Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୁଣି ଘଞ୍ଚ ଜଙ୍ଗଲରେ ଚଢ଼ାଉ : ମହୁଲ ପୋଚ ନଷ୍ଟ, ଜଣେ ଗିରଫ
ବାଲିଗୁଡ଼ା: ବାଲିଗୁଡ଼ା ଥାନା କଟପଡ଼ି ଜଙ୍ଗଲରେ ପୋଲିସ୍ ପକ୍ଷରୁ ଚଢ଼ାଉ । ୧୨୦୦ ଲିଟର ମହୁଲ ପୋଚ ସହ ମଦ ରନ୍ଧା ସାମଗ୍ରୀ ନଷ୍ଟ କରିଛି ପୋଲିସ୍ । ଘଟଣ ସ୍ଥଳରୁ ୩୦ ଲିଟର ରନ୍ଧା ଦେଶୀ ମଦ ସହ ଜଣକୁ ପୋଲିସ୍ ଗିରଫ କରିଥିବାବେଳେ ପୋଲିସ୍ କୁ ଦେଖି ଅନ୍ୟମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିବା!-->…
Read More...
Read More...
ଢେଙ୍କାନାଳ ବିଧାୟକଙ୍କ କରୋନା ପ୍ରସ୍ତୁତିର ସମୀକ୍ଷା
ଢେଙ୍କାନାଳ:ଢେଙ୍କାନାଳ ସହର ମୀନାବଜାର ଅଞ୍ଚଳରୁ ଜଣେ ୫୧ ବର୍ଷୀୟ ମହିଳାଙ୍କ ଠାରେ କରୋନା ପଜିଟିଭି ଚିହ୍ନଟ ହେବାପରେ ସହର ମଧ୍ୟରେ ଲକଡାଉନକୁ କଡାକଡି କରାଯାଇଛି । ଏହି ଲକଡାଉନ ଫଳରେ ଦିନ ମଜୁରିଆ, ଖଟିଖିଆ ଗରିବ ଲୋକମାନେ କିପରି ସରକାରଙ୍କ ବିଭିନ୍ନ ଯୋଜନାର ସୁଫଳ ପାଇପାରୁଛନ୍ତି କି!-->…
Read More...
Read More...
ନାଟକ ମାଧ୍ୟମରେ କରୋନା ସଚେତନତା କାର୍ଯ୍ୟକ୍ରମ
ବୈାଦ୍ଧ,:ଆଜି ବୌଦ୍ଧର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗଙ୍ଗାଧର ମେହେର ବୁଟୁପାଲି ତରଫରୁ କରୋନାକୁ ନେଇ ନାଟକ ମାଧ୍ୟମରେ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସହରରେ ଚାଲିଥିବା ଅସ୍ଥାୟୀ ବଜାର ଛାପାଖାନା ପଡିଆ ଓ ବସଷ୍ଟାଣ୍ଡ ଠାରେ ଏହି ନାଟକ ପରିବେଷଣ କରାଯାଇଥିଲା । ପ୍ରଦର୍ଶିତ!-->…
Read More...
Read More...
କେନ୍ଦୁଝର, ବାଲେଶ୍ୱର ଓ ବାରିପଦା କୋଭିଡ୍ ହସ୍ପିଟାଲ ହେଲା କାର୍ଯ୍ୟକ୍ଷମ: ବୁଲି ଦେଖିଲେ ମୁଖ୍ୟ ଶାସନ ସଚିବ ଓ ୫-ଟି…
ଭୁବନେଶ୍ୱର : ରେକର୍ଡ଼ ସମୟ ମଧ୍ୟରେ ତିନି କୋଭିଡ୍ ହସ୍ପିଟାଲ୍ କାର୍ଯ୍ୟକ୍ଷମ ହୋଇଥିବାରୁ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ସନ୍ତୋଷ ପ୍ରକାଶ କରିଛନ୍ତି । ଆଜି ଏହି ତିନି ହସ୍ପିଟାଲ ମୁଖ୍ୟ ଶାସନ ସଚିବ ଓ ୫-ଟି ସଚିବ ବୁଲି ଦେଖିବା ସହିତ ଏହାର କାର୍ଯ୍ୟକାରିତା ସଂପର୍କରେ ଜିଲ୍ଲା ପ୍ରଶାସନ ଓ!-->…
Read More...
Read More...
ପୃଥକ ପୃଥକ ସଡକ ଦୁର୍ଘଟଣାରେ ୩ ମୃତ, ୨ ଗୁରୁତର
ରାଉରକେଲା: ସୁନ୍ଦରଗଡ ଜିଲ୍ଲାର ବଣାଇ ଅଞ୍ଚଳରେ ବୁଧବାର ପୃଥକ୍ ପୃଥକ୍ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଗୁରୁତରଙ୍କୁ ରାଉରକେଲାକୁ ସ୍ଥାନାନ୍ତରିତ କରାଯାଇଛି ।
ଗୁରୁଣ୍ଡିଆ ଥାନାର କୁଣ୍ଡେଇ ଡିହା ଅଞ୍ଚଳରେ ଏକ ମୋଟର!-->!-->!-->…
Read More...
