Sign in
Sign in
Recover your password.
A password will be e-mailed to you.
Browsing Category
ରାଜ୍ୟ
ପୋଲିସ ଡ଼ିଜିପିଙ୍କ ଭଦ୍ରକ ଗସ୍ତ
ରାଜ୍ୟ ସରକାର ଙ୍କ ନିର୍ଦ୍ଧେଶ ରେ ଭଦ୍ରକ ସହର କୁ ଗତ 3 ତାରିଖ ରାତି 8 ରୁ ଆଜି ରାତି 8 ଟା ପର୍ଯ୍ୟନ୍ତ ସଟ ଡାଉନ ଘୋଷଣା କରାଯାଇଛି. ତେବେ ଭଦ୍ରକ ସହରରେ ସଟ ଡାଉନ ସ୍ଥିତି ର ସମୀକ୍ଷା ପାଇଁ ଭଦ୍ରକ ରେ ପହଞ୍ଚିଛନ୍ତି ଡ଼ିଜିପି ଅଭୟ. ସେ ପ୍ରଥମେ ଭଦ୍ରକ ରେ ପହଞ୍ଚି ଜ଼ିଲ୍ଲା ପୋଲିସ!-->…
Read More...
Read More...
ବୌଦ୍ଧରେ ଚାଞ୍ଚଲ୍ୟ : କଲରାପତରିଆ ବାଘର ସନ୍ଦେହଜନକ ମୃତ୍ୟୁ
ବୌଦ୍ଧ : ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କୁସଙ୍ଗ ରେଞ୍ଜ ନିକଟରେ ନୟାଗଡ ମହାନଦୀ ବନ୍ୟପ୍ରାଣୀ ସଂରକ୍ଷଣ ଜଙ୍ଗଲରେ ଆଜି ଏକ କଲରାପତରିଆ ବାଘର ସନ୍ଦେହଜନକ ମୃତ୍ୟୁ ଘଟିଛି । ମିଳିଥିବା ସୂଚନା ଅନୁଯାୟୀ, ନୂଆପଡା ଗ୍ରାମ ନିକଟସ୍ଥ ଲେଦେରାକେନ୍ଦୁ ବିଟ୍ ଜଙ୍ଗଲରେ ଏହି ବାଘର ମୃତ୍ୟୁ ଘଟିଛି । ଆଜି!-->…
Read More...
Read More...
ଲକ୍ଡାଉନ୍ ସମ୍ପର୍କିତ ଆଲୋଚନା କଲେ ଜିଲ୍ଲାପାଳ
ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାପାଳ ଅନୁପମ ଶାହା ଆଜି ଗୁମ୍ମା ବ୍ଲକ ଅଚାନକ ଗ୍ରସ୍ତ କରି ବ୍ଲକରେ କରୋନା ଭାଇରସର କଡ଼ା ମୁକାବିଲା କରାଯିବା ନେଇ ଲକ୍ଡାଉନ୍ କିଭଳି କାର୍ଯ୍ୟକାରୀ କରାଯାଉଛି ସେ ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସେଠାରେ ଜିଲ୍ଲାପାଳ ଅନୁପମ ଶାହା, ବିଡ଼ିଓ ନଟବର ଗରଡ଼ାଙ୍କ!-->…
Read More...
Read More...
ଆଜିରାତି ୯ଟାରେ କିପରି କରିବେ ପାଳନ : ରାଜ୍ୟ ଶକ୍ତିମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ରାଜ୍ୟବାସୀଙ୍କୁ କି…
https://www.youtube.com/watch?v=DhT5Vu1xxTQ
Read More...
Read More...
ଗୋଷ୍ଠୀ ସଂକ୍ରମଣ ଡର ହଟିଛି : ସରକାରୀ କଟକଣା ନମାନିଲେ ଆହୁରି ଅଧିକ କଠୋର ନିଷ୍ପତ୍ତି ନିଆଯାଇପାରେ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ପକ୍ଷରୁ ୪୮ ଘଣ୍ଟିଆ ସଟ୍ଡାଉନ୍ ଆଜି ରାତି ୮ଟାରେ ଶେଷ ହେବ । ରାଜ୍ୟର ରାଜଧାନୀ ଭୁବନେଶ୍ୱର, କଟକ ଓ ଭଦ୍ରକ ସହରର ଲୋକମାନେ ସଟ୍ଡାଉନକୁ ଯେଭଳି ସଫଳ କଲେ ତାହାକୁ ମୁଖ୍ୟ ଶାସନ ସଚିବ ଅସିତ୍ କୁମାର ତ୍ରିପାଠୀ ଧନ୍ୟବାଦ ଦେଇଛନ୍ତି । ଧନ୍ୟବାଦ ଛଳରେ ମୁଖ୍ୟ!-->…
Read More...
Read More...
