ଚମାନଙ୍କୁ ପରାମର୍ଶ ଦେଇଛନ୍ତି । ଭିଡ଼ିଓ କନଫରେନ୍ସିଂ ଜରିଆରେ ସରପଞ୍ଚମାନେ ବ୍ଲକସ୍ତରରୁ ମୁଖ୍ୟମନ୍ତ୍ରୀଙ୍କ ସହିତ ଯୋଡ଼ି ହୋଇଥିଲେ । ଲୋକସେବା ଭବନରେ
Read More...

ରନ୍ଧାଖାଦ୍ୟର ମାନ ଓ ପରିମାଣକୁ ନେଇ ହିତାଧିକାରୀ ଅସନ୍ତୁଷ୍ଟ

ବୌଦ୍ଧ: ଲକ୍‌ଡାଉନ ସମୟରେ ଅସହାୟ, ନିରାଶ୍ରୟ ଓ ଭିନ୍ନକ୍ଷମ ମାନଙ୍କୁ ଦିଆଯାଉଥିବା ରନ୍ଧାଖାଦ୍ୟକୁ ନେଇ ହିତାଧିକାରୀମାନେ ସବୁଠି ଅସନ୍ତୁଷ୍ଟ । ରନ୍ଧାଖାଦ୍ୟର ମାନ ଓ ପରିମାଣକୁ ନେଇ କେଉଁଠି ହିତାଧିକାରୀ ପାଟି ଖୋଲୁଥିବାବେଳେ କେଉଁଠି ନିରାଶ୍ରୟମାନଙ୍କୁ ଦୁଇବେଳା ଖାଦ୍ୟ ମିଳୁନଥିବା
Read More...

ଘରେ ରହୁଥିବା ସଙ୍ଗରୋଧ ବ୍ୟକ୍ତିମାନଙ୍କ ପାଇଁ ଜିଲ୍ଲାସ୍ତରରେ କଲ ସେଣ୍ଟର

ଗଜପତି ଜିଲ୍ଲାରେ ଦେଶ ଓ ରାଜ୍ୟ ବାହାରୁ ଆସି ପ୍ରାୟ ପାଞ୍ଚ ହଜାର ବ୍ୟକ୍ତି ଘରେ ସଂଙ୍ଗରୋଧରେ ରହି ଆସୁଛନ୍ତି। ଜିଲ୍ଲା ପ୍ରଶାସନ ଏବଂ ସ୍ୱାସ୍ଥ୍ୟ ବିଭାଗର ମିଳିତ ଆନୁକୂଲ୍ୟରେ ସଙ୍ଗରୋଧରେ ରହି ଆସୁଥିବା ବ୍ୟକ୍ତିମାନଙ୍କର କାର୍ଯ୍ୟକଳାପକୁ ଯାଞ୍ଚ କରିବା ପାଇଁ ଜିଲ୍ଲା ସ୍ତରରେ ଏକ କଲ ସେଣ୍ଟର
Read More...