Read More...
ବାରିପଦା କୋଭିଡ୍ ହସ୍ପିଟାଲ ବୁଲି ଦେଖିଲେ ୫-ଟି ସଚିବ ଓ ମୁଖ୍ୟ ଶାସନ ସଚିବ
ବାରିପଦା:୫-ଟି ସଚିବ ଭିକେ ପାଣ୍ଡିଆନ ଓ ଉନ୍ନୟନ କମିଶନର ସୁରେଶ ମହାପାତ୍ର ଗୁରୁବାର ମୟୁରଭଞ୍ଜ ଜିଲ୍ଲା ଗସ୍ତ କରି ବାରିପଦା ସ୍ଥିତ କୋଭିଡ ହସ୍ପିଟାଲର ପ୍ରସ୍ତୁତି ନେଇ ସମୀକ୍ଷା କରିଛନ୍ତି ।
Read More...
Read More...
କରୋନା ମୁକାବିଲା ପାଇଁ ପଞ୍ଚମ ମନ୍ତ୍ରୀସ୍ତରୀୟ ବୈଠକ ଶେଷ, ଅଧିକ ଲୋକବଳ ଓ ଚିକିତ୍ସା ସୁବିଧା ବଢ଼ାଇବା ଉପରେ ଗୁରୁତ୍ୱ
ଭୁବନେଶ୍ୱର : ଅର୍ଥମନ୍ତ୍ରୀ ନିରଂଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଆଜି ଲୋକସେବା ଭବନରେ ପଞ୍ଚମ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି । କରୋନା ମୁକାବିଲା ନେଇ ଏହି ମନ୍ତ୍ରୀସ୍ତରୀୟ ବୈଠକ ଶେଷ ହେବା ପରେ ବୈଠକ ସଂପର୍କରେ ସୂଚନା ଦେଇ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ଅଧିକ କରୋନା!-->…
Read More...
Read More...
୧୯ରେ କାର୍ଯ୍ୟକ୍ଷମ ହେବ ସମ୍ବଲପୁର କୋଭିଡ୍ ହସ୍ପିଟାଲ
ସମ୍ବଲପୁର : ଏଠାକାର ଜିଲ୍ଲା ସଦର ହସ୍ପିଟାଲକୁ ଏକ କୋଭିଡ୍ ହସ୍ପିଟାଲ୍ ରୂପେ ପରିବର୍ତ୍ତନ ବିରୋଧରେ ଓଡ଼ିଶା ହାଇକୋର୍ଟରେ ଦାଏର ମାମଲାର ଗତକାଲି ପ୍ରଥମ ଶୁଣାଣି ହୋଇଥିଲା । ହାଇକୋର୍ଟର କାର୍ଯ୍ୟକାରୀ ମୁଖ୍ୟ ବିଚାରପତି ଜଷ୍ଟିସ୍ ସଂଜୁ ପଣ୍ଡା ଓ ଜଷ୍ଟିସ୍ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ!-->…
Read More...
Read More...
ହାତୀପାଲି ଗ୍ରାମରେ ପାନୀୟଜଳ ପ୍ରକଳ୍ପ ଅଚଳ
ବୈାଦ୍ଧ: ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଘିକୁଣ୍ଡି ଗ୍ରାମପଞ୍ଚାୟତରେ ହାତୀପାଲି ଗ୍ରାମରେ ୨୦୧୮ମସିହାରେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଓ ଜାତୀୟ ଗ୍ରାମୀଣ ପାନୀୟଜଳ କାର୍ଯ୍ୟକ୍ରମ ଜରିଆରେ ଆଉ ଏକ ପ୍ରକଳ୍ପ ନିର୍ମାଣ ହୋଇଥିଲା । ସୌରରଶ୍ମି ଚାଳିତ ଏହି ପ୍ରକଳ୍ପକୁ ଭିଟେକ ଇଞ୍ଜିନିୟର୍ସ!-->…
Read More...
Read More...
ହାତୀପାଲି ଗ୍ରାମରେ ପାନୀୟଜଳ ପ୍ରକଳ୍ପ ଅଚଳ
ବୈାଦ୍ଧ:ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଘିକୁଣ୍ଡି ଗ୍ରାମପଞ୍ଚାୟତରେ ହାତୀପାଲି ଗ୍ରାମରେ ୨୦୧୮ମସିହାରେ ଓଡିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ଓ ଜାତୀୟ ଗ୍ରାମୀଣ ପାନୀୟଜଳ କାର୍ଯ୍ୟକ୍ରମ ଜରିଆରେ ଆଉ ଏକ ପ୍ରକଳ୍ପ ନିର୍ମାଣ ହୋଇଥିଲା । ସୌରରଶ୍ମି ଚାଳିତ ଏହି ପ୍ରକଳ୍ପକୁ ଭିଟେକ ଇଞ୍ଜିନିୟର୍ସ!-->…
Read More...
Read More...