ସାହାଯ୍ୟ ଅପେକ୍ଷାରେ ପଥରିଆ ପରିବାର
ବଲାଙ୍ଗୀର ଜିଲ୍ଲା ପାଟଣାଗଡ ବ୍ଳକ ମରୁଆ ପଂଚାୟତ ପାଢେଲ ଠାରେ ସବୁ ବର୍ଷ ପରି ଶିଳ ଶିଳପୁଆ ଇତ୍ୟାଦି ତିଆରି ଓ ବୁଲି ବୁଲି ବିକିବା ପାଇଁ ନୂଆପଡା କୋମନା ସିଆଲଲତି ଓ ଛତିଶଗଡ ବସ୍ତର ଅଂଚଳର 4ଟି ପରିବାର ର 3ଛୋଟଛୁଆ 5ମହିଳା ସମେତ 14 ଜଣ କରୋନା କଟକଣା ହେତୁ ଅସୁବିଧାରେ ଅଛନ୍ତି I ବେପାର!-->…
Read More...
Read More...
ମହିଳାଙ୍କ ସାହାଯ୍ୟ ରେ ପରିବା ଯୋଗାଣ
ସମ୍ବଲପୁର : କରୋନା କଟକଣା ପାଇଁ ଅନେକ ସ୍ଥାନରେ ଖାଦ୍ୟ ସାମଗ୍ରୀର ଅଭାବ ପରିଲକ୍ଷିତ ହେଉଛି । ଏହି ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ମହିଲା ସ୍ବୟଂ ସହାୟକ ଗୋଷ୍ଠୀ ଙ୍କୁ ନିୟୋଜିତ କରି ସକ୍ରିୟତା ଦର୍ଶାଇଛନ୍ତି । ପ୍ରଶାସନ ପକ୍ଷରୁ ସେମାନଙ୍କୁ ତାଜାତଟକା ପନିପରିବା ଯୋଗାଇ ଦିଆ ଯାଉଛି ଓ!-->…
Read More...
Read More...
ଲକ୍ ଡାଉନର ପ୍ରଭାବ : ଦଣ୍ଡଯାତ୍ରା ବନ୍ଦ ଯୋଗୁଁ ଜୀବିକା ହରାଇଲେ କଳାକାର, ମାନସିକଧାରୀ ହତାଶ
ବୌଦ୍ଧ : ତୈତ୍ରମାସରେ ବୌଦ୍ଧ ଜିଲ୍ଲାର ଗାଁ ଦାଣ୍ଡ ଦୁଲୁକି ଉଠେ ଦଣ୍ଡନୃତ୍ୟର ଷୋହଳ ଖଣ୍ଡ ବାଦ୍ୟର ତାଳେ ତାଳେ । ବିଭିନ୍ନ ଶୈବପୀଠରୁ ଦଣ୍ଡନୃତ୍ୟଦଳ ବାହାରି ଗାଁ ଗାଁରେ ଶୈବ ଓ ଶାକ୍ତ ମତବାଦର ପ୍ରଚାର ପ୍ରସାର କରିବା ସହ ମନୋରଂଜନର ଖୋରକ ଯୋଗାଇ ଆସୁଥିଲେ । ଏକୋଇଶିଆ ଦଣ୍ଡଦଳମାନେ ମାର୍ଚ୍ଚ!-->…
Read More...
Read More...
ବିଧାୟକଙ୍କ ସହଯୋଗରେ ମାସ୍କ୍ ବଣ୍ଟନ
ପାଟଣାଗଡ଼: ବେଲପଡ଼ା ବ୍ଲକରେ ଜରୁରୀକାଳୀନ ପରିସ୍ଥିତିରେ କାମ କରୁଥିବା ବ୍ୟାଙ୍କ, ପୁଲିସ୍, ଡାକ୍ତରଖାନା, ବ୍ଲକ, ତହସିଲ ଭଳି ଆଦି କାର୍ଯ୍ୟାଳୟର କର୍ମଚାରୀମାନଙ୍କୁ ପାଟଣାଗଡ଼ ବିଧାୟକ ସରୋଜ କୁମାର ମେହେରଙ୍କ ସହଯୋଗରେ ମାସ୍କ୍ ବଣ୍ଟନ କରାଯାଇଛି । ଏଥିରେ ଦୁର୍ଯ୍ୟୋଧାନ କୁମ୍ଭାର, ଗରେଶ!-->…
Read More...
Read More...
ଆଇନଭଙ୍ଗ: ୮ମାମଲାରେ ୨୦ଜଣ ଗିରଫ
ସମ୍ବଲପୁର : କରୋନା କଟକଣା ଆଇନ କୁ ସମ୍ପୂର୍ଣ୍ଣ କଡାକଡି ରୂପେ ପାଳନ କରାଇବା ପାଇଁ ପୁଲିସ କଟିବଦ୍ଧ ରହିଛି । ଗତକାଲି ୨୪ଘଣ୍ଟା ମଧ୍ୟରେ ଏହି ନିୟମ ଭାଙ୍ଗିବା ଅଭିଯୋଗ ରେ ୮ଟି ମାମଲା ରୁଜୁ କରିବା ସହିତ ଏଥିରେ ସାମିଲ ୨୦ ଜଣଙ୍କୁ ଗିରଫ କରିଛି । ଏତେ କଟକଣା ସତ୍ତ୍ୱେ ଅକାରଣେ ବାହାରେ!-->…
Read More...
Read More...